ବିଦ୍ୟୁତ୍ଚାଳିତ ଗାଡ଼ି-ଆବଶ୍ୟକତା ଓ ସମସ୍ୟା
ଇଂ. ମାୟାଧର ସ୍ବାଇଁ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ବାୟୁ ପ୍ରଦୂଷଣ ହେଉଛି ଗୋଟିଏ ମୁଖ୍ୟ ସମସ୍ୟା। ବିଶେଷକରି ସହରାଞ୍ଚଳରେ ଏହା ଅତି ସାଂଘାତିକ ହେଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ପୃଥିବୀରେ ୨୦୧୮ ମସିହାରେ ବାୟୁ ପ୍ରଦୂଷଣ ଯୋଗୁ ୮.୮…
ଚାଷୀ କ’ଣ ଦୟାର ପାତ୍ର
ସବ୍ୟସାଚୀ ଅମିତାଭ ଚାଷୀଙ୍କୁ ନେଇ ବିଧାନସଭା ପଡୁଛି ଉଠୁଛି। ବିରୋଧୀଙ୍କ ପ୍ରଶ୍ନବାଣରେ ଶାସକ ଦଳ ଜର୍ଜରିତ। କିଛି କରିନ, ଖାଲି ପ୍ରତିଶ୍ରୁତି ଦେଉଛ। ଚାଷୀଙ୍କ ଭାଗ୍ୟ କେବେ ବଦଳିବ? କେବେ ଚାଷୀଙ୍କର ଆୟ ଦୁଇଗୁଣ ହେବ? କେବେ ତା’ ଜମିକୁ ପାଣି…
ଏଇ ଭାରତରେ
ନବଜାତ ଶିଶୁକନ୍ୟାକୁ ନାଳରେ ଫୋପାଡ଼ିଲେ ମା’। ଉଦ୍ଧାର କଲା କୁକୁର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାରେ। ଏହି ରାଜ୍ୟର କୈଠାଲ୍ରେ ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେବାର ମାତ୍ର କେଇ ଘଣ୍ଟା ପରେ ପଲିଥିନରେ ଗୁଡାଇ ନାଳରେ ଫିଙ୍ଗି…
ଆଜିର ଅର୍ଥନୀତି/ ଭୁଲ୍ ନିଷ୍ପତ୍ତି
ଜୁଲାଇ ୫ ତାରିଖର କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୁନା ଉପରେ ଆମଦାନୀ ଶୁଳ୍କ ୨.୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧିକ ସୁନା କିଣିବାରୁ ନିରୁତ୍ସାହିତ କରିବା। ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ସୁନା…
ଚୌକି ମୋତେ ଚାହେଁ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଗତ ନିର୍ବାଚନ ଫଳ ଘୋଷିତ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ”ମୁଁ ଚୌକି ଚାହୁଁ ନାହିଁ, ଚୌକି ମୋତେ ଚାହେଁ।“ ତାଙ୍କର ଏହି କଥା ପଦକ ମନେ ପକାଇ ଦେଉଥିଲା ପଞ୍ଜାବର ଏକ…
ଏଜେଣ୍ଟଙ୍କ ଦୁଃଖ
ରୁଦ୍ର ପ୍ରସନ୍ନ ରଥ ଗତ କିଛି ବର୍ଷ ହେଲା ଦେଶର ପୂର୍ବାଞ୍ଚଳର ରାଜନୀତିକୁ ଚିଟ୍ ଫଣ୍ଡ ବେଶ୍ ସରଗରମ କରି ରଖିଛି। ଖାସ୍ କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ହଜାର ହଜାର ଲୋକଙ୍କର କୋଟି କୋଟି ଟଙ୍କା ଚିଟ୍ ଫଣ୍ଡରେ ଫସିରହିଛି।…
