ଏଇ ଭାରତରେ
ଜଣେ ମହିଳା ୩୦୦ ପ୍ରାଣୀଙ୍କୁ ନେଇ ଗଠିତ ପରିବାରକୁ ସମ୍ଭାଳିବା କଥା କେବେ ଶୁଣିଛନ୍ତି କି। ଏମିତି ଜଣେ ମହିଳା ରହିଛନ୍ତି ମୁମ୍ବାଇରେ। ତାଙ୍କ ନାମ ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ୨୦ ବର୍ଷ ପୂର୍ବେ ସେ ତାଙ୍କ…
ଏମିତି ରହିଲେ
ଦେଖିବାକୁ ଗଲେ ଭରତରେ ପ୍ରାୟ ଅଧିକାଂଶ ଜାଗାରେ ଡାକ୍ତରଖାନା ଖାଲିପଡ଼ିଛି। ବାରମ୍ବାର ମୋବାଇଲ୍ ଫୋନ୍ରେ ଏସ୍ଏମ୍ଏସ୍ ପଠାଇ ଜନସାଧାରଣଙ୍କୁ ଜଣାଇବା ପାଇଁ ବ୍ୟାକୁଳ ହେଉଛନ୍ତି ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଯେ, ସବୁକିଛି ସାଧାରଣ ଭାବେ କାର୍ଯ୍ୟ କରୁଛି ଓ ରୋଗୀ ଚାହିଁଲେ…
ଓଡ଼ିଶାରେ ଅନ୍ଲାଇନ ଶିକ୍ଷା
ଡ. ସୁବାସ ଚନ୍ଦ୍ର ପାତ୍ର ଓଡି଼ଶାରେ ପ୍ରସ୍ତାବିତ ଅନ୍ଲାଇନ ଶିକ୍ଷା ଏକ ଉଦ୍ୟମ ନୁହେଁ ବରଂ ଶିକ୍ଷା ପାଇଁ ଏକ କ୍ଷମା ପ୍ରାର୍ଥନା। କରୋନାରୂପକ ବାଧ୍ୟବାଧକତାରେ ପଡ଼ି ଓଡ଼ିଶା ସରକାର ଏବେ ଅନ୍ଲାଇନ୍ ଶିକ୍ଷାକୁ ଆପଣେଇବା ପାଇଁ ଏକ ବିଶେଷଜ୍ଞ…
ଅର୍ଥନୈତିକ ଅଭିବୃଦ୍ଧି ଓ ବେରୋଜଗାରୀ
ଅଧ୍ୟାପକ ପ୍ରିତିଶ କୁମାର ସାହୁ ବିଶ୍ୱ ଅର୍ଥନୀତି ଏକ ଅଭୂତପୂର୍ବ ସଙ୍କଟ ମଧ୍ୟରେ ଗତି କରୁଛି। କରୋନାର ପ୍ରାଦୁର୍ଭାବ ଯେତିକି ମାତ୍ରାରେ ବଢ଼ୁଛି, ବିଶ୍ୱ ଅର୍ଥନୈତିକ ଗତିବିଧି ତାହାଠାରୁ ଅଧିକ ମାତ୍ରାରେ ଧିମି ହେବା ସହିତ ବେରୋଜଗାରୀ ଦିନକୁ ଦିନ ବଢ଼ି…
ଏଇ ଭାରତରେ
ଆମମାନଙ୍କ ମଧ୍ୟରୁ ଅନେକେ ଭାବନ୍ତି ଯେ ରକ୍ତ ସମ୍ପର୍କୀୟମାନେ ହିଁ ଆମ ପରିବାର। କିନ୍ତୁ ପରିବାରର ଏହି ସଂଜ୍ଞା ବାହାରେ ବି ଏକ ପରିବାର ଗଢିଛନ୍ତି ଚେନ୍ନାଇର ସୋଲୋମୋନୋ ରାଜ୍। ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ପରିବାର ଥିଲେ…
ସଂଖ୍ୟା ବାଉଳା
ଗୋଟିଏ ଟ୍ରିଲିୟନ ବା ଏକ ଲକ୍ଷ କୋଟି ଟଙ୍କା କହିଲା ବେଳକୁ ମୁଣ୍ଡ ବୁଲେଇ ଯାଉଛି। ୨୦ ଲକ୍ଷ କୋଟିରେ ୧୨ଟି ନା ୧୩ଟି ଶୂନ ବୁଝିବାର ଯେଉଁ ମୌଳିକ ସମସ୍ୟା ହେଉଛି, ସେଥିରୁ ସାଧାରଣ ଅଣ-ଅର୍ଥନୈତିକ ବ୍ୟକ୍ତି ସଂଖ୍ୟା ବାଉଳା…
ବିଜ୍ଞାନ ଲଢୁଛି
