ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହେବ ରାଜକୁମାରଙ୍କ ଅଭିନୀତ ଏହି ଫିଲ୍ମ: ଜାଣନ୍ତୁ କେବେ ଆସିବ ପ୍ରିମିୟର
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଓମେର୍ଟାକୁ ଥିଏଟର ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୨୫ରେ ଜି୫ରେ ଏହାକୁ ରିଲିଜ୍ କରାଯିବ ବୋଲି ବୁଧବାର ସୂଚନା ମିଳିଛି। ନିର୍ଦ୍ଦେଶକ ହଂସଲ ମେହେତା…
କରୋନା ଯୋଗୁ ଏହି ଶିକ୍ଷା ପାଇଲେ ଅନୁଷ୍କା
କରୋନା ମହାମାରୀ ଯୋଗୁ ବଲିଉଡ୍ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଅନୁଷ୍କା ଶର୍ମା ଏକ ଶିକ୍ଷା ଲାଭ କରିଛନ୍ତି। ତାହା ହେଉଛି ଆମେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। ସେ କୃଷକ ହେଉ ଅବା କୌଣସି ଜଣେ ବଡ଼ କର୍ମଚାରୀ। ପ୍ରତ୍ୟେକ…
୧୨୪ ବର୍ଷ ପୂର୍ବେ ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ଚୁମ୍ବନ ସିନ୍
ଆଜିକାଲି ଫିଲ୍ମରେ ଚୁମ୍ବନ ସିନ୍ ସାଧାରଣ କଥା ହୋଇଗଲାଣି। କିନ୍ତୁ ବହୁ ବର୍ଷ ପୂର୍ବେ ଚୁମ୍ବନ ସିନ୍ କରିବାକୁ ଅଭିନେତ୍ରୀ ମାନେ ଅସହଜ ମନେ କରୁଥିଲେ। ଆମେରିକାରେ ମଧ୍ୟ ଚୁମ୍ବନ ସିନ୍ଗୁଡିକୁ ବ୍ୟାନ୍ କରିଦିଆଯାଉଥିଲା। ୧୮୯୬ରେ ଏକ ନିର୍ବାକ ଚଳଚ୍ଚିତ୍ର ରିଲିଜ୍…
୯ କୋଟି ମୂଲ୍ୟର ଘର କିଣିଲେ ଅଭିନେତା ଆୟୁଷ୍ମାନ ଖୁରାନା
ଚଣ୍ଡିଗଡ଼, ୭।୭- ଲକ୍ ଡାଉନ ଉଠିବା ପରେ ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଗତ ସପ୍ତାହରେ ମୁମ୍ବାଇରୁ ଆସି ନିଜ ଘରୋଇ ସହର ଚଣ୍ଡିଗଡ଼ରେ ପରିବାର ସହ ରହୁଛନ୍ତି। ଆୟୁଷ୍ମାନଙ୍କ ସହ ତାଙ୍କ ସ୍ତ୍ରୀ ତାହିରା କାଶ୍ୟପ୍ ମଧ୍ୟ ଚଣ୍ଡିଗଡ଼ ଆସିଛନ୍ତି।…
‘ମେମୋରିଆଲାଇଜ୍ଡ’ ହେଲା ଅଭିନେତା ଇରଫାନ୍ଙ୍କ ଆକାଉଣ୍ଟ
ବମ୍ବେ: ନୂତନ ବର୍ଷ ନୂଆ ଉଦ୍ଦିପନା ନେଇ ଆସେ। ଅନେକ ନୂଆ ବର୍ଷକୁ ନେଇ ନାନାଦି ଯୋଜନା କରିଥାନ୍ତି। ହେଲେ ଚଳିତ ୨୦୨୦ ଅନେକ କିଛିକୁ ନେଇ ସ୍ମରଣୀୟ ରହିବ। କରୋନାର କାୟାଠାରୁ ଆରମ୍ଭ କରି ଅନେକ ବଲିଉଡ୍ କଳାକାର ବିଗତ…
ଲକ୍ଡାଉନ୍ରେ ଘରେ ବସି ବୃଦ୍ଧା ହୋଇଗଲେ ଶିଳ୍ପା ଶେଟ୍ଟୀ
କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏବେ ଲକ୍ଡାଉନ୍ ନିୟମରେ କିଛିଟା କୋହଳ କରିଛନ୍ତି। ତେବେ ସମସ୍ତେ ଏହି ମହାମାରୀ ଏବଂ…
‘ମେରେ ସାଇଁ’ର ଶୁଟିଂ ସେଟ୍ରେ ପହଞ୍ଚିଲା କରୋନା
