ମହମ୍ମଦ୍ ବିନ୍ ତୋଗଲକଙ୍କ ଭଳି ମୋଦି ଜଣେ ଭୟଙ୍କର ନେତା: ମମତା ବାନାର୍ଜୀ
କୋଲକତା,୨୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍। ମୋଦି ମହମ୍ମଦ୍ ବିନ୍ ତୋଗଲକଙ୍କ ଭଳି ମୋଦି ଜଣେ ଭୟଙ୍କର ନେତା। ତୋଗଲକଙ୍କ ଭଳି ନିଜ ଇଛା ଅନୁସାରେ କାମ କରୁଛନ୍ତି। ବିମୁଦ୍ରୀକରଣଠାରୁ ଆରମ୍ଭ କରି ଜିଏସ୍ଟି…
ଦୁଇହାତ ନ ଥିବା ଦିବ୍ୟାଙ୍ଗ ଇଞ୍ଜିନିୟରିଂ ଛାତ୍ରୀ ଗୋଡ଼ରେ ଇଭିଏମ୍ ବଟନ ଦବାଇ କଲେ ମତଦାନ
ଭୋପାଳ,୨୯।୪: ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଦେଖାଦେଇଛି ଉତ୍ସାହ। ମଧ୍ୟପ୍ରଦେଶ ଜବଲପୁରରେ ଇଞ୍ଜିନିୟରିଂ ଦିବ୍ୟାଙ୍ଗ ଛାତ୍ରୀ ଭବାନୀ ଯାଦବ ଭୋଟ ଦେଇଛନ୍ତି। ଭବାନୀଙ୍କ ଦୁଇ ହାତ ନାହିଁ। ସେ ଗୋଡ଼ ଆଙ୍ଗୁଳିରେ ଇଭିଏମ୍…
ଇଭିଏମ୍ ଅଚଳ, ବନ୍ଦ ରହିଛି ମତଦାନ
ତିହିଡ଼ି,୨୯।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ତଳୀ ଅଧୀନ ତିହଡ଼ି ବ୍ଲକ କୋହ୍ଲ ପଞ୍ଚାୟତର ମୂଷାଙ୍ଗ ପ୍ରାଥମିକ ସ୍କୁଲ ୨୧୯ନଂ ବୁଥ୍ରେ ଇଭିଏମ୍ ଅଚଳ ଯୋଗୁ ମତଦାନ ବନ୍ଦ ରହିଛି। ସୋମବାର ସକାଳ ୭ଟାରେ ମତଦାନ ପୂର୍ବରୁ ଏମ୍ପି ପାଇଁ ଉଦ୍ଦିଷ୍ଟ…
ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ
ଭଦ୍ରକ ଅଫିସ,୨୯।୪ : ଭଦ୍ରକ ପୌରାଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି। ଜିଲା ସ୍କୁଲ ପରିସର ମଡେଲ ବୁଥରେ ଭୋଟରମାନେ ଧାଡ଼ିରେ ମତଦାନ କରୁଥିବା ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଇଭିଏମ ଖରାପ : ମତଦାନ ବିଳମ୍ବ
ବନ୍ତ,୨୯।୪(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ୪୭ନଂ ବୁଥ୍ରେ ଲୋକସଭା ଇଭିଏମ ଖରାପ ଯୋଗୁଁ ମତଦାନ ହୋଇପାରିନାହିଁ । ଫଳରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନୂଆ ମେସିନ ଆସିବା ପରେ ମତଦାନ ହେବ ବୋଲି…
ଆସାନସୋଲ୍ରେ ଭାଜପାକର୍ମୀଙ୍କ ଉପରେ ଲାଠି ଚାର୍ଜ
କୋଲକତା, ୨୯।୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅଶାନ୍ତ ହୋଇଛି ଆସାନସୋଲ୍। ଏଠାରେ କେତେକ ବୁଥ୍ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇ ନାହାଁନ୍ତି। ସେ ସବୁ ବୁଥ୍ ଗୁଡ଼ିକ ମଧ୍ୟରେ ୧୦୩. ୧୦୪. ୧୦୬ ଏବଂ ୧୦୭ ରହିଛି। ପୂର୍ବରୁ ଏଠାରେ କେନ୍ଦ୍ରୀୟ…
ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ: ମଇଦାନରେ ୯୪୩ ପ୍ରାର୍ଥୀ
ନୂଆଦିଲ୍ଲୀ,୨୯।୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୯ଟି ରାଜ୍ୟରେ ସୋମବାର ଆରମ୍ଭ ହୋଇଛି ମତଦାନ । ଏସବୁ ମଧ୍ୟରେ ବିହାରର ୫ ଆସନ, ଝାଡଖଣ୍ଡର ୩, ମଧ୍ୟପ୍ରଦେଶର ୬, ମହାରାଷ୍ଟ୍ରର ୧୭, ଓଡିଶାର ୬, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୧୩,…
୨୦୧୯ ଭୋଟ ଲାଗି ସର୍ବାଧିକ ଫୋର୍ସ: ୨.୭ ଲକ୍ଷ ଯବାନ, ୨୦ ଲକ୍ଷ ପୋଲିସ ମୁତୟନ
ନୂଆଦିଲ୍ଲୀ,୨୯ା୪(ପି.ଟି.): ଭାରତରେ ୭ ପର୍ଯ୍ୟାୟବିଶିଷ୍ଟ ଲୋକ ସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷକରିବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଥିଲାଗି ଦେଶବ୍ୟାପୀ ମୋଟ ୨.୭ ଲକ୍ଷ ପାରାମିଲିଟାରୀ ଫୋର୍ସ, ୨୦ ଲକ୍ଷରୁ…
୬ ଲୋକ ସଭା ଏବଂ ୪୧ ବିଧାନସଭା ପାଇଁ ମତଦାନ ଆରମ୍ଭ: ହେଭିୱେଟ୍ଙ୍କ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬ ଲୋକ ସଭା ଏବଂ ୪୧ ବିଧାନସଭା କ୍ଷେତ୍ର ନିମନ୍ତେ ଭୋଟ ଗ୍ରହଣ କରାଯାଉଛି। ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ…
ଦେଶ ପାଇଁ ଆବଶ୍ୟକ ଜଣେ ଭଲ ପ୍ରଧାନମନ୍ତ୍ରୀ; ଚୌକିଦାର ନୁହେଁ: ପ୍ରକାଶ ରାଜ୍
ପାଟନା,୨୮।୪: ଦେଶ ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକ; ଚୌକିଦାର ନୁହେଁ। ଚୌକିଦାର ଖୋଜିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନ ଥାଏ। ଚୌକିଦାର ୧୦ ରୁ ୧୫ ହଜାର ଟଙ୍କାରେ ମିଳିଥାନ୍ତି। ଏହାଛଡା ଚୌକିଦାର ବାଛିବା ପାଇଁ କୋଟି…
ବୁଧବାର ନର୍ମଦାଞ୍ଚଳରେ ମୋଦିଙ୍କ ନିର୍ବାଚନୀ ସଭା: ଲାଗିବ ୩୮ ଏସି; ସ୍ପ୍ରେ ହେବ ଥଣ୍ଡା ପାଣି
ଭୋପାଳ,୨୮।୪: ମଧ୍ୟପ୍ରଦେଶ ନର୍ମଦାଞ୍ଚଳରେ ପଞ୍ଚମ ପର୍ଯ୍ୟାୟରେ ହେବ ଲୋକ ସଭା ନିର୍ବାଚନ। ମେ ୬ରେ ଏଠାରେ ମତଦାନ କରାଯିବ। ନିର୍ବାଚନୀ ପ୍ରଚାର ପାଇଁ ପ୍ରବଳ ଗରମ ସତ୍ତ୍ୱେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର(ମେ ୧) ଅପରାହ୍ନ ୪ଟାରେ ଏକ ସାଧାରଣ…
ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !
ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ। ଏସବୁ ୧୯୫ ଆସନ ମଧ୍ୟରୁ ୨୦୧୪ରେ ଭାଜପା ମେଣ୍ଟକୁ ୧୭୭ ଆସନ ମିଳିଥିଲା। ସଫଳତା…
Archives


