ସମ୍ପାଦକୀୟ

ଏଇ ଭାରତରେ

ମାତ୍ର ୩ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ପରେ ଦତ୍ତୁ ଅଗ୍ରଓ୍ବାଲ ଦୁନିଆକୁ ଦେଖିବାରୁ ବଞ୍ଚିତ ହୋଇଥିଲେ। ପରେ ସେ ଉଚ୍ଚଶିକ୍ଷା ଲାଭ କରି ୭୫ ଜଣ ଦୃଷ୍ଟିବାଧିତ ଝିଅଙ୍କୁ ଶିକ୍ଷା ଓ ଆଶ୍ରୟ ଦେଇ ସଶକ୍ତ କରିବାରେ ଲାଗିଛନ୍ତି।...

ଲୋକଙ୍କୁ ଖାଇବାକୁ ଦିଅ

ଫେବୃୟାରୀ ୨୦୨୨ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣ ପରେ ୟୁକ୍ରେନ୍‌ର ବ୍ଲାକ୍‌ ସି ବା କୃଷ୍ଣସାଗରରେ ଥିବା ବନ୍ଦରଗୁଡ଼ିକରୁ ବାହାର ଦେଶକୁ ଖାଦ୍ୟଶସ୍ୟ ନେଇ ଯାଉଥିବା ପାଣିଜାହଜଗୁଡ଼ିକ ବନ୍ଦ ହୋଇଗଲା। ସେଗୁଡ଼ିକ ଯୁଦ୍ଧାସ୍ତ୍ର ନେଉଥିବା...

ଅଭିଭାବକଙ୍କ ମୁଣ୍ଡରେ ଚଡ଼କ

ଜିଏସ୍‌ଟି ଲାଗିବା ଦିନଠାରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବଢ଼ିଥିବା ବେଳେ ଏଥିଲାଗି ଗରିବ ଓ ମଧ୍ୟବିତ୍ତ ସର୍ବାଧିକ ସମସ୍ୟା ଭୋଗୁଛନ୍ତି। ଗୋଟିଏ ପଟେ ଜିଏସ୍‌ଟି ପ୍ରଭାବରୁ ମୁଢ଼ି ଓ ଚୁଡ଼ା ବର୍ତ୍ତି ନ ଥିବା ବେଳେ ଶିକ୍ଷା କ୍ଷେତ୍ରରେ...

କାହା ଟଙ୍କା ଓ କେଉଁଠୁ ଆସୁଛି

କିଛିଦିନ ତଳେ ଆମକୁ ହଠାତ୍‌ ଫୋନ କରି ଜଣେ ପାଠକ ପଚାରିଲେ ଯେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ କ’ଣ ଗତ ୯ ବର୍ଷରେ ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଆମେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ କିଏ ଆପଣଙ୍କୁ...

ଏଇ ଭାରତରେ

ଜେଜେଙ୍କ ସ୍ବପ୍ନ ପୂରଣ କରିବା ଲାଗି ସାଇ ବିଗ୍ନେଶ ତାଙ୍କ ଘରକୁ ବିକ୍ରି କରିଦେଇ ପ୍ରାଣୀମାନଙ୍କୁ ଉଦ୍ଧାର କରୁଛନ୍ତି। ୨୨ ବର୍ଷୀୟ ସାଇ ତାମିଲନାଡୁର ତିରୁଭାଲ୍ଲୁରରେ ଆନିମଲ କେୟାର ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି।...

ଏଇ ଭାରତରେ

୧୬ ବର୍ଷ ବୟସରେ ପ୍ରଥମେ ଗୋଟିଏ ଗୋଖର ସାପ ଉଦ୍ଧାର କରିଥିଲେ ଚେନ୍ନାଇର ବେଦପ୍ରିୟା ଗଣେଶନ । ସେବେଠାରୁ ସେ ଏହି କାର୍ଯ୍ୟରୁ ପଛଘୁଞ୍ଚା ଦେଇନାହାନ୍ତି, ବରଂ ୯ ବର୍ଷ ମଧ୍ୟରେ ୬୦୦୦ ସାପ ଉଦ୍ଧାର କରିସାରିଛନ୍ତି। ଏହାସହ ସେ...

ମାଗଣା ଚାଉଳ ବିଚାର

ପ୍ରଦ୍ୟୋତ ମହାପାତ୍ର   ୧୯୮୧ରେ ପ୍ରଥମେ ପ୍ରକାଶିତ ନିଜ ବହି ‘ଦାରିଦ୍ର୍ୟ ଓ ଦୁର୍ଭିକ୍ଷ’ରେ ଅମର୍ତ୍ତ୍ୟ ସେନ ମୁଖବନ୍ଧରେ ସେକ୍ସପିୟରଙ୍କ ସହ ଏକମତ ହୋଇ କହିଛନ୍ତି , ଦେଖିପାରୁ ନ ଥିବା ମଣିଷ ମଧ୍ୟ ଏ ଦୁନିଆ କେମିତି ଚାଲିଛି...

ବିଶ୍ୱ ସମସ୍ୟା

ଅଲେଖ ଚନ୍ଦ୍ର ସାମଲ     ବିଶ୍ୱ ସମସ୍ୟା ବର୍ତ୍ତମାନ ଅଦ୍ଭୁତ ଆକାର ଏବଂ ବିରାଟ ଅବସ୍ଥା ଧାରଣ କରୁଛି। ସେଗୁଡ଼ିକ ଆଉ ବ୍ୟକ୍ତିଗତ ଅଥବା ସ୍ଥାନୀୟ ନୁହେଁ। ସେ ସବୁ ବିଶ୍ୱଜନୀନ ଏବଂ ସମସ୍ତ ମାନବ ଜାତିକୁ ଆକ୍ରାନ୍ତ...

ପ୍ରକୃତି ସଂରକ୍ଷଣର ନୂଆ ରଣନୀତି

ଅତି ନିର୍ଦ୍ଦୟ ଓ ଅସହନୀୟ ଭାବେ ଉତ୍ତୋଳନ କରାଯାଉଥିବା ପ୍ରାକୃତିକ ସମ୍ପଦ ଉପରେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ନିର୍ଭରଶୀଳ। ତେବେ ପ୍ରକୃତି ଉପରେ ଆମର ସମ୍ପୂର୍ଣ୍ଣ ନିର୍ଭରଶୀଳତା ସତ୍ତ୍ୱେ ଏହାର ଅବଦାନ ସମ୍ପୂର୍ଣ୍ଣ ପରୋକ୍ଷ ଓ ଅଦୃଶ୍ୟ ହୋଇ ରହିଯାଉଛି।...

କ’ଣ ମିଳିବ

ଭାରତର ଚନ୍ଦ୍ରୟାନ-୩ ଏବେ ଚନ୍ଦ୍ର କକ୍ଷପଥରେ ଘୂରିବା ସହ ତାହାର ନିକଟତର ହେଉଛି। ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ବା ଯାନରେ କୌଣସି କ୍ଷତି ନ ଘଟି ଅବତରଣ କରିବ ବୋଲି ଭାରତୀୟ ମହାକାଶ...

ଶିକ୍ଷା ବ୍ୟବସ୍ଥାରେ ‘ବାଇଚଢ଼େଇ ସାର୍ଟିଫିକେଟ’

ବାଇଚଢ଼େଇ ମୋ ପିଲାଦିନର ଅତି ପ୍ରିୟ ପକ୍ଷୀ ଥିଲା। ଆଉ ଏହି ବାଇଚଢ଼େଇ ଗୀତଥିଲା ମୋ ଆଈର ଅତି ପ୍ରିୟଗୀତ। ମୁଁ ଯେତେବେଳେ ବି ମାମୁଘରକୁ ଯାଏ, ମୋ ଆଈ ମୋତେ ଏଇ ଗୀତଗାଇ ଖୁଆଇ ଦିଏ ଓ ଶୁଆଇ...

ଅନୁଚିତ ଅନୁଗ୍ରହ

ଏ ଦୁନିଆରେ ଦୁଃସ୍ଥ, ଅସହାୟ ଓ ଅବହେଳିତ ଅବସ୍ଥାରେ ଥିବା ମଣିଷଟେ ପ୍ରତି କାହା ମନରେ ଦୟା କିମ୍ବା ଅନୁଗ୍ରହର ଭାବ ସୃଷ୍ଟି ନ ହେବ କହିଲେ। ଆଜି ଆମ ବିପର୍ଯ୍ୟୟମୁଖୀ ସାମାଜିକ ଜୀବନ ଭିତରେ ବି ଅନେକ ଲୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri