ସମ୍ପାଦକୀୟ

ଏଇ ଭାରତରେ

ଉତ୍ତରପ୍ରଦେଶ ମିର୍ଜାପୁରର ଅହୋରାହ ଥାନା ଅନ୍ତର୍ଗତ ବରାହୀ ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ଏହାକୁ ୩୫୦ ବର୍ଷର ପୁରୁଣା ମେଳା ବୋଲି କୁହାଯାଏ। ସ୍ଥାନୀୟ ଲୋକେ ଏହାକୁ ଭୂତମେଳା କୁହନ୍ତି। କାରଣ ଏଠାରେ ରାତିହେଲେ ଭୂତପ୍ରେତ ଚଳାଚଳ କରନ୍ତି…

ପ୍ରାଣୀଙ୍କ ଲିଙ୍ଗ ପରିବର୍ତ୍ତନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆଣ୍ଠିଆ ହେଉଛନ୍ତି ପ୍ରବାଳପ୍ରାଚୀରକୁ ଆଶ୍ରୟ କରି ବଞ୍ଚୁଥିବା ଓ ବଢ଼ୁଥିବା ଆଳଙ୍କାରିକ ମାଛ ବିଶେଷ। କମଳା, ପାଟଳ, ନୀଳଲୋହିତ, ହଳଦିଆ ପ୍ରଭୃତି ବିଭିନ୍ନ ରଙ୍ଗରେ ଏମାନେ ଦଳ ଦଳ ହୋଇ ବାସ କରନ୍ତି। ପ୍ରତି ଦଳରେ…

ଝିଅ ପର ବୋହୂ ନିଜର

ହରିଶଙ୍କର ମିଶ୍ର କନ୍ୟାଦାନ ଦ୍ୱାରା ଗୋଟିଏ ନୂଆ ସାଂସାରିକ ସମ୍ପର୍କ ଓ ଦାମ୍ପତ୍ୟ ଜୀବନ ଆରମ୍ଭ ହୁଏ। ସେଇ କନ୍ୟା ଗର୍ଭଜାତ ସନ୍ତାନ ଉତ୍ତରଦାୟାଦ ହୋଇ ଗ୍ରହୀତାଙ୍କର ବଂଶରକ୍ଷା କରିଥାଏ। ସମୟକ୍ରମେ ସେଇ ପୁତ୍ର ପିତାଙ୍କ ତିନିପୁରୁଷ ସହ ଅଜାଙ୍କ ତିନିପୁରୁଷ…

କାହିଁ ସେ ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର ପୂର୍ବକାଳରେ ଏକ ଗ୍ରାମରେ ରହୁଥିଲେ ଜଣେ କର୍ମକାଣ୍ଡବିତ୍‌ ପଣ୍ଡିତ। କିନ୍ତୁ ବିବାହର କେଇଟା ଦିନ ଭିତରେ ଜଣାପଡିଲା ଯେ ତାଙ୍କର ପତ୍ନୀ ଅତ୍ୟନ୍ତ ମୁଖରା। ଅଯଥା କଥାକୁ ଗଣ୍ଠି ପକେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଝଗଡ଼ା…

ଏଇ ଭାରତରେ

ଜନ୍ମରୁ ଯେଉଁ କନ୍ୟା ସନ୍ତାନକୁ ମୃତ ଘୋଷଣା କରାଯାଇଥିଲା ସେ କେବିସିରେ ଭାଗନେଇ ୧୨.୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହା ଅସମ୍ଭବ ଲାଗୁଥିଲେ ବି ସତ। ଉତ୍ତରପ୍ରଦେଶ କାନପୁରର ଏକ ଚିକିତ୍ସାଳୟରେ ଜନ୍ମ ହେବାପରେ ଶିଶୁ କନ୍ୟାଟିକୁ ମୃତ ଘୋଷଣା କରି…

ସମ୍ପାଦକୀୟ/ଆମାଜନ: ବିଶ୍ୱ ବିପତ୍ତି

ବ୍ରାଜିଲର ଆମାଜନ ଜଙ୍ଗଲକୁ ନିଆଁ ଜଳେଇ ଚାଲିଛି। ଏକ ଅଧ୍ୟୟନ ଅନୁଯାୟୀ ବିଶ୍ୱ ଅମ୍ଳଜାନର ୨୦ ପ୍ରତିଶତ ଏହି ଜଙ୍ଗଲରୁ ଉତ୍ପନ୍ନ ହୋଇଥାଏ। କୁହାଯାଉଛି ଦେଶର ସେହି ଅଞ୍ଚଳରେ କୃଷି କ୍ଷେତ ସୃଷ୍ଟି ଲାଗି ଜଙ୍ଗଲକୁ କାଟିବା ପରେ ପୋଡ଼ି ଦିଆଯାଉଛି।…

ହୀରାକୁଦ ଏବେ ବଡ଼ ବିପଦ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ବନ୍ୟା ହିଁ ପୃଥିବୀରେ ସବୁଠାରୁ ଅଧିକ ବଧ୍ୱଂସୀ ବିପତ୍ତି ଆଣିଛି। ୧୯୩୧ ମସିହାରେ ଚାଇନାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ୪୦ ଲକ୍ଷ ଲୋକ ମରିଥିବାର କୁହାଯାଇଛି। ପ୍ରଯୁକ୍ତିର ପ୍ରଗତି ସହ ବନ୍ୟାକୁ ବାନ୍ଧିବାର…

ଏଣିକି ରକେଟ୍‌ ଗତିରେ…

ତୁଷାରକାନ୍ତ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ନ୍ୟାୟାଧୀଶ, ମୁଖ୍ୟ ଶାସନ ସଚିବ ବା ପୋଲିସ ମୁଖ୍ୟ ଇତ୍ୟାଦି ପଦବୀରେ ଅଧିଷ୍ଠିତ ହେବା ଦିନ ପ୍ରଥମେ କହିଥାନ୍ତି, ‘ଏଥର ରାମରାଜ୍ୟ’, ଯଦିଓ ସେମାନେ ନିଜର ପୂର୍ବ ପଦବୀରେ ଅନ୍ତତଃ ସେହି ପଦବୀ…

ଏଇ ଭାରତରେ

ଆସାମର ଗୋଟିଏ ଗଁାରେ ମୁସଲମାନ ସମ୍ପ୍ରଦାୟର ଲୋକେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ରାଜ୍ୟର କାମରୂପ ଜିଲାର ମୁସଲମାନ ଅଧ୍ୟୁଷିତ ଖାନ୍ଦିକର ଗଁାରେ ୬୫ବର୍ଷ ବୟସ୍କ ରାଜକୁମାର ଗୌର ୨୫ ବର୍ଷରୁ ଊର୍ଦ୍ଧ୍ୱ…

ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ ରସୁଲଗଡ଼ ଓଭରବ୍ରିଜ୍‌ରୁ ବଡ଼ କଂକ୍ରିଟ ଖଣ୍ଡ ଖସିଥିଲା। ସୌଭାଗ୍ୟକ୍ରମେ ପୋଲ ତଳେ ସେତେବେଳେ କେହି…

ଏ ଯୁଗର ନୂଆ ଯୁଦ୍ଧାସ୍ତ୍ର

ସହଦେବ ସାହୁ ଖବର ବା ଇନ୍‌ଫର୍ମେଶନକୁ ଯୁଦ୍ଧର ଅସ୍ତ୍ର ରୂପେ ବ୍ୟବହାର କରାଗଲାଣି ଏବଂ ଏମିତି ବ୍ୟବହାର ହେଲାଣି ଯେ ଲୋକଙ୍କ ମତ ବଦଳାଯାଇ ପାରୁଛି। ଆମେ ଜାଣିଥିଲୁ ଗ୍ରାହକର ମତ ବଦଳାଇବା ଏବଂ ନିଜ ସାମଗ୍ରୀ ପ୍ରତି ଆଗ୍ରହ ବଢ଼ାଇବା…

କାଣୀ ବିରାଡ଼ି ଓ କୁଜି ଅସରପା

ମମତା ଶୁକ୍ଳା ବର୍ତ୍ତମାନ କଲେଜଗୁଡ଼ିକରେ ଆଡ୍‌ମିଶନ ଶେଷ ହୋଇ ପଢ଼ା ଆରମ୍ଭ ହୋଇଗଲାଣି। ଅସୁମାରି ସ୍ବପକୁ ନେଇ ନୂଆ ଦୁନିଆରେ ପାଦ ଥାପିବା ବେଳେ ବି ଅଜଣା ଭୟରେ ଆତଙ୍କିତ ପିଲାମାନଙ୍କ ମନ। ର଼୍ୟାଗିଂ ହିଁ ଏହି ଆତଙ୍କର ମୁଖ୍ୟ କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri