ସମ୍ପାଦକୀୟ/ ଆସନ୍ତା ୪୪ ବର୍ଷ ପରେ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୪୪ ବର୍ଷ ତଳେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସେତେବେଳେ ବିରୋଧୀ ତାଙ୍କ ଶାସନକୁ ‘କଳା ଶାସନ’ ଭାବେ ଅଭିହିତ କରିଥିଲେ। ଜନସାଧାରଣଙ୍କ ସ୍ବାଧୀନତାଠାରୁ ଆରମ୍ଭ କରି ଗଣମାଧ୍ୟମର କଣ୍ଠରୋଧ କରାଯାଇଥିବାରୁ ତାହା…
କଂଗ୍ରେସ ପ୍ରତ୍ୟାଖ୍ୟାତ କାହିଁକି
ନେତାଜୀ ଅଭିନନ୍ଦନ ସପ୍ତଦଶ ଲୋକ ସଭା ନିର୍ବାଚନରେ କଂଗ୍ରେସର ଦୁର୍ଦ୍ଦଶା ନେଇ ଚର୍ଚ୍ଚା ଓ ବିତର୍କର ଅନ୍ତ ନାହିଁ। କଂଗ୍ରେସର ଦୟନୀୟ ସ୍ଥିତି ପାଇଁ ଅନେକେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଦାୟୀ କରୁଥିବାବେଳେ ଆଉ କେତେକେ ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ…
ଭିନ୍ନ ପ୍ରକାର ପୁନଃଚକ୍ରୀକରଣ
ଡ. ଚିନ୍ତାମଣି ପଣ୍ଡା ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଦୈନ୍ୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ ପୂର୍ବକ ଅତ୍ୟନ୍ତ ଆକୁଳ ଚିତ୍ତରେ ଭୋଜନାର୍ଥୀମାନଙ୍କୁ ନିଜର କ୍ଷୁଧା ନିବେଦନ କରୁଥାନ୍ତି। ଦୟାବିଗଳିତ ହୋଇ ଜନୈକ ସହୃଦୟ ବ୍ୟକ୍ତି ଅନ୍ନବ୍ୟଞ୍ଜନ ଦାନରେ ନିଜର ବଦାନ୍ୟତା…
ଏଇ ଭାରତରେ
ଆମ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ଓ ପରମ୍ପରାକୁ ଆଧାର କରି ଝିଅପୁଅଙ୍କ ବାହାଘର କରାଯାଏ। ବାହାଘର ପାଇଁ କନ୍ୟାଘରକୁ ବର ଆସିଥିବାବେଳେ ବରଯାତ୍ରୀଙ୍କୁ କାଦୁଅ ବୋଳାଯାଇ ସ୍ବାଗତ କରାଯିବା ଘଟଣା ନିଆରା ନିଶ୍ଚୟ। ତେବେ ଛତିଶଗଡ଼ର ମାଝିଂ…
ସମ୍ପାଦକୀୟ/ ଥଇଥାନ ବ୍ୟାଙ୍କ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ପଦବୀରୁ ଇସ୍ତଫା ଦେଇଥିବା ବିଷୟ ୨୪ ଜୁନ୍ ୨୦୧୯ରେ ପଦାକୁ ଆସିଛି । ୧୦ ଡିସେମ୍ବର ୨୦୧୮ରେ ଉର୍ଜିତ ପଟେଲ ଗଭର୍ନର ପଦରୁ ଇସ୍ତଫା ଦେବାର ୭ ମାସ ପରେ…
ଶିକ୍ଷାରେ ବ୍ୟବସାୟ
ସହଦେବ ସାହୁ ସ୍କୁଲ-କଲେଜରେ ନାମ ଲେଖାଇବା ସମୟ ଆସିଗଲା, ତେଣୁ ଖବରକାଗଜ ପୃଷ୍ଠାଗୁଡିକ, ବିଶେଷତଃ ପ୍ରଥମ କେଇ ପୃଷ୍ଠା ଘରୋଇ ଶିକ୍ଷାନୁଷ୍ଠାନର ବିଜ୍ଞାପନରେ ଭର୍ତ୍ତି। ଟେଲିଭିଜନ ବା ରେଡିଓରେ କମର୍ସିଆଲ୍ ବ୍ରେକ୍ ସମୟତକ ବି ସେମାନେ ନେଇନିଅନ୍ତି। ବିଜ୍ଞାପନଦାତା ଭାବିନିଏ ଦେଖଣାହାରି…
ଆମ ଭାଷା ଓ ଶବ୍ଦ
ଅରୁଣ ଦାସ ପୂର୍ବାପେକ୍ଷା ସମୟ ସହ ତାଳଦେଇ ଓଡ଼ିଆ ଭାଷାରେ ଲେଖାଲେଖି ବଢ଼ିଛି। କାରଣ ଖବରକାଗଜ ଓ ପତ୍ରିକା ସଂଖ୍ୟା ବଢ଼ିବା ସହିତ ଅନେକେ ଫେସ୍ବୁକ୍ ଓ ହ୍ବାଟ୍ସଆପ୍ ପରି ସାମାଜିକ ଗଣମାଧ୍ୟମରେ ଲେଖାମାନ ଲେଖୁଥିବାର ଦେଖିବାକୁ ମିଳୁଛି। ଗଳ୍ପ, କବିତା,…
ଏଇ ଭାରତରେ
ଲୋକମାନେ ଖୁସି ହେଲେ ନାଚିଥାନ୍ତି। କିନ୍ତୁ ବର୍ଷାର ପ୍ରଥମ ଅସରା ମାଟିରେ ପଡିବା ପରେ ଚାଷୀଭାଇ ନାଚି ଉତ୍ସବ ପାଳିବା ନିଆରା ନିଶ୍ଚୟ। ଦୀର୍ଘ ୪ ମାସ ଧରି ପୃଥିବୀ ଓ ଜୀବଜଗତ ଖରାତେଜ ସହିବା ପରେ ବର୍ଷାଋତୁ ଆସିଥିବାରୁ ଧାନଖେତରେ…
ଠିକ୍ ବାର୍ତ୍ତା ଯାଉ
ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ନିକଟରେ ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ୨୦୧୮ ପ୍ରକାଶ ପାଇଛି। ଏଥିରେ ଭାରତ ସମ୍ପର୍କରେ କୁହାଯାଇଛି ଯେ, ହିନ୍ଦୁ କଠୋରପନ୍ଥୀଙ୍କ ଦ୍ୱାରା ସଂଖ୍ୟାଲଘୁ ବିଶେଷକରି ମୁସଲମାନ ଓ ଦଳିତଙ୍କ ଉପରେ ଗୋହତ୍ୟା ଓ…
ଜଣଙ୍କୁ ଦେଖି ଆଉ ଜଣେ
ପ୍ରକାଶ ତ୍ରିପାଠୀ ପ୍ରାୟତଃ ଦେଖାଯାଇଥାଏ ଯେ, ଜଣଙ୍କର ସଫଳତା ଅପେକ୍ଷା ବିଫଳତା ଅନେକଙ୍କୁ ଅଧିକ ପ୍ରଭାବିତ କରିଥାଏ। ଅମୁକ ଲୋକ ଦ୍ୱାରା ସେ କାମ ଯଦି ହୋଇପାରିଲା ନାହିଁ, ତେବେ ମୋ ଦ୍ୱାରା କେମିତି ସମ୍ଭବ ହେବ- ଏପରି ନକାରାତ୍ମକ ଭାବନାରେ…
ଶ୍ରୋତା ବକତା କେହି ନାହିଁ
ଦାମୋଦର ବେହେରା ବର୍ତ୍ତମାନ ବିଭିନ୍ନ ସଭାସମିତିରେ ଶ୍ରୋତା ଓ ବକ୍ତାମାନଙ୍କୁ ନେଇ ଯେଉଁସବୁ ସମସ୍ୟା ମୁଣ୍ଡ ଟେକୁଛି ତାହା ଚିନ୍ତାର କାରଣ ହୋଇଛି। ସଭାସମିତି ହେଲେ ଛାପା ଯାଉଥିବା ନିମନ୍ତ୍ରଣ ପତ୍ରରେ ଯାହାସବୁ ଲେଖାଯାଉଛି ଅନେକତ୍ର ତାହା କାର୍ଯ୍ୟକାରୀ ହେଉନାହିଁ। ଏବେ…
ଏଇ ଭାରତରେ
ମନ୍ଦିର ଭିତରକୁ କୁମ୍ଭୀର ପଶିଯିବା ଏକ ଅଚାନକ ଘଟଣା ହୋଇପାରେ, କିନ୍ତୁ ଗ୍ରାମବାସୀଙ୍କ ପାଇଁ ଥିଲା ଖୁସିର ସୁଯୋଗ। ଯେଉଁଥିପାଇଁ ବନ ବିଭାଗ କର୍ମଚାରୀଙ୍କୁ କୁମ୍ଭୀର ଉଦ୍ଧାର ପାଇଁ ଗ୍ରାମବାସୀ ବାଧା ସୃଷ୍ଟି କରିଥିଲେ। ସେମାନଙ୍କ ଧାରଣା ଥିଲା ମନ୍ଦିରର ଦେବୀଙ୍କ…
Archives


