ତମନ୍ନାଙ୍କ ଘରକୁ ପଶିଲା କରୋନା: ପୋଷ୍ଟ ଲେଖି ପ୍ରଶଂସକଙ୍କୁ କଲେ ଏଭଳି ନିବେଦନ
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ମାତାପିତା କରୋନା ପଜିଟିଭ୍ ହୋଇଛନ୍ତି। ତାଙ୍କ ପିତାମାତାଙ୍କଠାରେ କରୋନାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା। ଏହା ପରେ ସେ କୋଭିଡ ୧୯ ପରୀକ୍ଷା କରିଥିଲେ। ଏବେ ସେମାନଙ୍କର ପରୀକ୍ଷା ରିପୋର୍ଟ…
ଏହି ଶିଶୁ ଏବେ ବଲିଉଡ୍ର ସୁପରହିଟ୍ ଅଭିନେତା: ଚିହ୍ନିବା ହେଉଛି ମୁସ୍କିଲ
ବମ୍ବେ: ଅନେକ ସମୟରେ ବଲିଉଡ୍ ଅଭିନେତା ତଥା ଅଭିନେତ୍ରୀମାନଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେମାନଙ୍କ ମଧ୍ୟରୁ କିଛିଙ୍କୁ ଚିହ୍ନିବା ମୁସ୍କିଲ ହୋଇଯାଇଥାଏ। ସେଭଳି ଏକ ଫଟୋ ଏବେ ଭାଇରାଲ ହେଉଛି। ଏଥିରେ ଦୁଇଜଣ ଶିଶୁ ସାଙ୍ଗ ହୋଇ…
ରିୟାଙ୍କ ସହ ଡ୍ରଗ୍ସ ମାଫିଆଙ୍କ ଲିଙ୍କ: ଚାଟ୍ ଭାଇରାଲ ପରେ ଓକିଲ କହିଲେ ଏମିତି
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହାକୁ ନେଇ କିଛି ହ୍ବାଟ୍ସଆପ୍ ଚାଟ୍ ମଧ୍ୟ ଭାଇରାଲ ହୋଇଥିଲା। ଏବେ ରିୟାଙ୍କ…
ଏହି ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି ତାଙ୍କ ବାପା: ଭିଡିଓ ଶେୟାରକରି କହିଲେ ଏମିତି…
ବଲିଉଡ୍ ଅଭିନେତ୍ରୀ ତୃପ୍ତି ଶଙ୍ଖଧରଙ୍କ ଜୀବନପ୍ରତି ବିପଦ ରହିଛି। ଏ ନେଇ ତୃପ୍ତି ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ହେଲେ ଖାସ୍ କଥା ହେଲା, ଜୀବନପ୍ରତି ବିପଦ ତାଙ୍କ ବାପାଙ୍କଠାରୁ ରହିଛି। ନିଜ ବାପାଙ୍କ ଉପରେ ମାରପିଟ…
ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ
ମନୋରଞ୍ଜ ଜଗତ ପାଇଁ ବର୍ଷ ୨୦୨୦ ସବୁଠାରୁ ଖରାପ ସାବ୍ୟସ୍ତ ହୋଇଛି। କାରଣ ଏହି ବର୍ଷ ବଲିଉଡ୍ ସମେତ ଛୋଟ ପରଦାର ଅନେକ କଳାକାରଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ସଂଗୀତା ଶ୍ରୀବାସ୍ତଙ୍କର ପରଲୋକ ଘଟିଛି। ଅନେକ…
ଗଞ୍ଜେଇ, ଡ୍ରଗ୍ସ ସେବନ କରୁଥିଲେ ସୁଶାନ୍ତ! ଶ୍ରୁତି ମୋଦିଙ୍କୁ ଦେଇଥିଲେ ଏଭଳି ପ୍ରତିଶ୍ରୁତି
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଏବେ ବି ସନ୍ଦେହ ଘେରରେ। ପ୍ରଥମେ ଏହା ଆତ୍ମହତ୍ୟା କୁହାଯାଉଥିବା ବେଳେ ଏବେ ଏହା ହତ୍ୟା ଦିଗକୁ ଯାଉଥିବା ନଜର ଆସୁଛି। ଏସବୁ ମଧ୍ୟରେ ଛନ୍ଦି ହେଉଛନ୍ତି…
