ସମ୍ପାଦକୀୟ

ବିରୋଧୀ ବଧ

ବିରୋଧୀ ଦଳର ଧର୍ମ ହେଲା ସରକାରଙ୍କ ଦୋଷ ଦୁର୍ବଳତା ଲୋକଲୋଚନକୁ ଆଣିବା। ପ୍ରତ୍ୟେକ କଥାରେ ବିରୋଧୀ ବିରୋଧ କରିବା ଦରକାର। ଗଣତାନ୍ତ୍ରିକ ସରକାରର କର୍ତ୍ତବ୍ୟ ହେଉଛି ସେହି ବିରୋଧକୁ ସାମ୍ନା କରିବା ଓ ନିଜ ଦୋଷ ତ୍ରୁଟିକୁ ସୁଧାରିବା। ଏଥିସହିତ ନିର୍ଭୁଲ…

ବିଦ୍ୟାଳୟ ପାଠ୍ୟକ୍ରମରେ ହାପିନେସ୍‌ କ୍ଲାସ

ଡ. ପବିତ୍ର ସୁବୁଦ୍ଧି ପ୍ରଖ୍ୟାତ ଲେଖକ ଡାଭିଡ ସ୍କ୍ବାଜ୍‌ ଥରେ ତାଙ୍କର ଛଅ ବର୍ଷର ପୁଅକୁ ପଚାରିଲେ- ତୁମେ ବଡ଼ ହେଲେ କ’ଣ କରିବ? ପୁଅ କାଳବିଳମ୍ବ ନ କରି ଉତ୍ତର ଦେଲା- ପ୍ରଫେସର ହେବି। ଡାଭିଡ୍‌ ପୁଣି ପଚାରିଲେ- ତୁମେ…

ଧନୁରାଶିକୁ ବୃହସ୍ପତି ଚଳନ

ଦୋଳଗୋବିନ୍ଦ ପଣ୍ଡା ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୩୦ା୦୬ା୨୦୨୦-ମଙ୍ଗଳବାର ପ୍ରାତଃ ଘ୦୫ା୨୧ରେ ବକ୍ରଗତିରେ ମକରରାଶିରୁ ଉତ୍ତରାଷାଢ଼ା ନକ୍ଷତ୍ର ଧନୁରାଶିକୁ ଚଳିବେ। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ ଅବସ୍ଥାନ କରିଥାନ୍ତି। ସ୍ବାଭାବିକ, ବକ୍ର ଓ ଅତିଚାର ଆଦି…

ଏଇ ଭାରତରେ

ପରିବେଶ ଓ ପରିସ୍ଥିତି ବହୁ ସମୟରେ ସେବା ଲାଗି ବାଟ କଢ଼ାଇ ନିଏ, ଯାହା ଘଟିଛି କେରଳର ଜୋଲି ଜନଶନ୍‌ଙ୍କ କ୍ଷେତ୍ରରେ। ସେ ଖବରକାଗଜ ବିକି ନିଜସ୍ବ ସଂସ୍ଥା ଲାଗି ପାଣ୍ଠି ଯୋଗାଡ଼ କରିବା ସହ ୨୦୦୦ ଦିବ୍ୟାଙ୍ଗ ପିଲାଙ୍କୁ ଶିକ୍ଷାଦାନ…

ଆମଠୁ ଛଡ଼ାଇ ନେଉଛନ୍ତି

ରବିବାର ୨୮ ଜୁନ୍‌ ୨୦୨୦ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇ ନାହିଁ। ଏହା ଫଳରେ ଅନେକଙ୍କ ମନରେ ଧାରଣା ସୃଷ୍ଟି ହେଉଥିବ ଯେ ଇନ୍ଧନ ଦର ହ୍ରାସ ପାଇଲା। ଆମେ ଭାରତୀୟ ଆଶ୍ଚର୍ଯ୍ୟ ଚରିତ୍ରର ନାଗରିକ। ଲାଗ୍‌ ଲାଗ୍‌…

ଶ୍ରମ ଆଇନର କାମଚଳା ସଂସ୍କାର

ଶକ୍ତି ପ୍ରସାଦ ଦାସ ଅନେକ ଜୀବନହାନି ସହିତ କୋଭିଡ୍‌ ମହାମାରୀର ସଂକ୍ରମଣ ଜାତୀୟ ବିପର୍ଯ୍ୟୟର ରୂପ ନେଇସାରିଛି। ସମାଜ ତା’ର ନିଜସ୍ବ ଶକ୍ତି ଦ୍ୱାରା ବିପର୍ଯ୍ୟୟର ମୁକାବିଲା କରିବାରେ ଅକ୍ଷମ। ତେଣୁ, ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ଅନ୍ତର୍ଗତ ‘ଜାତୀୟ ବିପର୍ଯ୍ୟୟ ପରିଚାଳନା…

