ଏଇ ଭାରତରେ
ସମାଜରେ ଏମିତି ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନେ ଦେଶଭାବନାରେ ଉଦ୍ବୁଦ୍ଧ ହେବା ସହ ଅନ୍ୟମାନଙ୍କୁ ଜିଇବାର ରାସ୍ତା ଦେଖାଇବା ପାଇଁ ସବୁ ଦୁଃଖକଷ୍ଟ ଭୁଲିଯାଇଥାନ୍ତି। ମହାରାଷ୍ଟ୍ରର ପ୍ରେରଣା ଆସୋସିଏଶନ୍ ଫର୍ ଦି ବ୍ଲାଇଣ୍ଡ୍ ଟିମ୍ର ସଦସ୍ୟମାନେ ଏମିତି କାର୍ଯ୍ୟରେ ଲାଗିଛନ୍ତି। ଏମାନେ ଭାରତର…
ଦଳୀୟ ଚିହ୍ନରେ ପ୍ରାଣୀ
ପରିବେଶ ପରିଚିନ୍ତା ମାନେକା ଗାନ୍ଧୀ ବହୁ ବର୍ଷତଳେ ଯେତେବେଳେ ଟି.ଏନ୍. ଶେଷାନ୍ ନିର୍ବାଚନ କମିଶନର ଥିଲେ ସେତେବେଳେ ଡ. ଜୟଲଳିତାଙ୍କ ପାର୍ଟିର ନିର୍ବାଚନ ସଙ୍କେତ ଥିଲା ଗଞ୍ଜା(କୁକୁଡ଼ା)। ନିର୍ବାଚନ ସମୟରେ ହଜାର ହଜାର କୁକୁଡ଼ା ଦ୍ରୁତବେଗରେ ଯାଉଥିବା ଗାଡିଗୁଡିକ ଉପରେ ବନ୍ଧା…
ଲୌହମାନବଙ୍କ ସ୍ମରଣେ
ଡା. ସୁରେନ୍ଦ୍ରନାଥ ପତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଲୌହମାନବ କୁହାଯାଏ। ସେ ଥିଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ। ଉପପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ପଦରେ ଥାଇ ସେ ଭାରତରେ ଶାନ୍ତି, ମୈତ୍ରୀ, ସଦ୍ଭାବ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ଗୁଜରାଟର ନର୍ମଦା…
ଶିଳ୍ପପତିଙ୍କ ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି
ଡ. ଭରତ ଝୁନ୍ଝୁନ୍ଓ୍ବାଲା ସରକାର ‘ସନ୍ତୁଳିତ ବଜେଟ’ ନୀତିକୁ ଅନୁସରଣ କରୁଛନ୍ତି। ଏପରି ନୀତି ୧୯୩୦ ଦଶକରେ ଆମେରିକା ଦ୍ୱାରା ଗ୍ରହଣ କରାଯାଇଥିଲା। ବିଂଶ ଦଶକରେ ଆମେରିକା ଅର୍ଥନୀତି ପୂରା ଭଲ ରହିଥିଲା। ଶେୟାର ବଜାର ପୂରା ଦୌଡୁଥିଲା। କିନ୍ତୁ ଏହା…
ଏଇ ଭାରତରେ
ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍ମାନେ। ବୃତ୍ତି ପାଇଁ ଧର୍ମ ଓ ସମ୍ପ୍ରଦାୟ ବାଧକ ହୋଇପାରେନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ଏମାନେ। ବିହାରର ସୀତାମଢି ଜିଲା…
ବୋର୍ଓ୍ବେଲ୍ରେ ମୃତ୍ୟୁ
ତାମିଲନାଡୁର ତିରୁଚିରାପଲ୍ଲୀରେ ୨ ବର୍ଷର ବାଳକ ସୁଜିତ ଓ୍ବିଲ୍ସନ ୮୮ ଫୁଟ ଖୋଳା ଯାଇଥିବା ଏକ ବୋର୍ଓ୍ବେଲ୍ରେ ୨୫ ଅକ୍ଟୋବରରେ ପଡ଼ିଯାଇଥିଲେ। ଏଭଳି ଦୁର୍ଘଟଣା ଭାରତବର୍ଷର ବିଭିନ୍ନ ସ୍ଥାନରେ ଘଟୁଥିବାର ବାରମ୍ବାର ପରିଲକ୍ଷିତ ହେଉଛି। ଏହା ସତ ଯେ, ଏପରି ଦୁଃଖଦାୟକ…