ଲକ୍ଡାଉନ୍ ଯୋଗୁ ୭୦ ଫିଲ୍ମର ଶୁଟିଂ ରହିଛି ଅଟକି: କ୍ଷତି ହେଲାଣି ୧୫ ଶହ କୋଟି
ମୁମ୍ବାଇ, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଲକ୍ଡାଉନ୍ ଜାରି ରହିଛି। ଏହା ଦ୍ୱାରା ବଲିଉଡ୍ର ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଗତ ୬ ମାସରେ ୧୫ ଶହ କୋଟିର କ୍ଷତି ହେଲାଣି। ଏହି ସମୟ ମଧ୍ୟରେ ୭୦ରୁ ଅଧିକ ଫିଲ୍ମର…
ସାଉଥ୍ରେ ମନ ଜିଣିଲେ ଡେଜି
ମୁମ୍ବାଇ: ବଲିଉଡ୍ରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଡେଜି ଶାହା। ସେ ଜଣେ ମଡେଲ ତଥା ଅଭିନେତ୍ରୀ। କେବଳ ସେତିକି ନୁହେଁ ସେ ଜଣେ ଭଲ ଡ୍ୟାନ୍ସର ମଧ୍ୟ।…
ଆଲିଆଙ୍କୁ ଝଟ୍କା
ସୁପରହିଟ୍ ଫିଲ୍ମ ‘ବାହୁବଳୀ’ର ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ ହେଉଛି ୨୦୨୦ର ବର୍ଷର ସବୁଠୁ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ କରୋନା ମହାମାରୀ ହେତୁ ବର୍ତ୍ତମାନ ଏହାର ରିଲିଜ୍କୁ ଚଳିତ ବର୍ଷ ସ୍ଥଗିତ ରଖାଯାଇଛି।…
ୟେ ରିସ୍ତା କ୍ୟା କେହେଲାତା ହୈ ଫେମ୍ ଅଭିନେତା କରୋନା ପଜିଟିଭ୍: ଶୁଟିଂ ଉପରେ ଲାଗିଲା ବ୍ରେକ୍
ମୁମ୍ବାଇ: ସମଗ୍ର ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍ଡାଉନ ପରେ ବି ମନୋରଞ୍ଜନ ଜଗତର କେତେକ ସେଲିବ୍ରିଟି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇସାରିଛନ୍ତି। ଇତିମଧ୍ୟରେ ଲୋକପ୍ରିୟ ଟିଭି ସିରିୟଲ୍ ‘ୟେ ରିସ୍ତା…
କରୀନା କପୁରଙ୍କ ଉପରକୁ କଫି ମଗ୍ ଫୋପାଡିଲେ ଏହି ଅଭିନେତା, ଆଉ ତା’ପରେ
ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ଷୟ କୁମାର କରୀନାଙ୍କ ଉପରେ କଫି ଭର୍ତ୍ତି ମଗ୍ ଫୋପାଡିଥିବାର ନଜର ଆସିଛନ୍ତି, ଯାହା ଅଭିନେତ୍ରୀଙ୍କୁ ବହୁତ…
ଶୈଫ ଦେଲେ ପ୍ରଶଂସକଙ୍କୁ ଆଉ ଏକ ସର୍ପ୍ରାଇଜ
ମୁମ୍ବାଇ: ଛୋଟେ ନଓ୍ବାବ ଶୈଫ ଅଲି ଖାଁଙ୍କ ପରିବାର ଏବେ ଖୁବ୍ ଚର୍ଚ୍ଚାରେ। ୨୦୨୦ ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଭଲ କଟି ନ ଥିବା ବେଳେ ଏହା ଇଣ୍ଡଷ୍ଟ୍ରିକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ତେବେ ଶୈଫ ଅଲି ଖାଁ ଚଳିତ…
Archives


