ଏଇ ଭାରତରେ
ଫାର୍ମଲାଣ୍ଡକୁ ଏକ ଫ୍ରି ଏକାଡେମୀରେ ପରିଣତ କରିଦେଇଛନ୍ତି ପୋଲିସ କନ୍ଷ୍ଟେବଲ ଥୋକାପ୍ପିୟାନ ଶିବରାଜ। ତାଙ୍କ ଘର ତମିଲନାଡୁର ଭିଲ୍ଲୁପୁରମା କପ୍ପୁରରେ। ତାଙ୍କ ବୟସ ଏବେ ୪୧। ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଅର୍ଥାଭାବରେ ସରକାରୀ ଚାକିରି...
ବଞ୍ଚିବା ବନାମ ବଞ୍ଚୁଥିବା ଜୀବନ
ଏ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ। ପ୍ରାଣ ଥାଇ ସୃଷ୍ଟି ତ ପ୍ରାଣୀ। ପ୍ରାଣୀ ସଂସାରରେ ବଞ୍ଚେ ଓ ବଞ୍ଚାଏ ମଧ୍ୟ। ବଞ୍ଚାଇବାର ରାହା ସୃଷ୍ଟି କରିପାରେ। ବଞ୍ଚିବାର ପ୍ରଥମ ସୋପାନ ହେଲା ଆହାର। ଯାହା ଜନ୍ମ ସହିତ ଈଶ୍ବର...
ଗୁଣସୂତ୍ର ଓ ବାତାବରଣ
ମଣିଷର ବ୍ୟକ୍ତିତ୍ୱର ବିକାଶ ପାଇଁ ଦୁଇଟି ପ୍ରଭାବ ଦାୟୀ। ପ୍ରଥମଟି ହେଲା, ମଣିଷ ତା’ର ସୁଗୁଣ ଓ ଦୁର୍ଗୁଣ ଉତ୍ତରାଧିକ୍ରମେ ଗୁଣସୂତ୍ର (GENES) ମାଧ୍ୟମରେ ଲାଭକରେ। ଅର୍ଥାତ୍ ଜଣେ ସାଧୁ ପୁରୁଷର ପୁତ୍ର ତା’ ବାପା ପାଖରୁ ସାଧୁତା ଗୁଣ...
ଦ୍ୱନ୍ଦ୍ୱ ଶେଷ
ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ନାଟକୀୟ ପରାଜୟ ଓ ଭାଜପାର ଅଭୂତପୂର୍ବ ବିଜୟ ଘଟିଛି। ଶେଷରେ ଦିଲ୍ଲୀର ସିଭିଲ୍ ସର୍ଭାଣ୍ଟମାନେ ଭଲରେ ନିଃଶ୍ୱାସ ମାରିବା ମନେ ହେଉଛି। ଦେଖିବାକୁ ଗଲେ ଗତ ଦଶନ୍ଧିରେ ଭାଜପା କେନ୍ଦ୍ରରେ ଯେତେବେଳେ କ୍ଷମତାକୁ...
ଏଇ ଭାରତରେ
ଶିକ୍ଷାଦାନ ବ୍ୟତୀତ ସ୍କୁଲର ପାରିପାର୍ଶ୍ୱିକ ପରିବେଶରେ ଉନ୍ନତି କରି ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛନ୍ତି ମଧ୍ୟପ୍ରଦେଶର ଗୋପାଳ ଭାଲଓ୍ବାଲ। ସେ ରାଜଗଡ଼ର ମୋହନପୁର କଲୋନିରେ ଥିବା ସରକାରୀ ସମନ୍ବିତ ମଧ୍ୟ ଇଂରାଜୀ ସ୍କୁଲରେ ଶିକ୍ଷକ ଅଛନ୍ତି। ପ୍ରତିଦିନ ସ୍କୁଲରେ...
ନୀରବ ମହାମାରୀ
ଭାରତ ଏକ ଯୁବ ଦେଶ। ଏହାର ଜନସଂଖ୍ୟାର ମୋଟ ୫୩.୭% ହେଉଛନ୍ତି ଯୁବକ। ତେବେ ଚିନ୍ତାର ବିଷୟ ହେଉଛି, ସେମାନେ ଏବେ ଏକ ନୀରବ ମହାମାରୀର ସମ୍ମୁଖୀନ ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ‘ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ...
