ବେଡ୍ରୁମ୍ରେ ପଶି ଫଟୋ ଉଠାଇଲେ ୨ ଅଜଣା ଯୁବକ, ପୋଲିସକୁ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର, ୮।୯(ବ୍ୟୁରୋ): ରିଲ୍ ଲାଇଫ୍ରୁ ରିଏଲ ଲାଇଫ୍ର ଯାତ୍ରାକୁ ନେଇ ଚର୍ଚ୍ଚିତ ଯୋଡି ମଧ୍ୟରେ ଅନ୍ୟତମ ହେଉଛି ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏବେ ଏହି ଯୋଡିଙ୍କ ବିବାଦ ଘନେଇବାରେ ଲାଗିଛି। ଉଭୟଙ୍କ ମଧ୍ୟରେ…
ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କ ପରଲୋକ
ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ହାର୍ଟଆଟାକ୍ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଆନ୍ଧ୍ରପ୍ରେଦେଶର ଗୁଣ୍ଟୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୮୮ରେ…
ତିକ୍ତତାର ଅଠା ଖିଅରେ ବର୍ଷା-ଅନୁଭବ
ଉତ୍ତମ-ଅପରାଜିତା, ବିଜୟ-ତନ୍ଦ୍ରା, ଶ୍ରୀରାମ-ତ୍ରିପୁରା, ସିଦ୍ଧାନ୍ତ-ମାମା, ଦୁଷ୍ମନ୍ତ-କାଜଲ, ବବି-କୋଏଲଙ୍କ ପରେ ଅନୁଭବ-ବର୍ଷା। ରିଲ୍ ଲାଇଫ୍ରୁ ରିଏଲ ଲାଇଫ୍ର ଯାତ୍ରାକୁ ନେଇ ଏହି ଯୋଡ଼ିଙ୍କ ନଁା ଚର୍ଚ୍ଚାରେ। ହେଲେ ଏବେ ରାଜ୍ୟର ବେଶ୍ ପରିଚିତ ଯୋଡ଼ି ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଓ…
ଜନ୍ମଦିନରେ ବ୍ୟାଡ୍ମିଣ୍ଟନ ଷ୍ଟାର୍ ଜ୍ୱାଲାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଲେ ଏହି ଅଭିନେତା
ନୂଆଦିଲ୍ଲୀ, ୭।୯: ଭାରତର ବ୍ୟାଡ୍ମିଣ୍ଟନ ଷ୍ଟାର୍ ଜ୍ୱାଲା ଗୁଟ୍ଟା ନିଜର ୩୭ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ଜବରଦସ୍ତ ସର୍ପ୍ରାଇଜ ଦେଇଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର୍ ଷ୍ଟାର୍ ବିଷ୍ଣୁ ବିଶାଳଙ୍କ ସହ ଜ୍ୱାଲାଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ଫଳରେ…
ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା
ମୁମ୍ବାଇ, ୭।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏହି ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ବିରୋଧରେ ସୋମବାର ମୁମ୍ବାଇ ପୋଲିସ…
ଓଟିଟିରେ ରିଲିଜ ହେବ ଏହି ଫିଲ୍ମ , ସାଟେଲାଇଟ ସଂଯୋଗ ମାଧ୍ୟମରେ ମଧ୍ୟ ଦେଖିପାରିବେ
ଚଳଚ୍ଚିତ୍ର ନିର୍ମାତା ଅଲି ଅବ୍ବାସ ଜାଫରଙ୍କ ପ୍ରଥମ ଫିଲ୍ମ ‘ଖାଲି ପିଲି’ ଓଟିଟିରେ ମୁକ୍ତିଲାଭ ପାଇଁ ଘୋଷଣା ହୋଇଛି। ନିର୍ମାତାଙ୍କ ନିଷ୍ପତ୍ତି ଅନୁଯାୟୀ, ମକବୁଲ ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ରେ ପ୍ରିମିୟର ହେବ। ଅବଶ୍ୟ…
ଶୁଟିଂ ସେଟ୍କୁ ଫେରିବେ ସଞ୍ଜୟ
ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ କିଛିଦିନ ତଳେ ଫୁସ୍ଫୁସ୍ କର୍କଟରେ ପୀଡ଼ିତ ହେବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖ ଦେଇଥିଲା। ଏବେ କିନ୍ତୁ ସଞ୍ଜୟଙ୍କୁ ନେଇ ଆସିଛି ଏକ ଖୁସି ଖବର। ଖୁବ୍ଶୀଘ୍ର ବଲିଉଡ୍ର ଏହି ମୁନ୍ନାଭାଇ ଶୁଟିଂ ସେଟକୁ…
ମଲାଇକା କରୋନା ପଜିଟିଭ: ଚିନ୍ତାରେ କରିନା
ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା କରୋନା ପଜିଟିଭ ଥିବା ଗତକାଲି ତାଙ୍କ ଭଉଣୀ ଅମୃତା ଜଣାଇଥିଲେ। ଏହା ପୂର୍ବରୁ ଅର୍ଜୁନ କପୁର କରୋନାରେ ପୀଡ଼ିତ ହୋଇଥିବା ସେ ନିଜେ ଜଣାଇଥିଲେ। ଏବେ ମଲାଇକାଙ୍କ କରୋନା ପଜିଟିଭ ଖବର ଶୁଣି ଚିନ୍ତାରେ…
୫୦ କୋଟିର ଘର, ୩.୨୯ କୋଟିର କାର, ୬୮ ଲକ୍ଷର ଜୋତା ଏବଂ ୩୦୭ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଅଭିନେତା
ବର୍ତ୍ତମାନ ସମୟରେ ବଲିଉଡ୍ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ ରଣବୀର ସିଂ। ଗତ କିଛି ବର୍ଷ ମଧ୍ୟରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିସାରିଛନ୍ତି। ତାଙ୍କର ଶେଷ ଫିଲ୍ମ ‘ସିମ୍ବା’ ରିଲିଜ୍ ହେବାର ମାତ୍ର ୪ ଦିନରେ ୯୬.୩୫ କୋଟି…
ଏହି ଅଭିନେତାଙ୍କୁ ସୁରକ୍ଷାକର୍ମୀ ପୂରାଇ ଦେଇ ନ ଥିଲେ ଘରକୁ, ଏବେ ସେହି ଘରର ମାଲିକ
ବଲିଉଡ୍ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଖିଲାଡି ହିରୋ ଅକ୍ଷୟ କୁମାର। ସେପ୍ଟେମ୍ବର ୯ରେ ଦିଲ୍ଲୀର ଚାନ୍ଦନୀ ଚୌକ୍ରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅକ୍ଷୟଙ୍କର ଖେଳପ୍ରତି ଆଗ୍ରହ ରହିଥିଲା। ତେଣୁ ୧୦ମ ପାସ୍ କଲା ପରେ ସେ…
ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି
ବଲିଉଡ୍ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୨ରେ ସେ ବିଦେଶୀ ମ୍ୟୁଜିସିଆନ୍…
ଅମିତାଭ ଲେଖିଲେ ଏମିତି ମଜାଳିଆ କଥା, ସୋସିଆଲ ମିଡିଆରେ ଭାଇରାଲ
ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ବହୁତ ଆକ୍ଟ୍ରିଭ୍ ରହୁଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରତିଦିନ ପ୍ରଶଂସକଙ୍କ ସହ ତାଙ୍କ ଦୈନନ୍ଦିନ ଜୀବନ, ପିତାଙ୍କ କବିତା, ଫଟୋ, ଚିନ୍ତାଧାରା ଏବଂ ଭିଡିଓ ଶେୟାର କରୁଛନ୍ତି। ନିକଟରେ…
Archives


