ଉଚ୍ଚଶିକ୍ଷା ବିଭାଗ କାହାର
ଡ. ସୁବାସ ଚନ୍ଦ୍ର ପାତ୍ର କ୍ରିକେଟ ଖେଳରେ ଉଠିଥିବା କ୍ୟାଚ୍ଟି କ୍ଷେତ୍ରରକ୍ଷକ ନ ଥିବା କୌଣସି ଏକ ସ୍ଥାନରେ ପଡ଼ିବା ବା ନୋ ମ୍ୟାନ୍ସ ଲ୍ୟାଣ୍ଡରେ ପଡ଼ିବା କଥା ଭଳି ଉଚ୍ଚଶିକ୍ଷା ବିଭାଗ ଏକ ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ରେ ପରିଗଣିତ ହେଲାଣି।…
ପ୍ରଥମେ ମୁଁ
ଛନ୍ଦା ମିଶ୍ର କୁହାଯାଏ ମନୁଷ୍ୟ ଜନ୍ମ ଅତି ଦୁର୍ଲଭ। କାରଣ, ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ, ଯାହା ପାଖରେ ବାହ୍ୟଚକ୍ଷୁ ସହ ଅନ୍ତର୍ଚକ୍ଷୁ ବା ବିବେକ ଥାଏ। ତଥାପି ମଣିଷ ଆଖି ଥାଉ ଥାଉ ଅନ୍ଧ ପରି ଆଚରଣ କରେ। ଚାଲି…
ଏଇ ଭାରତରେ
ପାଷାଣ ଦିଅଁ ହେଲେ ବି ହିନ୍ଦୁ ଧର୍ମରେ ସେ ଜୀବିତ। ସେ ମଣିଷ ଭଳି ନିତ୍ୟକର୍ମ ସହ ସ୍ନାନ କରନ୍ତି , ଭୋଜନ କରନ୍ତି । ତାଙ୍କ ପାଇଁ ଶୟନର ବିଧି ବି ଖଞ୍ଜାଯାଇଛି। କେଉଁଠି ତାଙ୍କୁ ଜ୍ୱର ହେଲେ ଉପଚାର…
ଜନତା ଆଖିରେ ଶତ୍ରୁ
ସମ୍ପାଦକୀୟ/ତଥାଗତ ସତପଥୀ ଭାରତରେ ଜମିଜମା ସମ୍ପର୍କିତ ଅନେକ ମାମଲା ଆଇନ ଜାଲରେ ଦୀର୍ଘବର୍ଷ ଛନ୍ଦି ହୋଇରହିଛି। ବିଶେଷକରି ଭାଇ ଭାଇ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ବହୁ ସମୟରେ ଉଗ୍ରରୂପ ଧାରଣ କରିଥାଏ। ଏହି ଜମିକୁ ନେଇ ପରିବାର…
ଜନସ୍ବାସ୍ଥ୍ୟରେ ଜନ ସହଯୋଗ
ଡା. ଅଂଶୁମାନ କର ଜନସ୍ବାସ୍ଥ୍ୟର ଚାରୋଟି ମୂଳ ଆଧାର ହେଲା- ୧. ଜନସ୍ବାସ୍ଥ୍ୟ ସୁରକ୍ଷା, ୨. ଜନସ୍ବାସ୍ଥ୍ୟ ନୀତି, ୩. ରୋଗ ନିରାକରଣ ଅନୁସନ୍ଧାନ, ୪. ଜନସ୍ବାସ୍ଥ୍ୟ ଶିକ୍ଷା। ସ୍ବାସ୍ଥ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ନୀତି ଉପରେ ଆଜିକାଲି ଖୁବ୍ ପ୍ରାଧାନ୍ୟ…
ଦୋକାନରେ ଦିନରାତି
ଡ. ନିଖିଳାନନ୍ଦ ପାଣିଗ୍ରାହୀ କୌଣସି ଦୋକାନୀ ବା ତା’ର ନିକଟ ସମ୍ପର୍କୀୟର ମୃତ୍ୟୁ ଘଟିଲେ, ସାଧାରଣତଃ ଯେଉଁ ବଜାର-ସାହିରେ ତା’ର ଦୋକାନ ଚାଲିଥାଏ, ସେଠାକାର ସମସ୍ତ ଦୋକାନ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ବନ୍ଦ କରାଯାଏ। ଏହା ଆମ ସମାଜର ଏକ ଚଳଣି।…
ସନ୍ଥ ଓ ମହାମୂର୍ଖ
ଶ୍ରୀ ସନ୍ନ୍ୟାସୀ ସନ୍ଥଙ୍କ ଆଶ୍ରମରେ ସକାଳେ ପହଞ୍ଚତ୍ବା ବେଳକୁ ମହାରାଜ ମୋବାଇଲ ଧରି ସେଥିରୁ କ’ଣ କିଛି ଦେଖିବାରେ ଗଭୀର ମଗ୍ନ ଥିଲେ। ଓଳଗିି ହୋଇ ପାଖରେ ପଡ଼ିଥିବା ଆସନରେ ବସିଲି। ମୋବାଇଲ ଦେଖୁଥିବା ଅବସ୍ଥାରେ ସନ୍ଥ ପଚାରିଲେ- ଘରୁ କେତେବେଳେ…
ଏଇ ଭାରତରେ
ଲିଙ୍ଗ ଅସମାନତା ମାନସିକତାରୁ ସମାଜରେ କନ୍ୟାଭ୍ରୂଣ ଓ ଶିଶୁ ହତ୍ୟା ବଳବତ୍ତର ରହିଛି। ଏଥିପାଇଁ କଡ଼ା ଆଇନ ପ୍ରଣୟନ କରାଯାଇ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଠିକ୍ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କିନ୍ତୁ ଲିିଙ୍ଗ ଅସମାନତା ଦୂର କରିବା ପାଇଁ ରାଜସ୍ଥାନର…
ସମ୍ପାଦକୀୟ/ଠକ ମାଷ୍ଟର
ଓଡ଼ିଶାରେ ସ୍କୁଲ ଶିକ୍ଷା ଅତି ଦୟନୀୟ ଥିବା ଦୃଷ୍ଟାନ୍ତ ନିକଟରେ ଦେଖିବାକୁ ମିଳିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏକକ ପରୀକ୍ଷା କରାଯିବା ବିଷୟ ଘୋଷଣା କରାଯାଇଥିଲା। ସେହି ଅନୁଯାୟୀ ଏବେ ପରୀକ୍ଷା ଚାଲିଛି। କିନ୍ତୁ ଦେଖିବାକୁ ମିଳିଛି ଯେ…
ସମସ୍ୟାର ବୌଦ୍ଧିକ ସମାଧାନ
ବୈକୁଣ୍ଠନାଥ ମିଶ୍ର ମନୁଷ୍ୟ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେଉଥାଏ ଏବଂ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ସେ ନିରନ୍ତର ପ୍ରୟାସ ଜାରି ରଖିଥାଏ। କିଛି ସମସ୍ୟା ସେ ନିଜେ ସମାଧାନ କରିପାରୁଥିବା ବେଳେ ଆଉ କିଛି…
ଧନୁରାଶିକୁ ବୃହସ୍ପତି ଚଳନ
ଦୋଳଗୋବିନ୍ଦ ପଣ୍ଡା ଦେବଗୁରୁ ବୃହସ୍ପତି ଆଜି ଭୋର ୫ଟା ୧୭ରେ ବିଛାରାଶିରୁ ମୂଳା ନକ୍ଷତ୍ର ଧନୁ ରାଶିକୁ ଚଳିଛନ୍ତି। ଏହା ପୂର୍ବରୁ ସେ ୨୨ା୦୪ା୧୯ ରାତ୍ରି ୦୧ା୦୮ରେ ବକ୍ରଗତିରେ ଧନୁରୁ ବିଛାକୁ ଚଳିଥିଲେ। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ…
ଏଇ ଭାରତରେ
ନିଜେ ଦୁଃଖକଷ୍ଟ ସହି ଜନସେବା କରିବାର ଦୃଷ୍ଟାନ୍ତ ଏବେ ବି ସମାଜରେ ଦେଖିବାକୁ ମିଳେ। ତାହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି ଛତିଶଗଡ଼ର ଚିତ୍ରାଂଶ ତିଓ୍ବାରୀ। ସେ ଘରଠାରୁ ଦୂରରେ ରହି ନିଜ ଜୀବିକାର୍ଜନର ରାସ୍ତା ଖୋଜିବା ଭିତରୁ ସମୟ ବାହାର…
Archives


