ସୁଶାନ୍ତ ସିଂ ରାଜପୁତଙ୍କ ଭୂମିକାରେ ସଚିନ
ମୁମ୍ବାଇ, ୨୦।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ସୁଶାନ୍ତ ସିଂଙ୍କ ଭୂମିକାରେ ଟିକ୍ଟକ୍ ଷ୍ଟାର୍ ସଚିନ ତିଓ୍ବାରୀଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ନାମ ‘ସୁଇସାଇଡ୍ ୟା ମର୍ଡର’ ରଖାଯାଇଛି। ସୁଶାନ୍ତଙ୍କ…
ପ୍ରବଳ ବର୍ଷାରେ ବିଲରେ ହଳ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା
କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତ୍ରୀ ଅଭିନେତାମାନେ ପରିବାର ସହ ସମୟ ବିତାଉଛନ୍ତି। କିଏ ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ୍ ରଖୁଛନ୍ତି ତ ଆଉ କିଏ ଘରେ ଯୋଗ କରୁଛନ୍ତି। ଏସବୁ ଭିତରେ ବଲିଉଡ ସୁପରଷ୍ଟାର…
କରୋନା ନେଲା ଏହି ପ୍ରଖ୍ୟାତ ଅଭିନେତାଙ୍କ ଜୀବନ
କରୋନାରେ ପ୍ରସିଦ୍ଧ କନ୍ନଡ ଅଭିନେତା ହୁଲିଭାନ ଗଙ୍ଗାଧରାୟାଙ୍କର ପରଲୋକ ଘଟିଛି। ସପ୍ତାହେ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ପ୍ରାଇଭେଟ ହସ୍ପିଟାଲ ତାଙ୍କୁ ଆଡମିଶନ କରିବାକୁ ମନା କରିଦେଇଥିଲେ। ୪ ଦିନ ପୂର୍ବରୁ ତାଙ୍କ ସମ୍ପର୍କୀୟ ଓ…
ଆଦିତ୍ୟ ଚୋପ୍ରା-ସଞ୍ଜୟ ଲୀଲା ବନ୍ଶାଲୀଙ୍କ ବୟାନରେ ରହୁନି ତାଳମେଳ
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ମୁମ୍ବାଇ ପୋଲିସ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜାଣିପାରୁନାହିଁ। ଏସବୁ ଭିତରେ ଖାଲି ଯାହା ତଦନ୍ତ ଚାଲିଛି। ମାମଲାରେ…
ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ: ଆସିଲା କଳାକାରଙ୍କ ଦାନ୍ତ ଭଙ୍ଗା ଭିଡିଓ, ଦେଖିଲେ ବନ୍ଦ ହେବନି ହସ
ଦୀର୍ଘ ଦିନର ଅପେକ୍ଷା ପରେ ‘ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ ହୋଇଛି। ଶୀଘ୍ର ଦର୍ଶକମାନେ ଏହାର ନୂତନ ଏପିସୋଡ ଦେଖି ପାରିବେ। ପ୍ରାୟ ଚାରି ମାସର ବିରତି ପରେ ଏହି ଶୋ’ର ଶୁଟିଂ ଆରମ୍ଭ ହୋଇଛି। ବର୍ତ୍ତମାନ ସେଟ୍ର…
ବଲିଉଡ୍ରେ ଶୋକ: ପରପାରିରେ ନିର୍ଦ୍ଦେଶକ ରଜତ
ମୁମ୍ବାଇ,୧୯।୭: ବଲିଉଡ୍ ଦୁନିଆକୁ ଲାଗିଛି ଆଉ ଏକ ଧକ୍କା। ନାମୀଦାମୀ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କୁ ହରାଇଛି ସିନେ ଦୁନିଆ। ଶନିବାର ରାତିରେ ଜୟପୁରଠାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ତେବେ ଗତ ଏପ୍ରିଲ ମାସରୁ ସେ କିଡ୍ନୀ ରୋଗରେ ପୀଡ଼ିତ ଥିଲେ।…
ପ୍ରଭାସଙ୍କ ସହ ନଜର ଆସିବେ ଦୀପିକା
ମୁମ୍ବାଇ: ବାହୁବଳୀ ରିଲିଜ୍ ହେବା ପରେ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ୍ ସାରା ଭାରତରେ ଛାଇ ଯାଇଥିଲା। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାଶନାଲ ଷ୍ଟାର ମଧ୍ୟ କରିଦେଇଥିଲା। ସେପଟେ ବଲିଉଡ୍ ନାୟିକା ଦୀପିକା ପାଦୁକୋନ ମଧ୍ୟ ତାଙ୍କ ଅଭିନୟ ପାଇଁ ଦର୍ଶକଙ୍କ…
ଭୋର୍ ୩ଟା ୩୦ରେ ହୋଇଥିଲା ସୁଶାନ୍ତ ସିଂଙ୍କ ମୃତ୍ୟୁ !