ବିବେକାନନ୍ଦଙ୍କ ଦୃଷ୍ଟିରେ ପ୍ରତୀକ ଉପାସନା
ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ୱାମୀ ବିବେକାନନ୍ଦଙ୍କ ରାଜପୁତାନା ପରିଭ୍ରମଣ ସମୟର କଥା। ଅଲଓ୍ବାରର ରାଜା ମଙ୍ଗଲ ସିଂହଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ମହାରାଜା ସ୍ବାମିଜୀଙ୍କୁ ପଚାରିଲେ, ମୁଁ ମୂର୍ତ୍ତି ପୂଜାରେ ବିଶ୍ୱାସ ରଖେ ନାହିଁ। ପଥର, ମାଟି, କାଠ, ଧାତୁକୁ…
ସାହିତ୍ୟର ସଂକଳ୍ପ
ଅରୁଣ କୁମାର ପଣ୍ଡା ହଁ ,ଶହେବାର କହିବି, ସାହିତ୍ୟ ଗୋଟାଏ ସାଧନା-ସାଧନାର ଧାରା। ଏହି ଶବ୍ଦଟିକୁ କିଏ କେବେ ଉଦ୍ଭାବନ କରିଥିଲା କେଜାଣି, ସାହିତ୍ୟ କହିବା ବେଳକୁ ବୋଧ ହେଉଛି, ଏକ ସହିତ ସେ ଅନେକ, ଏକାଧିକ ଲୋକଙ୍କ ଏକତ୍ର ସମାବେଶ,…
ଏଇ ଭାରତରେ
ମଦ ବିରୋଧରେ ଏକ ନିଆରା ଯୁଦ୍ଧ ଦେଖିବାକୁ ମିଳିଛି ଗୁଜରାଟରେ। ଗାନ୍ଧୀନଗର ଜିଲାର କଲୋଲ ତହସିଲ ଅନ୍ତର୍ଗତ ପିୟାଜ ଗାଁରେ ବିବାହ ପୂର୍ବରୁ କନ୍ୟା ପରିବାରର ଲୋକମାନେ ବରର ପାଟି ଶୁଂଘିବା ପରମ୍ପରା ପ୍ରଚଳିତ ରହିଛି। କେବଳ ବର ନୁହନ୍ତି, କନ୍ୟା…
ଅବୁ ବକର୍ ଅଲ୍-ବାଗ୍ଦାଦି
ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍)ର ମୁଖ୍ୟ ଅବୁ ବକର୍ ଅଲ୍-ବାଗ୍ଦାଦିଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଛି ବୋଲି ପୂର୍ବରୁ ଅନେକଥର ମିଥ୍ୟା ପ୍ରଚାର କରାଯାଇଥିଲା। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦେଶର ସ୍ପେଶାଲ ଫୋର୍ସେସ୍ ବାଗ୍ଦାଦିଙ୍କୁ ପଶ୍ଚିମ ସିରିଆର ଏକ…
ମନୋହର ଆଲୁଅ
ଡ. ରମେଶ ଚନ୍ଦ୍ର ପରିଡ଼ା ଉଦିତ ସୂର୍ଯ୍ୟର ମନୋଲୋଭା ରୂପ ମନରେ ଭରି ଦେଇଥାଏ ବିଲୋଳ ଆନନ୍ଦ। ପ୍ରାତଃସ୍ମରଣୀୟ କବି ସଚ୍ଚି ରାଉତରାୟ ସମ୍ଭବତଃ ଏହାକୁ ହିଁ ତାଙ୍କ ଛୋଟ ଗାଁର ‘ମନୋହର ଆଲୁଅ’ ରୂପେ ବର୍ଣ୍ଣନା କରିଛନ୍ତି- ‘ଆଲୁଅ ତା’ର…
ଆଶ୍ରୟସ୍ଥଳୀ ପରିଚାଳନାରେ ସ୍ଥାନୀୟ ସହଭାଗିତା
ଶୁଭନାରାୟଣ ଶତପଥୀ ମହାବତ୍ୟାର ଅନୁଭୂତିକୁ କୋଡିଏ ବର୍ଷ ହୋଇଥିଲେ ମଧ୍ୟ ୧୯୯୯ ଅକ୍ଟୋବର ୨୯ ତାରିଖରେ ପ୍ରକୃତିର ଭୟଙ୍କର ରୂପ ଏବେ ବି ଆଖି ଆଗରେ ନାଚି ଉଠେ। ଭୂଇଁରେ ଲୋଟି ଯାଉଥିବା ମହାଦ୍ରୁମ, ଉଡିଯାଉଥିବା ଛପର, ବୁଡି ଯାଉଥିବା ମଣିଷ,…
Archives


