ସମ୍ପାଦକୀୟ

ପଣ୍ଡିତେ ଖୁସି ତ

ପ୍ରକାଶ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକ୍ରମେ ସମ୍ବିଧାନର ଏକ ସମ୍ବେଦନଶୀଳ ଧାରା ୩୭୦କୁ ହଟାଇ ଦିଅାଯାଇଛି ସାରା ଦେଶରେ ଏହାକୁ ବିପୁଳ ଜନସମର୍ଥନ ମିଳିବା ସହ ଭାରତର ଭୂସ୍ବର୍ଗ କୁହାଯାଉଥିବା କଶ୍ମୀର ଏଣିକି ଅାତଙ୍କବାଦ କାଯର୍ୟକଳାପରୁ ମୁକ୍ତ ହେବ ଓ…

ମହାନତିର ସାବିତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା ହୋଇଛି ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍, ଅନ୍ଧାଧୁନ୍, ପଦ୍ମାବତ୍, ବଧାଈ ହୋ ଅାଦି ହିନ୍ଦୀ ସିନେମା ପୁରସ୍କାର ଲାଗି ଚୟନ କରାଯାଇଛି ଅନ୍ଧାଧୁନ୍ ଲାଗି ଅାୟୁଷ୍ମାନ୍ ଖୁରାନା ଓ ଉରି…

ଏଇ ଭାରତରେ

ବର୍ତ୍ତମାନ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଛି ସେଠାରେ ଅାଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଅାଶଙ୍କାରେ ସିଅାର୍ପିଏଫ୍ ପୋଲିସ ମୁତୟନ ଅଛନ୍ତି କଶ୍ମୀର ଅଧତ୍ବାସୀଙ୍କ ମନରେ ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଥତ୍ବାବେଳେ ଏଠିକାର ଜଣେ ଶିଶୁ ସିଅାର୍ପିଏଫ୍ ଯବାନଙ୍କ ସହିତ…

ନୂଆ ଆଭିମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ଦ୍ୱିତୀୟ ପାଳିରେ ଜନସାଧାରଣଙ୍କ ଉଚ୍ଚ ପ୍ରତ୍ୟାଶା ପ୍ରତି ସଚେତନ ଅଛନ୍ତି। ଦେଶର ଦୁର୍ଗତି ପାଇଁ ପୂର୍ବର ଉପା ସରକାର ଉପରେ ବା ଆହୁରି ପୂର୍ବର ନେହେରୁ ସରକାର ଉପରେ…

କେବଳ ବାବୁ ତିଆରି କାରଖାନା

ମନ-ମାନଚିତ୍ର / ଡ. ନରହରି ବେହେରା ଭାରତ ହେଉଛି ଋଷି ଓ କୃଷିର ଦେଶ। ସମୟ ଥିଲା ଏ ଦେଶର ମୁନିଋଷିମାନେ ଏ ମାଟିର ପଥପ୍ରଦର୍ଶକ ଏବଂ କୃଷି ଓ ଗୋପାଳନ ଏ ଧର୍ମର ବୃତ୍ତି ତଥା ସଂସ୍କୃତି ଥିଲା। ସମୟ…

ବାଲ୍ୟ ବିବାହକୁ ରୋକିବ ନୂତନ ଶିକ୍ଷାନୀତି

ଘାସିରାମ ପଣ୍ଡା ୧୯୮୬ ମସିହାରୁ ପ୍ରଚଳିତ ଜାତୀୟ ଶିକ୍ଷାନୀତିକୁ ଦେଶର ଏକ ମାଇଲ ଖୁଣ୍ଟ ଭାବରେ ଗଣାଯାଏ। ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇ ୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ପ୍ରଣୟନ କରାଗଲା। ଏହା ପରେ ଶିକ୍ଷାନୀତିରେ ପରିବର୍ତ୍ତନର…

ଏଇ ଭାରତରେ

ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୟା ଜିଲାର ହମ୍‌ଜାପୁର ଗାଁର ଶଫିକୁର ରହମନଙ୍କୁ ପୁରସ୍କାର ସ୍ବରୂପ ୭୦ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମହିଳାଙ୍କ ଅଧିକାର ଲାଗି…

ଆଜିର ଅର୍ଥନୀତି/ସୁଧ କମାଅ

ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋ ରେଟ୍‌ (ଦରକାର ବେଳେ ଯେଉଁ ସୁଧହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କଠାରୁ ଋଣ ନିଅନ୍ତି) ୩୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଏହି ହ୍ରାସ ପରେ ରେପୋ ହାର ୫.୭୫ରୁ କମି ୫.୪୦ ପ୍ରତିଶତ…

ଭାରତଛାଡ଼ ଆନ୍ଦୋଳନ ଓ ରକ୍ତତୀର୍ଥ ଇରମ୍‌

ଡ. ପ୍ରଫୁଲ୍ଲ କୁମାର ସାହୁ ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ଅଗଷ୍ଟ ୮ ତାରିଖ ବମ୍ବେର ଗ୍ବାଲିୟର ଟ୍ୟାଙ୍କ୍‌ (ଅଗଷ୍ଟ କ୍ରାନ୍ତି) ମଇଦାନରେ ଅନୁଷ୍ଠିତ କଂଗ୍ରେସର ଖୋଲା ଅଧିବେଶନରେ ଭାରତଛାଡ଼ ଆନ୍ଦୋଳନ ଡାକରା…

ବିଡ଼ମ୍ବିତ ଆଦିବାସୀଙ୍କ ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଆଦିବାସୀ ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୭୦ଟି ଦେଶରେ ୩୭ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଆମ ଦେଶରେ ମଧ୍ୟ ୫୫୦ଟି ସମ୍ପ୍ରଦାୟର ୧୦.୪୨ କୋଟି ଆଦିବାସୀ ବସବାସ କରନ୍ତି, ଯାହାକି ଦେଶର…

ଏଇ ଭାରତରେ

ଅଚିହ୍ନା ମୃତଦେହ ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ। ଗତ ୧୮ବର୍ଷ ମଧ୍ୟରେ ସେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କରିଛନ୍ତି। ସ୍ଥାନୀୟ ଗୋପାଳଗଞ୍ଜରେ…

କିଏ ପ୍ରାଣୀ କିଏ ଉଦ୍ଭିଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରାଣୀ ଓ ଉଦ୍ଭିଦ ମଧ୍ୟରେ ପ୍ରଭେଦ ରହିଛି। ପ୍ରାଣୀଙ୍କୁ ବଞ୍ଚତ୍ବା ପାଇଁ ଶକ୍ତି ଦରକାର। ଏହି ଶକ୍ତି ସେ ନିଜେ ଉପତ୍ାଦନ କରିପାରେନାହିଁ। ପ୍ରାଣୀ ବା ଉଦ୍ଭିଦକୁ ଖାଇ ସେ ଶକ୍ତି ସଂଗ୍ରହ କରେ। ଅନ୍ୟପକ୍ଷରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri