୧୨୪ ବର୍ଷ ପୂର୍ବେ ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ଚୁମ୍ବନ ସିନ୍‌

ଆଜିକାଲି ଫିଲ୍ମରେ ଚୁମ୍ବନ ସିନ୍‌ ସାଧାରଣ କଥା ହୋଇଗଲାଣି। କିନ୍ତୁ ବହୁ ବର୍ଷ ପୂର୍ବେ ଚୁମ୍ବନ ସିନ୍‌ କରିବାକୁ ଅଭିନେତ୍ରୀ ମାନେ ଅସହଜ ମନେ କରୁଥିଲେ। ଆମେରିକାରେ ମଧ୍ୟ ଚୁମ୍ବନ ସିନ୍‌ଗୁଡିକୁ ବ୍ୟାନ୍‌ କରିଦିଆଯାଉଥିଲା। ୧୮୯୬ରେ ଏକ ନିର୍ବାକ ଚଳଚ୍ଚିତ୍ର ରିଲିଜ୍‌ ହୋଇଥିଲା। ଏହି ଫିଲ୍ମର ନାମ ‘ଦ କିସ୍‌’ ଥିଲା। ଏହି ଫିଲ୍ମର ଶୁଟିଂ କାନାଡାରେ ହୋଇଥିଲା। ବିଶ୍ୱର ପ୍ରଥମ ଫିଲ୍ମ ଭାବେ ଏଥିରେ ଅଭିନେତ୍ରୀଅଭିନେତା ମାନେ ଚୁମ୍ବନ ସିନ୍‌ କରିଥିଲେ। ପରଦାରେ ୧୮ ସେକେଣ୍ଡ୍‌ ପାଇଁ ଏହି ସିନ୍‌ ଥିଲା। ପ୍ରଥମେ ଫିଲ୍ମର ଏହି ସିନ୍‌ କରିବାକୁ ଦୁଇ କଳାକାର ଅସହଜ ମନେ କରୁଥିଲେ।ତେଣୁ ନାୟକ ଜଣଙ୍କ ମୁହଁରେ ସୋରିଷ ଦେବା ପେjର ନାୟିକା ସିନ୍‌ କରିବାକୁ ରାଜି ହୋଇଥିଲେ। ଅନ୍‌ସ୍କ୍ରିନ୍‌ ଚୂମ୍ନ ଦେଇଥିବା ଅଭିନେତା ଜଣଙ୍କ ହେଉଛି ଜନ୍‌ ରାଇସ୍‌ ଏବଂ ଅଭିନେତ୍ରୀ ଥିଲେ ଇର୍‌ଭିନ୍‌। ଏଡିସନ୍‌ ଷ୍ଟୁଡିଓଜ୍‌ ପ୍ରଯୋଜନାରେ ଫିଲ୍ମଟି ନିର୍ମିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମାସରେ କାହିଁକି ୫୦ ଥର ନିଜର ସିମ୍‌ କାର୍ଡ ବଦଳାଇ ଥିଲେ ସୁଶାନ୍ତ: ଶେଖର ସୁମନ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିଦିନ ହୁଏତ କିଛି ନା କିଛି ରୋଚକ ତଥ୍ୟ ଆସୁଛି ସାମ୍ନାକୁ। ଏବେ ଅଭିନେତା...

ବଡ଼ ପୁଅ ଆର୍ଯ୍ୟନକୁ ଭୁଲି ଯାଇଥିଲେ ଶାହାରୁଖ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଏବଂ ସ୍ତ୍ରୀ ଗୌରୀ ଅକ୍ଟୋବର ୨୯ରେ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡିକୁ ବେଷ୍ଟ ଯୋଡି ମଧ୍ୟରୁ ଗୋଟିଏ...

କଥକ ଅଭ୍ୟାସ କଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତେ ଘରେ ବନ୍ଦହୋଇ ରହିଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ ତାରକା। ଅଭିନେତା, ଅଭିନେତ୍ରୀମାନେ ଘରେ...

ପାଞ୍ଚ ଦିନରେ ଶହେ କୋଟି କ୍ଲବରେ ‘କବିର ସିଂ’, ପାଲଟିଲା ଶାହିଦଙ୍କ କ୍ୟାରିୟରର ସବୁଠୁ ବଡ଼ ଫିଲ୍ମ

ମୁମ୍ବାଇ: ରିଲିଜ୍‌ ପରଠାରୁ ବକ୍ସ ଅଫିସରେ ଭଲ ପ୍ରଦର୍ଶନକୁ ଜାରି ରଖିଛି ଅଭିନେତା ଶାହିଦ କପୁରଙ୍କ ଫିଲ୍ମ ‘କବିର ସିଂ’। ମାତ୍ର ପାଞ୍ଚ ଦିନରେ ଶହେ...

ନବୀନ..ନବୀନ ଗୀତ ୬ଥର: ଶୁଣିଥିଲେ ମୁଖ୍ୟମନ୍ତ୍ରୀ

ବହୁ ଲୋକ ଦୁଃଖ ଗୀତକୁ ପସନ୍ଦ କରନ୍ତି। ଏଣୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ(ଜାପାନୀ)ଙ୍କ ପାଇଁ ଦୁଃଖ ଗୀତଗୁଡ଼ିକ ହିଁ ଆଶୀର୍ବାଦ ହୋଇ ଆସିଲା।...

ରିଲିଜ୍‌ ହେଲା ‘ୟାଦ ପିୟା କି ଆନେ ଲଗି’ର ରିକ୍ରିଏଟ୍‌ ଭର୍ସନ

ମୁମ୍ବାଇ: ବଲିଉଡ୍‌ ବିୟୁଟି ଦିବ୍ୟା ଖୋସଲାଙ୍କୁ କେତେ ଗୁଡିଏ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି। ଏବେ ତାଙ୍କର ଆଉଏକ ଗୀତ ‘ୟାଦ ପିୟା କି ଆନେ...

ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା...

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

ମୁମ୍ବାଇ,୨୦ା୪(ଆଇଏଏନ୍‌ଏସ୍‌): ଅଭିଷେକ୍‌ ବର୍ମନଙ୍କ ଚଳଚ୍ଚିତ୍ର ‘କଲଙ୍କ’ରେ ନିଜର ଭୂମିକାକୁ ନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏଥିରେ ଅଭିନେତା ଆଦିତ୍ୟ ରୟ...

Play 250+ Trending Games
Archives

Model This Week

Why Dharitri