ନୂତନ ସୁଯୋଗ
ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଏଚ୍.ୱାନ୍.ବି ଭିସା ଦେୟ ବୃଦ୍ଧି କରିଛି। ଅଚାନକ ଏହି ଦେୟ ଦେଢ଼ ହଜାର ଆମେରିକୀୟ ଡଲାରରୁ ଏକ ଲକ୍ଷ ଆମେରିକୀୟ ଡଲାରକୁ ବୃଦ୍ଧି କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅନେକେ ଏହାକୁ ଭାରତୀୟ ସୂଚନା ପ୍ରଯୁକ୍ତି…
ମୁକ୍ତିମଣ୍ଡପ ଓ ପଣ୍ଡିତ ସଭା
ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀମନ୍ଦିରର ଦକ୍ଷିଣ ଭାଗରେ ଥିବା ମଣ୍ଡପଟି ହେଉଛି ମୁକ୍ତିମଣ୍ଡପ। ଶ୍ରୀଜୀଉମାନଙ୍କ ଦର୍ଶନ ପରେ ମୁକ୍ତିମଣ୍ଡପରେ ମୁଣ୍ଡିଆ ମାରି ଶ୍ରୀମନ୍ଦିରରୁ ଫେରିବା ବିଧି ରହିଛି। କିନ୍ତୁ ଏହି ମୁକ୍ତିମଣ୍ଡପ ନାମକରଣ ପଛରେ କୌଣସି ଐତିହାସିକ ସ୍ବୀକୃତି ନ ଥିବାବେଳେ…
କ୍ଷୁବ୍ଧ ଲଦାଖ
କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ଏହା ଦ୍ୱାରା ଜମ୍ମୁ ଓ କଶ୍ମୀର ଦୀର୍ଘବର୍ଷ ଧରି ପାଇ ଆସୁଥିବା ବିଶେଷ ସୁବିଧା ହରାଇଥିଲା। ଏଭଳି ପଦକ୍ଷେପ ଜମ୍ମୁ ଓ କଶ୍ମୀରକୁ…
ଏଇ ଭାରତରେ
ପରିବେଶ ସ୍ବଚ୍ଛ ରଖିବା ପାଇଁ ରାଜସ୍ଥାନସ୍ଥିତ ବ୍ରହ୍ମାକୁମାରୀର ଶାନ୍ତିବନ କମ୍ପ୍ଲେକ୍ସ ସୌର ଶକ୍ତିରେ ରୋଷେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ବିନା ଜୈବ ଇନ୍ଧନ ଓ ଜାଳେଣି କାଠରେ ଏବଂ ବିନା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ଦିନକୁ…
ତର୍ଜମା ଆଣେ ବିଚାର ନିଷ୍କର୍ଷ
ଅପରାଧ, ଅପରାଧୀ ଓ ଅଭିଯୋଗକାରୀଙ୍କ ଭିଆଣ। ବିଚାର ଚାଲେ, ବିଚାରାଳୟ, ନ୍ୟାୟାଳୟରେ। ହାଜିର ହୁଅନ୍ତି ଉଭୟ। ବିଚାର ବଢ଼େ। ଅଭିଯୋଗକାରୀ ଅଭିଯୋଗ ବଖାଣେ। ଅଭିଯୁକ୍ତକୁ ଅପରାଧୀ ବୋଲି ସାବ୍ୟସ୍ତ କରିବାକୁ ଯୁକ୍ତିସଙ୍ଗତ ନ୍ୟାୟ ବାଢ଼ନ୍ତି ଅଭିଯୋଗକାରୀ। ଅଭିଯୁକ୍ତଙ୍କ ପକ୍ଷ ମଧ୍ୟ ନିଜକୁ…
ପେନ୍ସନର ଟେନ୍ସନ
ଭାରତ ଭଳି ବିକାଶୋନ୍ମୁଖୀ ଦେଶରେ ଯେଉଁଠି ଯୋଜନା ବାବଦ ଖର୍ଚ୍ଚ ଅଧିକ ହେବା ଆବଶ୍ୟକ ସେଠାରେ ଦରମା, ପେନ୍ସନ, ସୁଧ, ସବ୍ସିଡି, ପ୍ରତିରକ୍ଷା ଇତ୍ୟାଦିରେ ବଜେଟର ୭୧.୬୬ ପ୍ରତିଶତ (୨୦୨୫-୨୬) ରାଶି ବ୍ୟୟବରାଦ ହୋଇଯାଏ। ତେଣୁ ବିକାଶ ପାଇଁ ଯେତିକି ପୁଞ୍ଜି…
ନୂଆ ଭାରତର ସ୍ଥିତି
‘ଈଶ୍ୱର ତାଙ୍କ ଚମତ୍କାରିତା ପ୍ରଦର୍ଶନ କରିବା ପାଇଁ ରହସ୍ୟମୟ ତରିକାରେ ଆଗକୁ ବଢ଼ନ୍ତି’ (ଗଡ୍ ମୁଭସ୍ ଇନ୍ ମିଷ୍ଟେରିୟସ ଓ୍ବେଜ୍ ହିଜ୍ ଓ୍ବଣ୍ଡର୍ସ ଟୁ ପର୍ଫର୍ମ)- ଏହି ଐଶ୍ୱରୀୟ ସ୍ତୁତିିକୁ ମୁଁ ସ୍କୁଲରେ ପଢ଼ିଥିଲି। ପ୍ରକୃତ କଥା ହେଉଛି ମନୁଷ୍ୟର ଜ୍ଞାନ…
ମୁକ୍ତିସଂଗ୍ରାମର ଦସ୍ତାବିଜ
ପ୍ରସିଦ୍ଧ ହିନ୍ଦୀ ଔପନ୍ୟାସିକ ପ୍ରେମ ଚାନ୍ଦ ଥିଲେ ଜଣେ ପ୍ରତିଭାବାନ୍ ବ୍ୟକ୍ତିତ୍ୱ। କିନ୍ତୁ ଗୋଟିଏ ବ୍ୟତିକ୍ରମ ଦେଖାଯାଏ ଯେ ବୟସ ବଢ଼ିବା ସତ୍ତ୍ୱେ ସେ କିନ୍ତୁ ଲେଖାପଢ଼ାରୁ ବିଚ୍ୟୁତ ରହୁ ନ ଥିଲେ। ଦିନେ ତାଙ୍କର ଅସୁସ୍ଥତା ଦେଖି ତାଙ୍କର ଧର୍ମପତ୍ନୀ…
ମୋଦୀ ମନ୍ତ୍ର: ଜନସେବା
ସେବାପକ୍ଷ’ର ଗୌରବମୟ ସମୟରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପୁଣି ଓଡ଼ିଶା ଆଗମନ ଆମ ୪.୫କୋଟି ଓଡ଼ିଆଙ୍କ ପାଇଁ ସମ୍ମାନ ଓ ସ୍ବୀକୃତିର ଦିନ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ତରଫରୁ ମୁଁ ଏହି ମହାନ୍ ବିଭୂତିଙ୍କର ଜନ୍ମଦିନ ଅବସରରେ…
ନେତୃତ୍ୱ ଅପେକ୍ଷାରେ
ଆମେରିକା ସହ ଆରମ୍ଭ ହୋଇଥିବା ଭାରତର ବାଣିଜି୍ୟକ ଆଲୋଚନାର ଦାୟିତ୍ୱରେ ଥିବା ରାଜେଶ ଅଗ୍ରଓ୍ବାଲ ଖୁବ୍ ଶୀଘ୍ର ବାଣିଜ୍ୟ ସଚିବ ହେବେ। ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅନେକ ଜଟିଳ ବୁଝାମଣା ସହ ଓତପ୍ରୋତ ଭାବେ ଜଡ଼ିତ। ବାଣିଜି୍ୟକ ବିକାଶଠାରୁ ଆରମ୍ଭକରି…
ଶିଶୁଙ୍କ ସ୍ବଭାବ ଶିଶୁ ସାହିତ୍ୟର ସ୍ବରୂପ
ଶିଶୁ ଦେବଶିଶୁ। ସରଳ, ନିରୀହ ଓ ନିଷ୍ପାପ। ନିର୍ବୋଧ ନୁହେଁ। ବଡ଼ ମଣିଷଙ୍କ ପରି ସବୁ ଭାବ ଅନୁଭବ କରନ୍ତି। ପ୍ରକାଶ କରିପାରନ୍ତି ନାହିଁ। ବଡ଼ ମଣିଷର ସେ ଛୋଟ ରୂପ। ଶିଶୁ କହିଲେ ଜନ୍ମରୁ ଅଠର ବର୍ଷ ବୟସ ପର୍ଯ୍ୟନ୍ତ…
ଦୂରେଇବା ପ୍ଲାଷ୍ଟିକ ଓ ମୂର୍ତ୍ତି ରଙ୍ଗ
ସମ୍ପ୍ରତି ମୂର୍ତ୍ତି କାରିଗରିରେ କେବଳ ବିଷାକ୍ତ ରଙ୍ଗ ନୁହେଁ ମୂର୍ତ୍ତି ତିଆରି ପ୍ରସ୍ତୁତିରେ ବ୍ୟାପକ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ହେଉଛି। ଏହା ସମସ୍ତଙ୍କ ପାଇଁ ଘାତକ। ଖୁଦୁରୁକୁଣୀ, ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ଦଶହରା, ଦୀପାବଳି ପଛକୁ…
Archives


