ସମ୍ପାଦକୀୟ

ବନ୍ଦ ହେଉ ଭାଷା ଝଗଡ଼ା

ସଂଖ୍ୟାଲଘୁ ଚିନ୍ତାଧାରା କଥା ଉଠିଲେ ସାଧାରଣରେ ସମସ୍ତେ ଧର୍ମକୁ ହିସାବ କରନ୍ତି। କିନ୍ତୁ ଭାଷା ମଧ୍ୟ ଅନ୍ୟ ଏକ ଦିଗ, ଯେଉଁଥିରେ ସଂଖ୍ୟାଗରିଷ୍ଠତା କିମ୍ବା ସଂଖ୍ୟାଲଘୁର ବିଭେଦ ଜଣାପଡ଼େ। ଉଦାହରଣସ୍ବରୂପ ଭାରତର ପ୍ରତ୍ୟେକ ଭାଷାର ଭୌଗୋଳିକ ସୀମା ରହିଛି। ଓଡ଼ିଆ ଭାଷା…

ଏଇ ଭାରତରେ

ଜଳ ପ୍ରଦୂଷଣ ଓ ସଙ୍କଟକୁ ଲକ୍ଷ୍ୟ କରି ତାହାର ସମାଧାନ ପାଇଁ ଆଗକୁ ବଢିଛନ୍ତି ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ରାମବାବୁ ତିଓ୍ବାରୀ। ଏବେ ତାଙ୍କୁ ୩୦ ବର୍ଷ। ସେ ନିଜ ଗାଁ ଅଧଓ୍ବାନର ଲୋକଙ୍କ ସହାୟତାରେ ପୋଖରୀ ପୁନରୁଦ୍ଧାର କରିବାରେ ଲଗିଛନ୍ତି। ବର୍ତ୍ତମାନ…

ଇୟର ଫୋନ୍‌ ବଧିର କରିବ

ବର୍ତ୍ତମାନ ସମୟର ଜୀବନଶୈଳୀକୁ ଦେଖିଲେ ଯାହା ଜଣାପଡ଼ୁଛି, ଅନେକଙ୍କର ଶ୍ରବଣ ଶକ୍ତି କମିବାର ପ୍ରମୁଖ କାରଣ ହେଉଛି ଇୟର ଫୋନର ମାତ୍ରାଧିକ ବ୍ୟବହାର। ମୋବାଇଲରେ କଥା ଓ ମନୋରଞ୍ଜନ ଲାଗି ଅତି କର୍କଶ ଶବ୍ଦର ପରିବେଶିତ ସଙ୍ଗୀତ ବିଶେଷକରି ଡିଜେର ପ୍ରଚଣ୍ଡ…

ସୈନ୍ୟ ମିଳିବେ ନାହିଁ ଯୁଦ୍ଧ କରିବାକୁ

ଏଣିକି ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଆକ୍ରମଣ କରିବାକୁ ଚାହୁଁଥିବା ନେତା ଓ ତାଙ୍କ ଅନୁଗାମୀମାନେ ଚିନ୍ତାରେ ପଡ଼ିଲେଣି, ସେନାବାହିନୀ ଯଥେଷ୍ଟ ନ ଥିଲେ ଯୁଦ୍ଧ କରିବା ବୃଥା।ନୌ ଓ ବାୟୁସେନା ଧ୍ୱସ୍ତବିଧ୍ୱସ୍ତ କରିଦେବ ସିନା ବିଜିତ ଅଞ୍ଚଳକୁ ଅକ୍ତିଆରରେ ରଖିବାକୁ…

ଓଭାଲ ଅଫିସ ଶିକ୍ଷା

ରାଜନୀତିରେ ନେତାଙ୍କ କାର୍ଯ୍ୟକାଳ ସ୍ବଳ୍ପସ୍ଥାୟୀ। ତାହାକୁ ଯେଉଁମାନେ ଦୀର୍ଘସ୍ଥାୟୀ ଭାବି ନେଇଥାଆନ୍ତି ତାହା ଅପରିଣାମଦର୍ଶିତାର ଫଳ ଦେଇଥାଏ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭାବିଥିଲେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ଦଳ ପୁନର୍ବାର କ୍ଷମତାକୁ ଫେରିବେ। ସମ୍ଭବତଃ…

ନିଜକୁ ଅଜଣା ରଖୁଥିବା ଲୋକ

ନିଜକୁ ଜଣାଇବା ପାଇଁ ଏଠାରେ ଯେମିତି ଅସମ୍ଭବ ଭିଡ଼, ଜଣେ ଅନ୍ୟ ଜଣଙ୍କୁ ପଛରେ ପକାଇ ଆଗକୁ ମାଡ଼ିଯିବା ପାଇଁ ଯେଉଁ ପାଗଳ ପ୍ରତିଯୋଗିତା; ସେ ସମସ୍ତଙ୍କ ଅଲକ୍ଷ୍ୟରେ ନିଜକୁ ଅଜଣା ରଖୁଥିବା ଲୋକ ଥିବେ ବୋଲି ସହଜରେ ବିଶ୍ୱାସ କରିହୁଏନା।…

