ଏହି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସବୁ ସମୟରେ ସେ ନିଜ ସ୍ବାସ୍ଥ୍ୟ ଅପ୍‌ଡେଡ୍‌ ଇନ୍‌ଷ୍ଟ୍ରାଗ୍ରାମ୍‌ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଥାନ୍ତି। ନିକଟରେ ଅମିତାଭ ନିଜର ଏକ ଫଟୋ ଶେୟାର କରି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରହିବା କଥା ବୋଲି ସେ କହିଛନ୍ତି। ଏହି ୬ ପ୍ରକାର ଲୋକ ହେଲେ ସମସ୍ତଙ୍କୁ ଈର୍ଷା କରୁଥିବା, ଅନ୍ୟକୁ ଘୃଣା କରୁଥିବା, ଅସନ୍ତୋଷ, ରାଗି, ସନ୍ଦେହ କରୁଥିବା ଏବଂ ପର ଉପରେ ନିର୍ଭର କରୁଥିବା ଲୋକ। ଏମାନେ ସବୁବେଳେ ଦୁଃଖରେ ରହିଥାନ୍ତି। ତେଣୁ ଏହି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ ବୋଲି ଅମିତାଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ୩୦୦ କୋଟି ରୋଜଗାର କଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। କିଛି ରିପୋର୍ଟରେ କୁହାଯାଇଛି ଯେ, ଫିଲ୍ମ ଏ ପର୍ଯ୍ୟନ୍ତ ୩୦୦କୋଟି ଟଙ୍କା...

ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; ଜୀବନରେ କେବେ ବି ଧନର ଅଭାବ ରହେ ନାହିଁ

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର...

‘ଦ କେରଲା ଷ୍ଟୋରି’କୁ କିଣିବାକୁ ପ୍ରସ୍ତୁତ ନୁହଁ ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ ହେବା ପରଠୁ ବିବାଦରେ ରହିଥିଲା। ଅନେକ ଲୋକ ଏହାକୁ ଏକ ପ୍ରୋପାଗଣ୍ଡା ଚଳଚ୍ଚିତ୍ର ବୋଲି କହୁଥିଲେ।...

ଝିଅର ନାମକରଣ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କୁପର ନିକଟରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ତାଙ୍କ ଝିଅର ନାମ କ’ଣ...

ଶୀଘ୍ର ବିଛଣା ଛାଡ଼ିଲେ ଦୂର ହୁଏ ଏସବୁ ସମସ୍ୟା

ଆଜିକାଲି ଦୈନନ୍ଦିନ ଜୀବନଶୈଳୀ ବଦଳିଗଲାଣି। ଏଇ ଯେମିତି କିଛି ଲୋକଙ୍କର ବିଳମ୍ବରେ ଶୋଇବା, ବିଳମ୍ବରେ ଉଠିବା ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ବିଳମ୍ବରେ ଉଠିଲେ...

ଜିମ୍‌ରେ ଝାଳ ବୁହାଉଛନ୍ତି ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ନିଜର ଦମଦାର ଅଭିନୟ ସହ ଷ୍ଟାଇଲିଷ୍ଟ ଲୁକ୍‌କୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ସୋସିଆଲ ମିଡିଆରେ କିଛି...

ବିବାହର କିଛି ସମୟ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସିଲେ ଗୌହର!

ମୁମ୍ବାଇ: ଅଭିନେତ୍ରୀ ଗୌହର ଖାଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୨୫ରେ ସେ ହାତକୁ ଦି ହାତ ହେବେ ।...

ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ...

Advertisement
Archives

Model This Week