ମୃତ୍ୟୁର ୧୮ ଦିନ ପୂର୍ବରୁ ସୁଶାନ୍ତଙ୍କୁ ମନେପକାଇ ଏମିତି କହିଥିଲେ ସରୋଜ
ବଲିଉଡ୍ର ଭେଟରାନ କୋରିଓଗ୍ରାଫର୍ ସରୋଜ ଖାନ୍ଙ୍କ ୭୧ ବର୍ଷରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସରୋଜଙ୍କ ଶେଷ ଇନ୍ଷ୍ଟାଗ୍ରାମ ପୋଷ୍ଟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଥିଲା। ସେ ସୁଶାନ୍ତ ଆତ୍ମହତ୍ୟା ପରେ ତାଙ୍କୁ…
ମାତ୍ର ୩ ବର୍ଷ ବୟସରୁ ସରୋଜ ଆରମ୍ଭ କରିଥିଲେ କ୍ୟାରିୟର, ୩ ଥର ପାଇଥିଲେ ଜାତୀୟ ପୁରସ୍କାର
ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରୋଜଙ୍କ ବିୟୋଗ ବଲିଉଡ୍ରେ ଶୋକର ଛାୟା ଖେଲିଯାଇଛି। ସରୋଜ ଖାନ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। କୋରିଓଗ୍ରାଫି ଜରିଆରେ ସେ ପ୍ରଶଂସକଙ୍କ…
ପୁଣି ଜଣେ ବଲିଉଡ୍ର ପ୍ରସିଦ୍ଧ କଳାକାରଙ୍କ ପରଲୋକ
ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ନିଃଶ୍ୱାସ…
୧୯୯୮ରେ ମୁକ୍ତି ଲାଭ କରିଥିବା ଏହି ୬ ଟି ଫିଲ୍ମ ହୋଇଥିଲା ସୁପରହିଟ୍
ଭାରତର ଲୋକ ବଲିଉଡ ଚଳଚ୍ଚିତ୍ରକୁ ଅଧିକ ଭଲ ପାଆନ୍ତି । ୯୦ ଦଶକରେ ଚଳଚ୍ଚିତ୍ରରେ ଅନେକ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଅନେକ ନୂତନ କଳାକାର ବଲିଉଡରେ ପ୍ରବେଶ କରିଥିଲେ। ୧୯୯୮ ବଲିଉଡ ଜଗତ ପାଇଁ ବହୁତ ଅସ୍ଥିର ଥିଲା। ଯେଉଁ…
ସଙ୍ଗିତ ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେହା
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଏମିତିକି ବଲିଉଡ୍ର କେତେଜଣ ସେଲିବ୍ରିଟି ମଧ୍ୟ ଏହାକୁ ବିଶ୍ୱାସ କରି ପାରୁ…
ସୁଶାନ୍ତଙ୍କ ଘରେ ଥାଇ ବି ଆତ୍ମହତ୍ୟା ନେଇ ଜାଣିପାରିଲେନି ଏହି ବନ୍ଧୁ
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ମୁମ୍ବାଇ ପୋଲିସ। ଫଳରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗୁଲ୍ରେ ନିଜ ନାମକୁ ସର୍ଚ୍ଚ କରିଥିଲେ। ଏପରିକି…
ନିଜ ସୁପରହିଟ୍ ଗୀତରେ ନାଚିଲେ ମାଧୁରୀ: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ର ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କ ଡ୍ୟାନ୍ସ ଓ ଏକ୍ସପ୍ରେଶନ ପାଇଁ ବେଶ୍ ପରିଚିତ। ‘ତେଜାବ’ ଫିଲ୍ମରୁ ହିଟ୍ ହୋଇଥିବା ଏହି ନାୟିକାଙ୍କର ଏବେବି ବଲିଉଡ୍ରେ କ୍ରେଜ୍ ରହିଛି। ଏବେ ସେ ବଡ ପରଦାରେ ଏତେଟା ନଜର…
ପୂଜାଙ୍କ ସ୍ଥାନ ନେଲେ ପରିଧି
ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ‘ଜଗତ୍ ଜନନୀ ମା’ ବୈଷ୍ଣୋ ଦେବୀ’ କାହାଣୀ ପୁଣିଥରେ ଛୋଟ ପରଦାକୁ ଫେରୁଛି। ଶୋ’ରେ ବୈଷ୍ଣୋ ଦେବୀ ଚରିତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ବାନାର୍ଜୀଙ୍କୁ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ଚରିତ୍ରରେ ପରିଧି ଶର୍ମାଙ୍କୁ ଦେଖିବାକୁ…
ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଓ୍ବିକିପିଡିଆ ହୋଇଥିଲା ଅପଡେଟ୍, ଜାଣନ୍ତୁ ଏଥିରେ କ’ଣ ରହିଛି ସତ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଦିନକୁ ଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି। ଏବେ ତାଙ୍କ ଓ୍ବିକିପିଡିଆ ପେଜ୍କୁ ନେଇ ବେଶ୍ ଗରମାଗରମ ଖବର ଶୁଣିବାକୁ ମିଳୁଛି। ତାଙ୍କ ଓ୍ବିକିପିଡିଆ…
ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଆତ୍ମହତ୍ୟାର ଧମକ ଦେଲେ ଏହି ଅଭିନେତ୍ରୀ
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ଟେଲିଭିଜନ ଶୋ’ ‘ଖତରୋ କେ ଖିଲାଡ଼ି’ରେ ନଜର ଆସିଥିବା ଭୋଜପୁରୀ ଅଭିନେତ୍ରୀ ରାଣୀ ଚାଟାର୍ଜୀଙ୍କ…
କିଛି ଏମିତି ଥିଲା ମହେଶ ବାବୁ-ନମ୍ରତାଙ୍କ ପ୍ରେମକାହାଣୀ
ମହେଶ ବାବୁ ଏବଂ ନମ୍ରତା ଶିରୋଦକରଙ୍କୁ ଶକ୍ତିଶାଳୀ ଦମ୍ପତି ଭାବେ ବିବେଚନା କରାଯାଏ। ୧୫ ବର୍ଷ ପୂର୍ବେ ମହେଶ ବାବୁ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ପ୍ରଶଂସକମାନେ ସର୍ବଦା ଉଭୟଙ୍କ ପ୍ରେମ ସମ୍ପର୍କ…
ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ
ଦକ୍ଷିଣ ଭାରତର ଟିଭି ଧାରାବାହିକର ଏକ ଚର୍ଚ୍ଚିତ ନାମ ନବ୍ୟା ସ୍ବାମୀ। ଏବେ ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନିଜେ ନବ୍ୟା ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ଶେୟାରକରି ଏହି ସୂଚନା ଦେଇଛନ୍ତି। ସେ…
Archives