ମୁମ୍ବାଇ, ୧୯।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ଏକମାସରୁ ଅଧିକ ଦିନ ବିତିଛି। ବର୍ତ୍ତମାନ ସୁଦ୍ଧା ବହୁ ଲୋକଙ୍କୁ ପୋଲିସ ପକ୍ଷରୁ ଜେରା ମଧ୍ୟ କରାଯାଇଛି। ତେବେ ବି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଏବେ…
ଏହି ଫିଲ୍ମରୁ ସର୍ବାଧିକ ଆୟ କରିଥିଲେ ପ୍ରିୟଙ୍କା
ମୁମ୍ବାଇ: ଆଜି ଅର୍ଥାତ୍ ଜୁଲାଇ ୧୮ରେ ପ୍ରିୟଙ୍କା ଚୋପ୍ରାଙ୍କ ୩୮ତମ ଜନ୍ମଦିନ। ପ୍ରିୟଙ୍କା ଖାଲି ବଲିଉଡ୍ରେ ନୁହେଁ, ହଲିଉଡ୍ରେ ମଧ୍ୟ ଏକ ପରିଚିତ ନାମ। ଆଜିର ଏହି ଖାସ୍ ଦିନରେ ଆସନ୍ତୁ ଜାଣିବା ପ୍ରିୟଙ୍କା ବିଷୟରେ କିଛି ଖାସ୍ କଥା। ପ୍ରିୟଙ୍କା…
ଏହି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସବୁ ସମୟରେ ସେ ନିଜ ସ୍ବାସ୍ଥ୍ୟ ଅପ୍ଡେଡ୍ ଇନ୍ଷ୍ଟ୍ରାଗ୍ରାମ୍ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଥାନ୍ତି। ନିକଟରେ ଅମିତାଭ ନିଜର ଏକ ଫଟୋ ଶେୟାର କରି ୬…
ସୁଶାନ୍ତ ଆତ୍ମହତ୍ୟା ମାମଲା: ଓ୍ବାଇଆର୍ଏଫ୍ ମୁଖ୍ୟଙ୍କୁ ଜେରା
ମୁମ୍ବାଇ,୧୮।୭: ବଲିଉଡ୍ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତତ୍ପରତା ନଜର ଆସିଛି। ବହୁ କମ୍ ସମୟ ମଧ୍ୟରେ କେତେକ ବଡ଼ ସେଲିବ୍ରିଟିଙ୍କୁ ପଚରାଉଚରା କରି ଏହି ମାମଲାର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାକୁ ପୋଲିସ…
ବଲିଉଡ୍ ପୂର୍ବରୁ ଏହି ଅଭିନେତ୍ରୀମାନେ ସାଉଥ୍ ପିଲ୍ମରୁ ଆରମ୍ଭ କରିଥିଲେ ନିଜର କ୍ୟାରିୟର
ମୁମ୍ବାଇ: ବଲିଉଡର ଏକ ନମ୍ବର ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଗଣାଯାଏ। ସେମାନେ ବଲିଉଡ୍ରେ ଏକାଧିକ ହିଟ୍ ଫିଲ୍ମରେ ଅଭିନୟ କରିସାରିଚନ୍ତି। ସେହିପରି ୮୦ଦଶକର ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀ ଓ ଶ୍ରୀଦେବୀ ମଧ୍ୟ…
Archives