ପାଠାଗାର: ଆଶା ଓ ଆଶଙ୍କା
ପାଠାଗାରଗୁଡ଼ିକର ଭୂମିକା ଅବର୍ଣ୍ଣନୀୟ। ପ୍ରାଚୀନ କାଳରୁ ପାଠକ ନିମନ୍ତେ ପାଠାଗାର ପାଠ୍ୟ ଉପକରଣ ଦ୍ୱାରା ପାଠକର ମନକୁ ଶାନ୍ତ କରିଥାଏ। ପାଠକଟିଏ ପାଠାଗାରରେ ବସି ପୁସ୍ତକ ଖୋଲି ଲୀନହୋଇଯାଏ ଶିକ୍ଷଣ ପ୍ରକ୍ରିୟାରେ। ପ୍ରାଚୀନ ଯୁଗରେ ଶିଷ୍ୟମାନେ ଗୁରୁକୁଳରୁ ଶିକ୍ଷା ଗ୍ରହଣ...
କୁମ୍ଭ ପ୍ରଚ୍ଛଦର କାହାଣୀ
ନିକଟରେ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଦଳାଚକଟା ଘଟିଲା। ଏଥିରେ ଅନେକଙ୍କ ମୃତ୍ୟୁ ହେଲା, ଯାହା ଏକ ଦୁଃଖଦ ବିଷୟ। କୁମ୍ଭରେ ଅନେକ କୋଟି ଲୋକ ଏକାଠି ହେଉଛନ୍ତି। ଭିଆଇପିଙ୍କୁ ପବିତ୍ର ଜଳରେ ବୁଡ଼ ପକାଇବା ପାଇଁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି,...
କଜଳପାତିଆ ଭଦ୍ରଲୋକି
କାଉ କଳା, କୋଇଲି ମଧ୍ୟ କଳା। ଯଦି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗେ କାଉ କହେ ମୁଁ ବଡ଼, କୋଇଲି ମଧ୍ୟ କୁହେ ସିଏ ବଡ଼। କେହି କାହାକୁ ଛାଡ଼ିବାର ନୁହନ୍ତି। କାଉ କହେ ମୁଁ ଯଦି...
ଓଡ଼ିଶା ଜନଜାତିଙ୍କ ସାମଗ୍ରିକ ବିକାଶ
ଓଡ଼ିଶାରେ ୬୪ ଜନଜାତି ବାସ କରନ୍ତି, ଯାହାଙ୍କ ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୯୫ ଲକ୍ଷରୁ ଅଧିକ ଏବଂ ଏହା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୨.୮ ପ୍ରତିଶତ। ଦେଶରେ ଥିବା ମୋଟ ଜନଜାତି ୧୦.୪୩ କୋଟିର ୯.୨% ଓଡ଼ିଶାରେ...
ନିଷ୍ପତ୍ତି ଓ କାର୍ଯ୍ୟକାରିତା
ଉତ୍ତରପ୍ରଦେଶ କୁଶିନଗରର ମଦ୍ନି ମସ୍ଜିଦ ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟ ଜିଲା କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରାଯାଇ ମସ୍ଜିଦର ଏକ ଅଂଶକୁ କର୍ତ୍ତୃପକ୍ଷ ଭାଙ୍ଗିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ସୁପ୍ରିମକୋର୍ଟ ସେମାନଙ୍କ ବିରୋଧରେ କାହିଁକି ଅଦାଲତ...
ଏଇ ଭାରତରେ
ଗୁରୁଙ୍କ ଗୌରବ କଥା ଆସିଲେ ମନେପଡ଼ନ୍ତି ବିହାରର ରଜନୀକାନ୍ତ(ଆର.କେ.) ଶ୍ରୀବାସ୍ତବ। ୧୮ ବର୍ଷ ହେଲା ସେ ପିଲାମାନଙ୍କୁ ଏକ ଟଙ୍କା ଦକ୍ଷିଣାର ପଢ଼ାଉଛନ୍ତି। ରୋହତାସ ଜିଲା ବିକ୍ରମଗଞ୍ଜରେ ସେ ଏକ ସ୍ବତନ୍ତ୍ର କ୍ଲାସ କରୁଛନ୍ତି ଓ ତାହାକୁ ‘ଏକ ଟଙ୍କା...
Archives