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ ହୋଇଛି। ତେବେ ସୋନୀ ଟିଭିରେ ପ୍ରସାରିତ ଧାରାବାହିକ ‘ମେରେ ସାଇଁ’ ର ଶୁଟିଂ ଆରମ୍ଭ…
ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ଅନ୍ୟମାନଙ୍କର ଅସଫଳତା ପାଇଁ ଯୋଜନା କରନ୍ତି: ରବିନା
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ନେପୋଟିଜିମ ବା ପ୍ରିୟା ପ୍ରିତି ପୋଷଣକୁ ନେଇ ଟଣା ଭିଡା ଚାଲିଛି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ବଲିଉଡ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ଲୋକ ଏହା ମଧ୍ୟକୁ ଚାଲି…
ଇତିହାସ ରଚିଲା ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ଆଜି ସମସ୍ତଙ୍କୁ ପର କରି ଅଫେରା ରାଇଜର ପଥିକ ସାଜିଥିବା ବେଳେ ଏବେବି ତାଙ୍କ ପ୍ରତି ଦର୍ଶକଙ୍କର ଭଲ ପାଇବା ଦେଖିବାକୁ ମିଳିଛି। ମଙ୍ଗଳବାର ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମର ଟ୍ରେଲର ରିଲିଜ୍…
ସୁଶାନ୍ତଙ୍କ ଘରେ ଲାଗି ନ ଥିଲା ସିସିଟିଭି କ୍ୟାମେରା: ସାମ୍ନାକୁ ଆସିଲା ପୋଲିସର ଚାଞ୍ଚଲ୍ୟକର ବୟାନ
ମୁମ୍ବାଇ,୭।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲାଗି ନ ଥିଲା ବୋଲି ମଙ୍ଗଳବାର ବାନ୍ଦ୍ରା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସୁଶାନ୍ତ…
ଟିଭି ସିରିଏଲ୍ର ଏହି ଅଭିନେତା କରୋନା ପଜିଟିଭ୍: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ
ମୁମ୍ବାଇ,୭।୭: କରୋନା ଲକ୍ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍ଲକ-୨ରେ ମହାରାଷ୍ଟ୍ର ସରକାର କେତେକ କଟକଣା ଉପରେ କୋହଳ କରିଛନ୍ତି। ସେଥିମଧ୍ୟରୁ ସିରିୟଲ୍ ଶୁଟିଂ ଅନ୍ୟତମ। ସରକାର ଟିଭି…
ବଲିଉଡ୍କୁ ଆଉ ଏକ ଝଟ୍କା: ପ୍ରାଣ ହରାଇଲେ ଫିଲ୍ମ ନିର୍ମାତା ହରିଶ ଶାହ
ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ୨୦୨୦ ଯେପରି ଅଶୁଭ ବର୍ଷ। ଜଣେ ପରେ ଜଣେ ବଲିଉଡ୍ କଳାକାର, ନିର୍ମାତା, ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟୁଛି। ବୁଧବାର ବଲିଉଡ୍କୁ ଆଉ ଏକ ଝଟ୍କା ଲାଗିଛି। ୭୬ ବର୍ଷରେ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହାଙ୍କ…
Archives


