ଲକ୍‌ଡାଉନ୍‌ରେ ଘରେ ବସି ବୃଦ୍ଧା ହୋଇଗଲେ ଶିଳ୍ପା ଶେଟ୍ଟୀ

କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏବେ ଲକ୍‌ଡାଉନ୍‌ ନିୟମରେ କିଛିଟା କୋହଳ କରିଛନ୍ତି। ତେବେ ସମସ୍ତେ ଏହି ମହାମାରୀ ଏବଂ ଲକ୍‌ଡାଉନ୍‌ ଶେଷ ହେବାକୁ ଅପେକ୍ଷା କରିବସିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ସ୍ବାମୀ ରାଜ୍‌ କୁନ୍ଦ୍ରା ଲକ୍‌ଡାଉନ୍‌ରେ ଘରେ ବଶି ବୃଦ୍ଧା ବୃଦ୍ଧ ହୋଇଗଲେଣି। ଏ ନେଇ ରାଜ୍‌ ସୋସିଆଲ ମିଡିଆରେ ଏକ ମଜାଳିଆ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟଙ୍କ କେଶ ପାଚିଯାଇଥିବା ବେଳେ ସେମାନେ ବୟସ୍କ ଦେଖାଯାଉଛନ୍ତି। ଫଟୋ ଶେୟାରକରି ରାଜ ଲେଖିଛନ୍ତି, ଶିଳ୍ପାଙ୍କ ସହ ଲକ୍‌ଡାଉନ୍‌ ଶେଷ ହେବା ନେଇ ମୁଁ ଅପେକ୍ଷା କରିଛି। ଆହୁରି ମଧ୍ୟ ସେ ଲେଖିଛନ୍ତି, ବେବି ଲକ୍‌ଡାଉନ୍‌ କେବେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଗାଡ଼ି ଚଲାଉଛନ୍ତି ରିତେଶ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ର ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର...

‘ଧଡକନ’ଫିଲ୍ମର ସିକ୍ୱୁଏଲରେ ନିଜ ପୁଅକୁ ଦେଖିବାକୁ ଚାହୁଁଛନ୍ତି ସୁନିଲ

ମୁମ୍ବାଇ: ଅକ୍ଷୟ କୁମାର, ସୁନିଲ ସେଟ୍ଟି ଓ ଶିଳ୍ପା ସେଟ୍ଟିଙ୍କ ଅଭିନୀତ ଫିଲ୍ମ ‘ଧଡକନ’ ଦିନେ ବକ୍ସ ଅଫିସରେ ଭଲ ବିଜନେସ୍‌ କରିଥିବା ବେଳେ ଦର୍ଶକେ...

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୋଷ୍ଟର ରିଲିଜ: ଗେ’ ଭୂମିକାରେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ର ଜଣେ ଭର୍ସାଟାଇଲ ଅଭିନେତା ହେଲେ ଆୟୁଷ୍ମାନ ଖୁରାନ୍ନା। ଯେକୌଣସି ଚରିତ୍ରରେ ସେ ଖୁବ୍‌ ସହଜରେ ଢଳି ଯାଇଥାନ୍ତି। ଏପରିକି ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ...

ଗୋଟିଏ ଫିଲ୍ମରେ ଡେବ୍ୟୁ: ହେଲେ କିଏ ହୋଇଛନ୍ତି ସଫଳ, କିଏ ଚାଖିଛନ୍ତି ବିଫଳତାର ସ୍ବାଦ

ବମ୍ବେ: ଗୋଟିଏ ଫିଲ୍ମରୁ କ୍ୟାରିଅର ଆରମ୍ଭ। ହେଲେ କିଏ ହୋଇଛନ୍ତି ସଫଳ ଆଉ କିଏ ଚାଖିଛନ୍ତି ବିଫଳତାର ସ୍ବାଦ। ବଲିଉଡରେ ସେଭଳି କିଛି କଳାକାରଙ୍କୁ ଯଦି...

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। ଏଥିରେ ଅକ୍ଷୟ କୁମାରଙ୍କ ସହ ତାଙ୍କର ଯୋଡ଼ି...

ଅବସର ନେବେ ଅମିତାଭ !

ମୁମ୍ବାଇ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଅବସର ନେବେ ବୋଲି ତାଙ୍କ ବ୍ଲଗ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ୧୯୬୯ରୁ ‘ସାତ ହିନ୍ଦୁସ୍ତାନୀ’ ମାଧ୍ୟମରେ ବଲିଉଡ୍‌ରେ...

ଜୟାଲଳିଥା ଜଣେ ଗ୍ଲାମରସ୍‌ ଷ୍ଟାର ଥିଲେ: କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଖୁବ୍‌ଶୀଘ୍ର ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟାଲଳିଥାଙ୍କ ବାୟୋପିକରେ ନଜର ଆସିବେ। ‘ଥଲାଇବି’ ନାମକ ଏହି ବାୟୋପିକରେ ଜୟାଲଳିତାଙ୍କ ଜୀବନିକୁ...

ସେନା ପୋଷାକରେ ନଜର ଆସିଛନ୍ତି ଏହି ବଲିଉଡ୍‌ କଳାକାର

ମୁମ୍ବାଇ: ବଲିଉଡ୍‌ରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାହଣୀକୁ ନେଇ ନିର୍ମାଣ କରାଯାଇଥାଏ ଫିଲ୍ମ। ଏମିତିକି ସତ ଘଟଣାକୁ ନେଇ ତିଆରି ହୋଇଥିବା ଫିଲ୍ମ ଦର୍ଶକଙ୍କ...

Coronavirus Update


Archives

Model This Week

Why Dharitri