ଅନ୍‌ଲାଇନ

ଦ୍ୱିତୀ ଚନ୍ଦ୍ର ସାହୁ ଅନ୍‌ଲାଇନ କ୍ଲାସ ପାଇଁ ପୁଅ ମୋବାଇଲ ମାଗିନେଲା ବେଳେ ବାପା ହିସାବରେ ମନକୁ ଅନେକ ପ୍ରଶ୍ନ ଆସିଲା। ମୋବାଇଲଠାରୁ ଦୂରେଇ ରଖିବାକୁ ସବୁବେଳେ, ସବୁଠାରେ ଦିଆଯାଉଥିବା ଉପଦେଶ ଏବେ ଚୁଲିକି ଗଲା । ପିଲାଙ୍କୁ ସେଇ ମୋବାଇଲ…

ବିବାହ ବୟସ

ଘାସିରାମ ପଣ୍ଡା ଗତ ବଜେଟ (୨୦୨୦-୨୧) ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଝିଅଙ୍କ ବିବାହ ବୟସ ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ଏନେଇ ଏକ କମିଟି ଗଠନ କରାଯିବାକୁ ସେ ଘୋଷଣା କରିଥିଲେ। ତାଙ୍କ କହିବା କଥା ଥିଲା ଶାରଦା ଆଇନ ୧୯୨୯କୁ…

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ ପ୍ରସାଦ ରାଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଲାଗି ଅଣ୍ଟା ଭିଡ଼ିବା ସହ ଆଦିବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବାରେ ବି ସଫଳ ହୋଇଛନ୍ତି। ତ୍ରିପୁରାର ୨୩୯୭ ବର୍ଗକିଲୋମିଟର ଜଙ୍ଗଲରୁ ଜାତୀୟ ବାଉଁଶ ଉତ୍ପାଦନର ୨୮ ପ୍ରତିଶତ ହିଁ ମିଳିଥାଏ।…

ଛଦ୍ମ ଜାତୀୟତା

ଆକାର ପଟେଲ ଚାଇନାର ଅନୁପ୍ରବେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ସମସ୍ତେ ବିସ୍ମିତ ହୋଇଛନ୍ତି। ମୋଦି ନିଜକୁ ଜଣେ ଜାତୀୟତାବାଦୀ ବୋଲି ବିଜ୍ଞାପିତ କରିଆସିଛନ୍ତି। ତେଣୁ କେହି ଆଶା କରି ନ ଥିଲେ ଯେ ଭାରତମାତାଙ୍କ ଉପରେ ଆକ୍ରମଣ ହେଉଥିଲା ବେଳେ…

ଉଦ୍ୟୋଗୀ ନେତୃତ୍ୱଧାରିଣୀ

ଭାରତରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ବା ଫିକି ଏକ ଶୀର୍ଷ ସଂସ୍ଥା ଭାବେ ପରିଚିତ। ଏହାର ମହିଳା ଶାଖା ଫିକି ଲେଡିଜ୍‌ ଅର୍ଗାନାଇଜେଶନ ବା ଏଫ୍‌ଏଲ୍‌ଓ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା…

ନେପୋଟିଜମ୍‌: ମାନବିକତାର କଳଙ୍କିତ ଅଧ୍ୟାୟ

ଡ.ମୌସୁମୀ ପରିଡ଼ା ଆଜିକାର ମିଡିଆରେ ବହୁ ଚର୍ଚ୍ଚିତ ଶବ୍ଦ ‘ନେପୋଟିଜିମ୍‌’, ଯାହା ପ୍ରିୟାପ୍ରୀତିତୋଷଣ ବା ପକ୍ଷପାତିତାକୁ ନେଇ ଝଡ଼ ସୃଷ୍ଟି କରିଛି। ଏହି ନେପୋଟିଜିମ୍‌ ଶବ୍ଦଟି ଲାଟିନ୍‌ ଭାଷା ‘ନିପୋଟେ’ ଶବ୍ଦରୁ ଉଦ୍ଧୃତ (ନେଫ୍ୟୁ), ଯାହାର ଅର୍ଥ ଭଣଜା ବା ପୁତୁରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?