ଡ. ପ୍ରଫୁଲ୍ଲ କୁମାର ସାହୁ ବିଜ୍ଞାନ ବଳରେ ମଣିଷ ଆଜି ଉପଭୋଗ କରୁଛି ଅକଳ୍ପନୀୟ ସୁବିଧା। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସବୁ ଦୋଷ ଲଦୁଛି ବିଜ୍ଞାନ ଉପରେ। ୧୯୯୯ ମହାବାତ୍ୟା ହେଉ କି ଫାଇଲିନ୍ ବା ଫନୀ ହେଉ, ତା’ର…
ଏକ ନୂଆ ସକାଳର ପ୍ରତୀକ୍ଷାରେ
ଉପେନ୍ଦ୍ର ବିଶ୍ୱାଳ ବିଶ୍ୱ ବରେଣ୍ୟ ବୈଜ୍ଞାନିକ ଆଇନ୍ଷ୍ଟାଇନ୍ କହିଥିଲେ ‘ବ୍ରହ୍ମାଣ୍ଡ ଯେମିତି ଅନନ୍ତ, ମଣିଷର ନିର୍ବୋଧତା ବି ସେମିତି ଅନନ୍ତ।’ ମଣିଷର ଏହି ନିର୍ବୋଧପଣିଆ ହିଁ ତା’ ଦୁଃଖ ଓ ଦୁର୍ଦ୍ଦିନର କାରଣ। ନିର୍ବୋଧତା ହିଁ ମଣିଷର ପତନର ପଥକୁ ପ୍ରଶସ୍ତ…
ଏଇ ଭାରତରେ
କୋଭିଡ୍ -୧୯ ସଂକ୍ରମଣରେ ପ୍ରବାସୀ ଶ୍ରମିକମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ମୁଖ୍ୟତଃ ସୁରଟରେ ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରମିକ ଭୋକ ଉପାସରେ ରହିବା ସବୁଠୁ ଦୁଖଦାୟକ ଘଟଣା। ସେମାନଙ୍କ ମଧ୍ୟରୁ ଅନେକେ ଏବେ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି।…
ଲଢ଼େଇ ସହଜ ନୁହେଁ
ସରକାର ଓ ଲୋକମାନେ ଏକାଠି କାର୍ଯ୍ୟ କରିବା ଦ୍ୱାରା ହିଁ କେବଳ ମହାମାରୀକୁ ଆୟତ୍ତ କରାଯାଇପାରିବ। ସାରାବିଶ୍ୱରେ ଆମେ ସମସ୍ତେ ଏହି କଥାକୁ ଭଲ ଭାବେ ବୁଝିଛେ । ସେଥିପାଇଁ ମହାମାରୀ ସଂକ୍ରମଣକୁ ରୋକିବା ଲାଗି ନୀତି ନିୟମକୁ ଆମେ ପାଳନ…
ସଦାଚାରୀଙ୍କ ବିପକ୍ଷରେ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ସଦାଚାରୀ ସାଧୁ ପୁରୁଷମାନେ ସାଂପ୍ରତିକ ସମାଜରେ ଏକ ବିରଳ ସଂପ୍ରଦାୟ। ଯେନ ତେନ ପ୍ରକାରେଣ ଯାବତୀୟ ମିଥ୍ୟାଚାରକୁ ଆପଣେଇ ନେଇ ଦ୍ରୁତ ଗତିରେ ଦୌଡ଼ି ଚାଲିଥିବା ଲୋକଙ୍କ ଭିଡ଼ ଭିତରେ ଏମାନେ କାଁ ଭାଁ ଆତଯାତ ହେଉଥାନ୍ତି…
ଅଣରାଜନୈତିକ ପ୍ରଧାନମନ୍ତ୍ରୀ
ଜିତେନ୍ଦ୍ର କୁମାର ନାୟକ ‘ସଙ୍କଟର ସରକାର ନ ହୋଇ ସମସ୍ୟାର ସମାଧାନ ବାଟ ବାହାର କରିବା ଭଳି ହେବ ତାଙ୍କ ସରକାର’। କଦାପି ଇରାକ୍ ଭୂଖଣ୍ଡକୁ ଅନ୍ୟ ରାଷ୍ଟ୍ରଗୁଡ଼ିକର ଯୁଦ୍ଧକ୍ଷେତ୍ର କରିବାକୁ ଦିଆଯିବ ନାହିଁ।’ ନିକଟରେ ଇରାକ୍ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ…
Archives