ଏଇ ଭାରତରେ
ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ। ଏବେ ତାଙ୍କର ମହତ୍ପଣିଆ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ମଧ୍ୟପ୍ରଦେଶ ସିଦ୍ଧି ଜିଲାର ଜିଲାପାଳ ଅଭିଷେକ ସିଂ। ସ୍ଥାନୀୟ…
ପୋଷାପ୍ରାଣୀ ଓ ଆଲର୍ଜି
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୁଁ ଅନେକ ମାଆଙ୍କୁ ଭେଟିଛି ଯେଉଁମାନେ ନିଜ ପିଲାଙ୍କୁ ଖାଲି ପାଦରେ ଘରେ, ବାହାରେ ବା ପାର୍କରେ ଚାଲିବାକୁ, ଗେଣ୍ଡାଶାମୁକା ଛୁଇଁବାକୁ, ମାଟିକାଦୁଅ ହବାକୁ, ମୌସୁମୀ ବର୍ଷାରେ ଭିଜିବାକୁ, ପଶୁପକ୍ଷୀଙ୍କ ପାଖକୁ ଯିବାକୁ ବା କୌଣସି…
ସାତଘଣ୍ଟିଆ ଗୁଣବତ୍ତା
ଡ. ସୁବାସ ଚନ୍ଦ୍ର ପାତ୍ର ଅନିଲ କପୁର ଅଭିନୀତ ଏକ ପୁରୁଣା ହିନ୍ଦୀ ଫିଲ୍ମର ନାମ ଥିଲା ‘ୱ ସାତଦିନ’। ଏବେ ଉଚ୍ଚଶିକ୍ଷା ବିଭାଗରେ ସାତଦିନ ନୁହେଁ, ସାତଘଣ୍ଟିଆ କଥାକୁ ନେଇ ବେଶ୍ ଚର୍ଚ୍ଚା ଅର୍ଥାତ୍ ଅଧ୍ୟାପକମାନେ ଏଣିକି କଲେଜରେ ସାତଘଣ୍ଟା…
ସାଉଁଟା ଅନୁଭୂତି ଓ ବ୍ୟାବହାରିକ ଜ୍ଞାନ
ଡ. କୁମରବର ଦାସ ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦ, ରାମକୃଷ୍ଣ କିମ୍ବା ଟାଗୋର, ଅରବିନ୍ଦଙ୍କ ଜୀବନଯାତ୍ରାର ସଫଳତା କଥା ଆମେ ଜାଣୁ। ସେମାନଙ୍କ ଜୀବନୀ ପଢିଛୁ। କିନ୍ତୁ ଆଧୁନିକତାର ପ୍ରବାହରେ ଆମ ଯୁବସମାଜ ସେମାନଙ୍କ ଉପଦେଶ ଦ୍ୱାରା ଆଜିକାଲି ବିଶେଷ ପ୍ରଭାବିତ ହେଉନାହାନ୍ତି।…
ଏଇ ଭାରତରେ
ମଧ୍ୟପ୍ରଦେଶ ଇନ୍ଦୋରର ଏକ ମରାଠୀ ଦମ୍ପତି କିଛି ବର୍ଷ ହେବ ଆବୁଧାବିରେ ରହି ଆସୁଛନ୍ତି। ସେମାନେ ନିକଟରେ ଇନ୍ଦୋର ଆସି ତାଙ୍କ ପୁଅ ସହ ୮ ବର୍ଷ ଝିଅର ମଧ୍ୟ ବ୍ରତୋପନୟନ କରିଛନ୍ତି। ସାଧାରଣତଃ ହିନ୍ଦୁ ପରମ୍ପରା ଅନୁଯାୟୀ କେବଳ ପୁଅମାନଙ୍କର…
ମଙ୍ଗ ଧରିଛନ୍ତି/ତଥାଗତ ସତପଥୀ
କର୍ନାଟକରେ ରାଜନୈତିକ ସଙ୍କଟ ଦୂର ହୋଇପାରୁ ନାହିଁ। ଇସ୍ତଫା ଦେଇଥିବା ବିଧାୟକଙ୍କ ପତ୍ରକୁ ବାଚସ୍ପତି ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ୧୭ ଜୁଲାଇରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ୧୬ ଜୁଲାଇରେ କହିଛନ୍ତି। ସାଧାରଣ ଭାରତୀୟ…
Archives


