ସମ୍ପାଦକୀୟ

ଏଇ ଭାରତରେ

ଭଲ ଚାକିରି ଓ ଭଲ ଜାଗାରେ ବାହା ହୋଇ ଘରସଂସାର କରିବା ଲାଗି ସ୍ବପ୍ନ ଦେଖନ୍ତି ଯୁବପିଢି। କିନ୍ତୁ ସ୍ବାଧୀନତା ପ୍ରାପ୍ତିର ଦୀର୍ଘବର୍ଷ ପରେ ମଧ୍ୟ ରାସ୍ତା ଓ ପାଣି ଅଭାବରୁ ଏମାନେ ଅବିବାହିତ ରହିବା କଥା ବିଶ୍ୱାସ ହେଉ ନ…

ବିଦେଶ ତାଲିମ କମିବ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଡୋମେଷ୍ଟିକ ଫଣ୍ଡିଂ ଅଫ୍‌ ଫରେନ୍‌ ଟ୍ରେନିଂ (ଡିଏଫ୍‌ଏଫ୍‌ଟି) ନୀତି ଅଧୀନରେ ପ୍ରଶାସକମାନଙ୍କୁ ବିଦେଶକୁ ପଠାଇ ପ୍ରଶିକ୍ଷଣ ଦେବାରେ ବ୍ୟୟ ବୃଦ୍ଧି ହେଉଥିତ୍ବା ଯୋଗୁ ମୋଦି ସରକାର ଏହାକୁ କମାଇବାର ସମ୍ଭାବନା ଦେଖାଦେଇଛି। ୨୦୧୮-୧୯ରେ ସରକାର ୩୩୨…

ପିଲାଙ୍କୁ ଅବୋଧ୍ୟ ବୁଢ଼ାଙ୍କ ଭାଷା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ବେଳେ ବେଳେ ଆମେ ଶୁଣିବା ପୁରୁଖା ଲୋକମାନେ ଏହିପରି କଥାବାର୍ତ୍ତା ହେଉଥିବେ- ଆଗେ ଶସ୍ତା ଯୁଗ ଥିଲା। ଭରଣେ ଧାନ ବିକିଲେ ଭରିଏ ସୁନା କିଣି ହେଉଥିଲା। ଏସନ ପାଳକ ଏପରି ହେଲା ଲଘୁଧାନ ଅମଳ ