ସମ୍ପାଦକୀୟ

ଆଜିର ନାରୀ ପ୍ରତିଭା

ବୈକୁଣ୍ଠନାଥ ମିଶ୍ର ନାରୀ ଆଉ ଅସୂର୍ଯ୍ୟଂପଶ୍ୟା, ଦୁର୍ବଳା ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟିକରି ତାକୁ ସମାଜର ମହାସ୍ରୋତରେ ଅଗ୍ରଗଣ୍ୟା କରିବାରେ ସହାୟକ ହୋଇଛି। ଦିନ ଥିଲା ସେ ଏକ ମୂକ ଗୋମାତା…

ଆଚାରରେ ଫୁଟୁ ଗାନ୍ଧୀ ବିଚାର

ମୋହନ ଭାଗବତ ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍ଥାନର କାହାଣୀ। ସେଥିରେ ଯେଉଁ ମହାପୁରୁଷମାନଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି, ତନ୍ମଧ୍ୟରେ ପ୍ରାତଃସ୍ମରଣୀୟ ମହାତ୍ମାଗାନ୍ଧୀଙ୍କ ନାମ…

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ନବରାତ୍ର ପାଳନ କରାଯାଉଛି, ହେଲେ ଗୁଜରାଟର ସୁରତରେ ଏଥର ଏହା ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଏଠାରେ ଆୟୋଜିତ ଗରବା ନୃତ୍ୟରେ ଭକ୍ତି ସହ କର୍ତ୍ତବ୍ୟବୋଧ ତଥା ସଚେତନତାର ବାର୍ତ୍ତା ଯୋଡାଯାଇଛିି। ସୁରତର ଏକ ମଲ୍‌ରେ ଆୟୋଜିତ…

ଓଲଟା ସଂରକ୍ଷଣ

ବ୍ରିଟେନଭିତ୍ତିକ ଟାଇମ୍ସ ହାୟର ଏଜୁକେଶନ (ଟିଏଚ୍‌ଇ) ପକ୍ଷରୁ ନିକଟରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥିରେ ୩୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇପାରି ନାହିଁ। ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ କିଭଳି ସ୍ତରରେ ରହିଛି ଏଥିରୁ…

ମୃତ୍ୟୁଶଯ୍ୟାରେ ସତ୍ୟ ଉପଲବ୍ଧି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଯୌବନ, ଧନସମ୍ପଦ, ପ୍ରଭୁତ୍ୱ ଓ ଅବିବେକିତା ଏକକ ଭାବରେ ମଧ୍ୟ ଅନର୍ଥ ଘଟାନ୍ତି। ଯେତେବେଳେ ଏହି ଚାରୋଟି ଏକତ୍ର ମିଶିଯାନ୍ତି ପରିଣାମ ଆହୁରି ଭୟାବହ ହେବା ସ୍ବାଭାବିକ- ଯୌବନଂ ଧନସମ୍ପତ୍ତିଃ ପ୍ରଭୁତ୍ୱମବିବେକିତା। ଏକୈକମପ୍ୟନର୍ଥାୟ କିମୁ ଯତ୍ର ଚତୁଷ୍ଟୟମ୍‌।ା…

ଚାଷୀଙ୍କୁ ଟଙ୍କା ନୁହେଁ, ଚାଷକୁ ଜଳ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଗଣତନ୍ତ୍ର ଶାସନର ଆଭିମୁଖ୍ୟ ହେଲା ଜନକଲ୍ୟାଣ। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି, ସେମାନଙ୍କ ଧନଜୀବନ ରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ବ୍ୟକ୍ତିଗତ ଉଦ୍ୟମରେ କରିହେବନି। ସେଥିପାଇଁ ଯୋଜନା କରି ରାଜକୋଷରୁ ଅର୍ଥ ବ୍ୟୟ କରି ସରକାର ସେସବୁ…

ଏଇ ଭାରତରେ

ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ ବିଶ୍ୱାସ ରହିଥିବା ଦେଖିବାକୁ ମିଳିଛି ଛତିଶଗଡ଼ରେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବସ୍ତର ରାଜପରିବାର…

ଆତଙ୍କବାଦର ସଂଜ୍ଞା

ଆକାର ପଟେଲ ଚେ ଗେଭାରା ଥିଲେ ଜଣେ ସୀମାପାର ଆତଙ୍କବାଦୀ। ସେ ଜଣେ ଡାକ୍ତର ଥିଲେ ଏବଂ ବର୍ତ୍ତମାନ ତାଙ୍କୁ ସାରା ବିଶ୍ୱରେ ବହୁ ଲୋକ ଜଣେ ମାର୍କ୍ସବାଦୀ ବିପ୍ଳବୀ ଭାବେ ଅଭିହିତ କରୁଛନ୍ତି। ୧୯୫୯ ମସିହାରେ ୩୧ ବର୍ଷ ବୟସରେ…

ବିଦାୟ ଗୋଧୂଳି

ଡ. ରମେଶ ଚନ୍ଦ୍ର ପରିଡ଼ା ସା କାଳକୁ ଆମେ ଗୋଧୂଳି ସମୟ ବୋଲି କହୁ। କାରଣ ଆଗେ ଏହି ସମୟରେ ଗ୍ରାମାଞ୍ଚଳରେ ଗୋରୁଗାଈ ଗୋଠରୁ ଫେରୁଥିଲେ ଏବଂ ତାଙ୍କ ଖୁରାଘାତରେ ଉଡୁଥିବା ଧୂଳି ଆକାଶକୁ ଆଚ୍ଛାଦିତ କରୁଥିଲା। ସେଥିପାଇଁ କବି ସାକାଳର…

ନୂଆ ଆଇଏମ୍‌ଏଫ୍‌ ମୁଖ୍ୟ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଶ୍ୱ ମୁଦ୍ରା ସହଯୋଗ, ଆର୍ଥିକ ସ୍ଥିରତା, ବିଶ୍ୱ ବାଣିଜ୍ୟକୁ ସୁଗମ, ନିଯୁକ୍ତିର ପ୍ରସାର ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ ଦିଗରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅହରହ କାର୍ଯ୍ୟ କରିଆସୁଛି। ୧୯୪୪ରେ ପ୍ରତିଷ୍ଠିତ…

ଏଇ ଭାରତରେ

ଜଣେ ସାଧାରଣ ରିକ୍ସାଚାଳକ ଅବହେଳିତ, ଗରିବ ଏବଂ ଅନାଥ ପିଲାଙ୍କ ଜୀବନ ଗଢିବାରେ ସବୁ ଉତ୍ସର୍ଗ କରିଦେବା କିଛି କମ୍‌ କଥା ନୁହେଁ। ଦୃଢ଼ ସଙ୍କଳ୍ପ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଏଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ସିଲିଗୁଡିନିବାସୀ ଶିବ କଟ୍‌ଓ୍ବାଲ।…

ରହସ୍ୟଜନକ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କୋଇଲା ସଚିବ ସୁମନ୍ତ ଚୌଧୁରୀଙ୍କ ସ୍ଥାନରେ ଏ.କେ. ଜୈନଙ୍କ ନିଯୁକ୍ତିକୁ ନେଇ କ୍ଷମତା ଅଳିନ୍ଦରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏଥିରେ ଗୋଟିଏ ଅବୁଝା ରହସ୍ୟ ହେଉଛି ଚୌଧୁରୀଙ୍କ ସ୍ଥାନରେ ଜୈନଙ୍କ ନିଯୁକ୍ତି ଆଦେଶନାମାରେ ଚୌଧୁରୀଙ୍କ ଭବିଷ୍ୟତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?