ଆମ ବଞ୍ଚତ୍ବାର ବର୍ଣ୍ଣବୋଧ
ସଂସାର କେବଳ ବିରାଟ ନୁହଁ, ଏହା ସୁନ୍ଦର ପୁଣି ଆନନ୍ଦମୟ। ଏହା ପ୍ରକାଶ କରି ଭକ୍ତକବି ମଧୁସୂଦନ ଆମ ଆଖି ଖୋଲିଦେବା ସହ ହୃଦୟ ଭେଦିଛନ୍ତି। ବିରାଟତା ସହ ସୌନ୍ଦର୍ଯ୍ୟ ଓ ଆନନ୍ଦ ଏତେ କୋଳାକୋଳି ହୋଇଯାଇଛନ୍ତି ଯେ, ଗୋଟାକଠାରୁ ଆରଟିକୁ…
ପୁନଶ୍ଚ ଜାଲିଆତି
ବାବୁ ପରିସରରେ ଗୋଟିଏ ପରେ ଗୋଟିଏ ଜାଲିଆତି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏଥର ୧୫ ଜଣ ସିଭିଲ ସର୍ଭାଣ୍ଟଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ସେମାନେ ନକଲି ଉପାୟରେ ସଂରକ୍ଷଣ ଦାବିକରି ଆଇଏଏସ୍, ଆଇପିଏସ୍ ଓ ଆଇଆର୍ଏସ୍ ପଦବୀ ପାଇଥିବା…
ଏଇ ଭାରତରେ
ଶିକ୍ଷୟିତ୍ରୀଙ୍କ ବୟସ ୪୮। କିନ୍ତୁ ସେ ପଢ଼ାଉନ୍ତି ତାଙ୍କଠାରୁ ଅଧିକ ବୟସ୍କା ମହିଳାଙ୍କୁ। ଏମିତି ଏକ ଶିକ୍ଷାଦାନ କେନ୍ଦ୍ର ଚାଲିଛି ଗୁଜରାଟ ସୁରଟରେ। ଏଠାରେ ବୀଣା କଳାଥିୟା ୧୨୦ ଜଣ ମହିଳାଙ୍କୁ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ଯାଏ ପଢ଼ାଇ ସାକ୍ଷର…
କପେ ଚା’ର ମୂଲ୍ୟ
ରେ ଗୋଟିଏ ବ୍ୟକ୍ତିଗତ କାମ ନେଇ ଆମ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ଅବସରରେ ସମସ୍ତଙ୍କ ମୁହଁରେ ବଡ଼ବାବୁ (ହେଡ୍କ୍ଲର୍କ)ଙ୍କ ପ୍ରଶଂସା ଶୁଣିବାକୁ ପାଇଲି। ଫଳରେ ମୋ କାମଟି ସହଜ ଓ ସରଳରେ ହୋଇଯିବ ବୋଲି ଭାବି ଯେତିକି ଆନନ୍ଦିତ ହେଉଥିଲି ତା’ଠାରୁ…
ଏକ କୁଲିର କାହାଣୀ
କଟକ ରେଳଷ୍ଟେଶନର ପଛପଟେ ଥାଏ ଏକ କୁଲିବସ୍ତି। ସେହି ବସ୍ତିରେ ଅନେକପ୍ରକାର ଦୁରାରୋଗ୍ୟ ଦେଖାଦିଏ। ଭାରି ଅପରିଷ୍କାର ଓ ଅପରିଚ୍ଛନ୍ନ ବସ୍ତିଟି। କୁଢ଼ କୁଢ଼ ମଇଳା ଭିତରେ ଗଣେଶ କୁଲି, ତା’ ସ୍ତ୍ରୀ ସବିତା ଓ ତା’ର ଗୋଟିଏ ଛୋଟ ଝିଅ…
ବିପଦରେ ତିବ୍ବତ ମାଳଭୂମି
ସମୁଦ୍ର ପତନଠାରୁ ବହୁ ଉଚ୍ଚରେ ଥିବା ତିବ୍ବତ ମାଳଭୂମି ହେଉଛି ବିଶାଳ ହିମ ଭଣ୍ଡାର। ଉତ୍ତର ମେରୁ ଓ ଆଣ୍ଟାର୍କଟିକାକୁ ବାଦ୍ ଦେଲେ ଏଠାରେ ସବୁଠୁ ଅଧିକ ମଧୁର ଜଳ ଗଚ୍ଛିତ ହୋଇ ରହିଛି। ଏହା ମଧ୍ୟ ଏସିଆର ୧୦ଟି ପ୍ରମୁଖ…
ସମୟ ଧାରାରେ ରାମାୟଣ
ସମୟକ୍ରମେ ଅନେକ ରାମାୟଣ କାହାଣୀ ସାମ୍ନାକୁ ଆସିଛି, ଯେଉଁଥିରେ ହିନ୍ଦୁ ସମାଜର ପ୍ରମୁଖ ପରିବର୍ତ୍ତନଗୁଡ଼ିକ ସମାହିତ ରହିଛି। ଗୋଟିଏ କାହାଣୀରେ ଅଶ୍ୱାରୋହୀଙ୍କ ବର୍ଣ୍ଣନା ନାହିଁ। ଅର୍ଥାତ୍ ଏହା ସୂଚାଉଛି, ଏହି କାହାଣୀ ୨୫୦୦ ବର୍ଷର ପୁରୁଣା। ଆଉ ଏକ ରାମାୟଣରେ ରାବଣର…
ବ୍ୟକ୍ତିବାଦ ସହ ଟେକ୍ନୋଲୋଜିର ଟକ୍କର
ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକଙ୍କ ସାଧାରଣ ଜ୍ଞାନ ଯେ ଲେଜିସ୍ଲେଚର (ବିଧାୟିକା), ଏକ୍ଜିକ୍ୟୁଟିଭ୍ (କାର୍ଯ୍ୟପାଳିକା) ଓ ଜୁଡିସିଆରି (ନ୍ୟାୟପାଳିକା) ନାମକ ସରକାରଙ୍କ ତିନୋଟି ଶାଖା ଭିତରେ ବାଲାନ୍ସ (ଛକାପଞ୍ଝା) ରହିଥାଏ, କେହି କାହାକୁ ସୀମାବାହାରକୁ ଯିବାକୁ ଛାଡ଼ିବେ ନାହିଁ, ତେଣୁ ଆଇନର…
ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ ସପ୍ତାହରେ କେରଳ ଛୁଇଁଥିଲା। ଦୀର୍ଘ ୧୬ ବର୍ଷ ପରେ ଏହା ସଅଳ ଆସିଥିବାରୁ ଗରମ ଗୁଳୁଗୁଳିରୁ ସମସ୍ତେ ତ୍ରାହି ପାଇବା ସହ ଖୁସି ବ୍ୟକ୍ତ କରିଥିଲେ। କାରଣ ଭଲ ମୌସୁମୀ ବର୍ଷା କୃଷି ଉତ୍ପାଦନ…
ଗୃହଶତ୍ରୁ
ଇରାନର ଦକ୍ଷିଣ ପାଶର୍ବ ଏବଂ ଆଫଗାନିସ୍ତାନର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ପାକିସ୍ତାନର ସବୁଠୁ ବଡ଼ ପ୍ରଦେଶ ହେଉଛି ବେଲୁଚିସ୍ତାନ। ପାକିସ୍ତାନର ୪୪ ପ୍ରତିଶତ ଅଞ୍ଚଳ ପରିମିତ ବେଲୁଚିସ୍ତାନ ସୁନ୍ନି ମୁସଲମାନ ଓ ଆଦିବାସୀବହୁଳ। ବେଲୁଚିସ୍ତାନକୁ ଏକ ସ୍ବତନ୍ତ୍ର ଦେଶ କରିବାକୁ…
ସ୍ବହସ୍ତେ ଜିହ୍ବା ଛେଦନ
ଇତ୍ୟବସରରେ ବହୁ ବର୍ଷ ବିତିଗଲାଣି। ଆମେ ପାର୍ବତୀ ବିଷୟରେ ଜାଣି ନାହୁଁ। ସେ କେଉଁ ଅବସ୍ଥାରେ ଏବେ ଅଛି, ତା’ ଜୀବନରେ ଆଉ କ’ଣ ଘଟିଛି, ତାହା ଜାଣିବା ପାଇଁ ମୁଁ ଆଗ୍ରହୀ ନୁହେଁ। କିନ୍ତୁ ଦେବଦାସ ପାଇଁ ମୋ ହୃଦୟ…
ପର ପ୍ରୀତି
ପରକୀୟା ପ୍ରୀତିଜନିତ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ି ଚାଲିବା ଦେଖିବାକୁ ମିଳୁଛି। ନିଜ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ସହ ପ୍ରେମ ସମ୍ବନ୍ଧ ନିବିଡ଼ ହେବା ବା ଶାରୀରିକ ସମ୍ପର୍କ ଗଭୀର ହେବା ପରେ ବିବାହ ବନ୍ଧନରେ ଆବଦ୍ଧ କୌଣସି…
Archives