ଟାର୍ଗେଟରେ ଚାଇନା

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲେଡିମର ଜେଲେନ୍‌ସ୍କି ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିଛନ୍ତି। ଜେଲେନ୍‌ସ୍କି ସମ୍ଭାବ୍ୟ ବିଶ୍ୱଯୁଦ୍ଧ ବିପଦକୁ ଆହ୍ବାନ କରୁଛନ୍ତି ବୋଲି ଟମ୍ପ୍‌ କ୍ରୋଧରେ ତାଙ୍କୁ ଦାୟୀ କରିବାର ଦିନକ ପରେ ସେ ବିଷୟରେ କ’ଣ ବା ଲେଖାଯାଇପାରେ?…

ଶୁଭେଚ୍ଛା ବଜାର

ବର୍ଷସାରା ଆମେ ବିଭିନ୍ନ ପର୍ବପର୍ବାଣି ପାଳୁ। ଏଗୁଡିକ କେବଳ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବରଂ ଆମ ଧାର୍ମିକ, ସାମାଜିକ ଏବଂ ଜାତୀୟ ଏକତାର ପ୍ରତୀକ। ପର୍ବପର୍ବାଣି, ସେ ଯେକୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ହେଉନା କାହିଁକି ସମସ୍ତ ଭାରତୀୟ…

ଅଙ୍ଗାରକ-ନିରପେକ୍ଷ ପଞ୍ଚାୟତ

ଭାରତବର୍ଷରେ ଗ୍ରାମାଞ୍ଚଳର ବିକାଶମୂଳକ କାର୍ଯ୍ୟ ସମ୍ପାଦନକାରୀ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥାକୁ ‘ପଞ୍ଚାୟତିରାଜ’ର ଆଖ୍ୟା ପ୍ରଦାନ କରାଯାଇଛି। ଏହା ଲୋକମାନଙ୍କ ପଞ୍ଚାୟତ ସ୍ତରରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ହେବାର କ୍ଷମତା ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ଅଂଶଗ୍ରହଣ କରିବାର ସୁଯୋଗ…

ଟେସ୍‌ଲା ଆସୁଛି

ଭାରତରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବା ପଛରେ ଟେସ୍‌ଲାର ଲକ୍ଷ୍ୟ ବିଷୟରେ ସମସ୍ତେ ଭଲ ଭାବେ ଜାଣନ୍ତି। ବିଶ୍ୱ ଭୂ-ରାଜନୈତିକ ଜଟିଳତାରେ ଏହାର ବଜାର ସମ୍ପ୍ରସାରଣ ମହତ୍ତ୍ୱାକାଂକ୍ଷାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଭାରତକୁ…

ସବୁ ମୂଳରେ ସଂସ୍କାର

ଶିଶୁର ମା’ ଓ ବାପା ଦୁହେଁ ପ୍ରଥମ ଶିକ୍ଷକ ବା ଗୁରୁ। ୮/୯ ମାସର ବ୍ୟବଧାନ ପରେ ଶିଶୁଟିକୁ ସଂସ୍କାର ସମ୍ବନ୍ଧରେ ଶିକ୍ଷା ଦିଆଯିବା ଉଚିତ। ସାଧାରଣତଃ ଦେଖାଯାଏ, ପିତାମାତା ଶିଶୁର ସଂସ୍କାର ନ ଦେଖି ଶିଶୁର ଖାଇବା, ଖେଳିବା ଓ…

ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଜ୍ଞାନ ମହୋତ୍ସବ

ପ୍ରତିବର୍ଷ ଫେବୃଆରୀ ୨୮ ଭାରତରେ ବୈଜ୍ଞାନିକ, ବିଜ୍ଞାନ ଛାତ୍ରୀଛାତ୍ର ଓ ବିଜ୍ଞାନ ପ୍ରେମୀମାନଙ୍କ ପାଇଁ ଏକ ମହୋତ୍ସବ। ଏହି ଦିନ ଭାରତରେ ସାର୍‌ ସି ଭି ରମଣଙ୍କ ଦ୍ୱାରା ୧୯୨୮ରେ ରମଣ ପ୍ରଭାବ ଆବିଷ୍କାରକୁ ସମ୍ମାନ ଜଣାଇ ଜାତୀୟ ବିଜ୍ଞାନ ଦିବସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri