ଉଦାହରଣ ଆଇସ୍ଲାଣ୍ଡ
ସମ୍ପାଦକୀୟ/ତଥାଗତ ସତପଥୀ ଉତ୍ତର ଆଟ୍ଲାଣ୍ଟିକ୍ର ଏକ କ୍ଷୁଦ୍ର ଦ୍ୱୀପ ଦେଶ ଆଇସ୍ଲାଣ୍ଡର ପାର୍ଲାମେଣ୍ଟ ‘ଅଲ୍ପିଙ୍ଗି’ ନିକଟରେ ଏକ ଅଭିନବ ସଙ୍କଳ୍ପନାମା ଆଣି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଉପସ୍ଥିତ ୬୩ ସାଂସଦଙ୍କ ମଧ୍ୟରୁ ୬୦ ଜଣ ଏହାକୁ ସମର୍ଥନ କରିଥିବା ବେଳେ…
ଭାରତରେ ଆଙ୍ଗ୍ଲୋଇଣ୍ଡିଆନଙ୍କ ସ୍ଥିତି
ଶରତ ଚନ୍ଦ୍ର ମିଶ୍ର ଆ ମ ଦେଶ ସ୍ବାଧୀନ ହେଲା ପରେ କେତେକ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ହେଲା। ଦେଶ ବିଭାଜନ ସମୟରେ ଉତ୍ତର ଭାରତର ଅନେକ ମୁସଲମାନ ପାକିସ୍ତାନ ଚାଲିଗଲେ। ଏତଦ୍ବ୍ୟତୀତ ଆଙ୍ଗ୍ଲୋଇଣ୍ଡିଆନ, ପାର୍ଶୀ, ଇହୁଦୀ ଓ ଚାଇନା…
ବର୍ଣ୍ଣବୋଧ: ଓଡ଼ିଆ ଭାଷାର ସଞ୍ଜୀବନୀ
ମନ-ମାନଚିତ୍ର/ ଡ. ନରହରି ବେହେରା ଶତାଧିକ ବର୍ଷକାଳ ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିକୁ ଯେଉଁ ଦୁଇଟି କ୍ଷୁଦ୍ର ପୁସ୍ତକ ବହୁଳ ଭାବରେ ପ୍ରଭାବିତ କରିଆସିଛି, ତାହା ହେଉଛି ବଳରାମ ଦାସଙ୍କର ଲକ୍ଷ୍ମୀପୁରାଣ ଓ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ। ଲକ୍ଷ୍ମୀପୁରାଣ…
ଆଦିବାସୀ ଅଞ୍ଚଳରେ ଶିକ୍ଷା
ସବ୍ୟସାଚୀ ଅମିତାଭ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଗତି କୁଆଡେ। ସରକାର କହୁଛନ୍ତି, ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ହେଲେ ଆଦିବାସୀବହୁଳ ଜିଲାଗୁଡ଼ିକରେ ଶିକ୍ଷାର ବାସ୍ତବ ଚିତ୍ର କିନ୍ତୁ ପୂରାପୂରି ଓଲଟା। କିଛିଦିନ ତଳେ ରାୟଗଡ଼ାର ଏକ ଆଦିବାସୀ ଗାଁକୁ ଯିବାର ସୁଯୋଗ ମିଳିଥିଲା।…
ଏଇ ଭାରତରେ
ବୁଢ଼ା ବୟସରେ ସନ୍ତାନମାନେ ସାହାରା ହୋଇଥାନ୍ତି। କିନ୍ତୁ ଜଣେ ବୃଦ୍ଧ ଅନ୍ୟ ଅସହାୟ ବୃଦ୍ଧଙ୍କ ପାଇଁ ଆଶାବାଡି ପାଲଟିବା କିଛି କମ୍ କଥା ନୁହେଁ। ପଶ୍ଚିମବଙ୍ଗର ହାଓଡା ଜିଲାନିବାସୀ ତୁଳସୀରାମ ମନ୍ତ୍ରୀ ୫୦୦ ବୃଦ୍ଧଙ୍କୁ ପ୍ରତିମାସରେ ରାଶନ ସାମଗ୍ରୀ ଯୋଗାଉଛନ୍ତି। ତୁଳସୀରାମଙ୍କୁ…
ସମ୍ପାଦକୀୟ/ଧୁଆ ଅଧୁଆ ସମାନ
ଭାରତରେ ରାଜନୀତିକୁ ଅପରାଧମୁକ୍ତ କରାଯିବା ଲାଗି ବାରମ୍ବାର ପ୍ରୟାସ କରାଯାଉଛି। ହେଲେ ଏହାର ସୁଫଳ ମିଳିପାରୁ ନାହିଁ। ଏଭଳି ସ୍ଥଳେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍ ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏକ ତଥ୍ୟରେ ପାର୍ଲାମେଣ୍ଟରେ ଅପରାଧ ପୃଷ୍ଠଭୂମି ଥିବା ୪୬ ପ୍ରତିଶତ ସଦସ୍ୟ…
ଡାଭୋସ୍ ସମ୍ମିଳନୀର ନିଷ୍କର୍ଷ
ସହଦେବ ସାହୁ ଓ୍ବାର୍ଲ୍ଡ ଇକୋନମିକ୍ ଫୋରମ୍ (ବିଶ୍ୱ ଅର୍ଥନୈତିକ ମଞ୍ଚ)ର ବାର୍ଷିକ ଅଧିବେଶନ ଜାନୁଆରୀ ୨୧ରୁ ୨୪ ଯାଏ ବସେ ଜେନେଭାର ଡାଭୋସ୍ଠାରେ। ପୃଥିବୀରେ ଚିରନ୍ତନ ବିକାଶର ଏକ ଅକ୍ଷୟ ପରିବେଶ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଏ ଫୋରମ୍ଟିକୁ ୫୦…
ଶ୍ରୀମନ୍ଦିର ସଂସ୍କାରର ବାକି ଦିଗ
ଯଦୁନନ୍ଦନ ସାମଲ ମୁଁ ଜଣେ ବରିଷ୍ଠ ନାଗରିକ। ବୟସ ୮୦ରୁ ଊର୍ଦ୍ଧ୍ୱ। ମୋ ନାତୁଣୀ (୧୨ ବର୍ଷ) ଓ ପରିବାର ସଦସ୍ୟଙ୍କ ସହ ଗତ ଜାନୁୟାରୀ ୧୨ ତାରିଖରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇଥିଲି। ମନର ଉତ୍କଣ୍ଠା ଥିଲା…
ଏଇ ଭାରତରେ
ସେବା କରିବାର ଦୃଢ ଇଚ୍ଛାଶକ୍ତି ଆଗରେ ଭୟର କୌଣସି ସ୍ଥାନ ନ ଥାଏ। ନିର୍ଭୟରେ ସବୁ ପ୍ରତିକୂଳ ପରିବେଶକୁ ପ୍ରତିହତ କରି ସେବକମାନେ ଆଗେଇ ଚାଲନ୍ତି ଲକ୍ଷ୍ୟ ପଥରେ, ଯାହା କରୁଛନ୍ତି ଜମ୍ମୁ ସହରର ରବିନହୁଡ୍ ଆର୍ମି ସଦସ୍ୟମାନେ। ଏମାନେ ରାତିରେ…
ପ୍ରତିବାଦ ଯଥାର୍ଥ
ଆକାର ପଟେଲ ଜାନୁୟାରୀ ୨୫, ଶନିବାର ସୁଦ୍ଧା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ବିରୋଧରେ ୨୪ ଘଣ୍ଟିଆ ପ୍ରତିବାଦ ସଂଖ୍ୟା ୫୦ ଟପିଛି। ଅହମଦାବାଦ, ଆଲିଗଡ଼, ଆଲ୍ଲାହାବାଦ, ଔରଙ୍ଗାବାଦ, ବାଙ୍ଗାଲୋର, ବରେଲୀ, ଭାଗଲପୁର, ଭୋପାଳ,…
ଦୀର୍ଘଜୀବୀ ହେଉ ଆମ ଗଣତନ୍ତ୍ର
ପ୍ରକାଶ ତ୍ରିପାଠୀ ଜାନୁୟାରୀ ୨୪, ୧୯୫୦ରେ ଇଂଲିଶ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା ଏକ ଦୃଷ୍ଟି ଆକର୍ଷଣକାରୀ କାର୍ଟୁନ। ଦୃଶ୍ୟଟି ଥିଲା ଏକ ଡାକ୍ତରଖାନାର ପ୍ରସବ କୋଠରିର। ବେଡ୍ ଉପରେ ଶୋଇଥାନ୍ତି ସଦ୍ୟ ସନ୍ତାନପ୍ରସବା ଭାରତମାତା। ବେଡ୍…
ଟିକସ ବିଶାରଦରୁ ପ୍ରଧାନମନ୍ତ୍ରୀ
ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ତଥା ରାଜନେତା ମିଖାଇଲ ମିଶୁଷ୍ଟିିନ ନିକଟରେ ରୁଷିଆର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୀତିରେ ମାନ୍ଦାବସ୍ଥା ରହିଥିତ୍ବାବେଳେ ମିଶୁଷ୍ଟିିନଙ୍କୁ ଦିଆଯାଇଥିତ୍ବା ଏହି ଗୁରୁଦାୟିତ୍ୱ ଉପରେ ଦେଶ ଭରସା କରିବା…
Archives


