ସମ୍ପାଦକୀୟ

ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ ନାମରେ ମୋଟ ୩୫୩ ଆସନ ହାସଲ କରିପାରିଛି। ସରକାର ସପକ୍ଷରେ ହାଓ୍ବା ବହିବା ପରେ…

ଆଜିର ପ୍ରାଥମିକତା ଭୂତଳ ବିଦ୍ୟୁତ୍‌ ସେବା

ସବ୍ୟସାଚୀ ଅମିତାଭ ସାମୁଦ୍ରିକ ବାତ୍ୟା ଫନୀ ପରବର୍ତ୍ତୀ ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟ ସରକାର ଏହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକପ୍ରକାର ଫେଲ୍‌ ମାରିଛନ୍ତି। ବାରମ୍ବାର ସାମୁଦ୍ରିକ ଝଡ଼ର ଶିକାର ହେଉଥିଲେ ବି ବାତ୍ୟା ମୁକାବିଲା ପାଇଁ…

ତାଙ୍କ ପ୍ରତିଶ୍ରୁତି, ଆମ ଅଧିକାର

ଘାସିରାମ ପଣ୍ଡା ଫଳାଫଳ ଘୋଷଣା ପରେ ପୁଣି ଥରେ ଲୋକେ ରାଜନୀତିର ଆଲୋଚନାକୁ ଫେରିଛନ୍ତି। ଜିତିବା ଓ ହାରିବାର କାରଣ ଖୋଜିଲା ବେଳେ କିଏ କ’ଣ ପ୍ରତିଶ୍ରୁତି ଦେଇଥିଲେ ସେ ନେଇ ମଧ୍ୟ ବାଟରେ ଘାଟରେ ଚର୍ଚ୍ଚା ଜୋର ଧରୁଛି। ଭୋଟଦାତାଙ୍କୁ…

ଏଇ ଭାରତରେ

ଚଳିତ ଲୋକ ସଭା ନିର୍ବାଚନରେ ନରେନ୍ଦ୍ର ମୋଦି ତଥା ତାଙ୍କ ନେତୃତ୍ୱାଧୀନ ଭାଜପାର ବିଜୟରେ ଖୁସି ହୋଇ କେତେକ ବ୍ୟକ୍ତି ଭିନ୍ନରୁଚିର କାର୍ଯ୍ୟକ୍ରମ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉତ୍ତରପ୍ରଦେଶର ଜଣେ ମୁସଲମାନ ମହିଳା ତାଙ୍କ ନବଜାତ ସନ୍ତାନର ନାମ…

କେଉଁଠି ଭୁଲ୍‌ ରହିଲା

ଆକାର ପଟେଲ ଶୋଚନୀୟ ପରାଜୟ ପରେ ବିରୋଧୀ ଦଳ କିପରି ଅଣ୍ଟା ସଳଖି ଠିଆହୋଇ ପାରିବ? ଏଥିରେ ବିରୋଧୀ ଦଳର କେତେ ବିରାଟ ଆକାରର କ୍ଷତି ଘଟିଛି, ତାହା ରାଜନୀତିରେ ନ ଥିବା ଲୋକେ ବୁଝିପାରିବେ ନାହିଁ। ପରାଜୟର ସମସ୍ୟାଗୁଡ଼ିକ ବ୍ୟକ୍ତିଗତ…

ଉପକୂଳର ଯୋଦ୍ଧା

ପ୍ରକାଶ ତ୍ରିପାଠୀ ହୃଦୟକୁ ଛୁଇଁଲା ଭଳି ଲେଖାଟିଏ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ବନ୍ଧୁ ବଦ୍ରି ମିଶ୍ର- ”ହେ ଯୋଦ୍ଧା! ତୁମକୁ ସଲାମ୍‌। ଦୀର୍ଘ ୪ ଘଣ୍ଟା ଫନୀ ସହ ପ୍ରାଣାନ୍ତକ ଲଢ଼େଇ କରି ଆମକୁ ରକ୍ଷା କରିଛ। ଅନେକ ପ୍ରାଣବଳି ଦେଇଛ।…

ପରିବର୍ତ୍ତନର ବାର୍ତ୍ତାବହ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ସପ୍ତଦଶ ଲୋକ ସଭା ସହ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍‌ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ…

ଏଇ ଭାରତରେ

ଶାଶୁଘରେ ବୋହୂ ନିର୍ଯାତନା ପାଇବା ଏକ ସାଧାରଣ ଘଟଣା। ପୁଣି ବୋହୂ ବିଧବା ହେଲେ ସାହା ହେବାକୁ କେହି ନ ଥାନ୍ତି। କିନ୍ତୁ ବିଧବା ବୋହୂଙ୍କର ପୁଣିଥରେ ବିବାହ କରାଇ ଜଣେ ଶାଶୁ ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।…

ଅବେଳରେ ସାକ୍ଷାତ୍‌କାର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଏହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବର ଘଟଣା, ଯେଉଁଥିରୁ ସୂଚନା ମିଳୁଛି ଯେ, ମୋଦି ସରକାର ପୁଣିଥରେ କ୍ଷମତାକୁ ଫେରିବା ଉପରେ ସେମାନେ ସମ୍ପୂର୍ଣ୍ଣ ଆଶାବାଦୀ ଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଅର୍ଥନୀତି, ପରିବହନ,…

ଆମ ବିଶ୍ୱବିଦ୍ୟାଳୟର ମାନ

ଡା. ସୁରେନ୍ଦ୍ର ନାଥ ପତି ଆମ ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ମୋଟ ୮୨୧। ସେଥିରେ ରାଜ୍ୟ ସରକାରଙ୍କର ୩୬୭ଟି, କେନ୍ଦ୍ର ସରକାରଙ୍କର ୪୯ଟି, ଡିମ୍‌ଡ ୟୁନିଭର୍ସିଟି ସଂଖ୍ୟା ୧୨୩ ଓ ପ୍ରାଇଭେଟ ଯୁନିଭର୍ସିଟି ସଂଖ୍ୟା ୨୮୨। ସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ…

ଜଗନ୍ନାଥ, ଜେଜେମା’ ଓ ଫନୀ

ମନ-ମାନଚିତ୍ର/ ଡ. ନରହରି ବେହେରା ମୋ ଜେଜେମା’ର ବୟସ ଅଶୀ ଟପିଲାଣି। ମାତ୍ର ଏବେ ସେ ଭଲଭାବେ ଶୁଣିପାରୁଛି ଏବଂ କହିପାରୁଛି। ସବୁ ପୁରୁଣାକାଳିଆ ଲୋକଙ୍କ ପରି ସେ ଭାରି ପୁରାଣ ଓ ଶାସ୍ତ୍ରପ୍ରିୟ। ସବୁ ଘଟଣା ପଛରେ ଈଶ୍ୱରଙ୍କର ଇଚ୍ଛା…

ଏଇ ଭାରତରେ

କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ କେତେଶହ ଅଥବା କେତେ ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ମୃତକଙ୍କର ଆତ୍ମୀୟମାନେ ହିଁ ଏଥିପାଇଁ ଖର୍ଚ୍ଚାନ୍ତ ହୋଇଥାଆନ୍ତି। ତେବେ ବର୍ତ୍ତମାନ ତେଲେଙ୍ଗାନାର କରିମ୍‌ନଗର ପୌର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri