ନିର୍ବାଚନ

ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୮ା୪: କ୍ରିକେଟର୍‌ରୁ ରାଜନେତା ବନିଥିବା ଭାଜପା ପ୍ରାର୍ଥୀ ଗୌତମ୍‌ ଗମ୍ଭୀର ବିନା ଅନୁମତିରେ ନିର୍ବାଚନ ର଼୍ୟାଲି କରିଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତାଙ୍କ ବିରୋଧରେ ଶନିବାର ମାମଲା ରୁଜୁ କରିଛି। ଗତ ୨୫ ତାରିଖରେ ଦିଲ୍ଲୀର ଜଙ୍ଗପୁରାଠାରେ ସେ ବିନା…

ଚତୁର୍ଥ ପର୍ଯ୍ୟାୟରେ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨୮ା୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଥିବାବେଳେ ଶନିବାର ଅପରାହ୍ନରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ ଆସନରେ ମତଦାନ ହେବ। ଏଥିରେ ରହିଛି ବିହାରର ୫ ଆସନ, ଝାଡଖଣ୍ଡର…

ପ୍ରଚାର ସରିଲା, ସବୁଠି କଡ଼ା ମୁକାବିଲା

ଯାଜପୁର ଅଫିସ,୨୮ା୪: ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରୁ ଖୋଲାଖୋଲି ଭୋଟ ପ୍ରଚାର ସରିଛି । ଏବେ ବିଭିନ୍ନ ଦଳ ଓ ପ୍ରାର୍ଥୀ ଭୋଟରଙ୍କ ନିକଟରେ ଭିତିରିଆ ପହଞ୍ଚତ୍ବାକୁ ଲାଗି ପଡ଼ିଲେଣି। ଅପରପକ୍ଷେ ଜିଲାର ୧ଟି ଲୋକ ସଭା ଓ…

‘କେନ୍ଦ୍ରୀୟ ଅନୁଦାନକୁ ହରିଲୁଟ କରିଛନ୍ତି ରାଜ୍ୟ ସରକାର’: ଅମିତ ଶାହ

ଡୁବୁରୀ/କାଳିଆପାଣି, ୨୮ା୪(ଡି.ଏନ.ଏ): ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ୫ବର୍ଷ ମଧ୍ୟରେ ୫ଲକ୍ଷ ୫୬ ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ହେଲେ ଏହି ଅର୍ଥକୁ ବିଭିନ୍ନ ଉପାୟରେ ରାଜ୍ୟ ସରକାର ହରିଲୁଟ କରିଛନ୍ତି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ…

ହିଂସା କମାଉଛି ମତଦାନ ହାର

ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖରେ ୬ ଲୋକ ସଭା ଏବଂ ୪୧ ବିଧାନସଭା ଆସନରେ ହେବ। ବିଧାନସଭାରେ ବିଧାୟକ ଓ ସଂସଦରେ ସାଂସଦମାନେ ଆଇନ ପ୍ରଣୟନ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଭାଜପା ଗଡ଼ ରକ୍ଷା ଚିନ୍ତାରେ ଥିବାବେଳେ କଂଗ୍ରେସ ପାଇଁ ପୁରୁଣା ଗାଦି ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଆସନ ପାଇଁ ସୋମବାର ମତଦାନ କରାଯିବ। ଏସବୁ ଆସନରେ ଭାଜପା ଗଡ଼ ରକ୍ଷା ପାଇଁ ଚିନ୍ତା କରୁଥିବାବେଳେ କଂଗ୍ରେସ ପୁରୁଣା ଗାଦି ବିଜୟ ଲାଗି ଲକ୍ଷ୍ୟ ରଖିଛି। ଚତୁର୍ଥ…

ଜିହ୍ନାଙ୍କୁ ପ୍ରଶଂସା କଲେ ଶତ୍ରୁଘ୍ନ

ଭୋପାଳ,୨୭।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ମହମ୍ମଦ୍‌ ଅଲ୍ଲୀ ଜିହ୍ନାଙ୍କୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ ଚିନ୍ଦଓ୍ବାରାରେ ଏକ ନିର୍ବାଚନୀ ସଭାରେ ଶତ୍ରୁଘ୍ନ କହିଥିଲେ ଯେ, ସର୍ଦ୍ଧାର ପଟେଲଙ୍କ ଠାରୁ ଜବାହର ଲାଲ୍‌ ନେହେରୁ, ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଜିହ୍ନା ଏବଂ…

ଲୋକ ସଭା ନିର୍ବାଚନରେ କଂଗ୍ରେସ ପାଇବ ୫୦ରୁ କମ୍‌ ଆସନ: ମୋଦି

ମୁମ୍ବାଇ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କରିଛନ୍ତି ଟାର୍ଗେଟ୍‌। ଲୋକ ସଭା ନିର୍ବାଚନରେ କଂଗ୍ରେସ ୫୦ରୁ କମ୍‌ ଆସନ ପାଇବ। ତେଣୁ କଂଗ୍ରେସକୁ ଭୋଟ ଦେଇ ନିଜର ବହୁମୂଲ୍ୟ ଭୋଟ ନଷ୍ଟ କରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୁମ୍ବାଇର ଏକ ନିର୍ବାଚନୀ…

‘ଓଡ଼ିଆଙ୍କ ବୌଦ୍ଧିକ କ୍ଷମତାକୁ ହେୟଜ୍ଞାନ କରୁଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୩୦ରୁ ଅଧିକ ଦିନ ହେଲା ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ପ୍ରଚାର ଶେଷ ହେବାକୁ ବସିଲାଣି। ମାତ୍ର ଏ ପର୍ଯ୍ୟନ୍ତ କେଉଁ ପ୍ରସଙ୍ଗ ଉପରେ ବିଜେଡି ନିର୍ବାଚନ ଲଢୁଛି ସେନେଇ ମୁଖ୍ୟମନ୍ତ୍ରୀ…

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ:ମିଳୁନି କଣ୍ଟ୍ରୋଲ ୟୁନିଟ୍‌, ୬୨ ନଂ. ବୁଥ୍‌ରେ ହୋଇପାରେ ସାନି ନିର୍ବାଚନ

ପୁରୀ ଅଫିସ/ବ୍ରହ୍ମଗିରି,(ଡି.ଏନ.ଏ.)୨୭ା୪: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଏକ ବୁଥ୍‌ରେ ମତଦାନ ଶେଷହେବା ପରେ ଏକ ତ୍ରୁଟି ଦେଖାଦେଇଛି। ସମ୍ପୃକ୍ତ ବୁଥ୍‌ର କଣ୍ଟ୍ରୋଲ ୟୁନିଟ୍‌ ମିଳୁ ନ ଥିବାରୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଫଳରେ ଏହି ବୁଥ୍‌ରେ ସାନି ନିର୍ବାଚନ…

ଚିରଞ୍ଜୀବଙ୍କ ପାଇଁ ପ୍ରଚାରରେ ଗୁଲାମ ନବୀ ଆଜାଦ

ନାଉଗାଁ,୨୭ା୪(ସ୍ବ.ପ୍ର.): ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ସେତେ ଜୋର୍‌ଦାର ହେବାରେ ଲାଗିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ରାଜ୍ୟ ଓ ଜାତୀୟସ୍ତରର ହେଭିଓ୍ବେଟ୍‌ ନେତାଙ୍କୁ ଆଣି ପ୍ରଚାର କରୁଛନ୍ତି। ଏହି କ୍ରମରେ ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ…

ଭାଜପା କ୍ଷମତାକୁ ଆସିଲେ ଖଣି, ଚିଟ୍‌ଫଣ୍ଡ ଚୋର ଜେଲ୍‌ ଯିବେ :ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ ଅଫିସ/ପଦ୍ମପୁର/ତିହିଡି,୨୭।୪ (ଡି.ଏନ.ଏ.):ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲା ଗସ୍ତରେ ଆସି ଦଳୀୟ ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ମାଧବାନନ୍ଦ ମଲ୍ଲିକ, ବିଷ୍ଣୁ ସେଠୀ ଓ ଡା. ପ୍ରଦୀପ ନାୟକଙ୍କ ସମେତ ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?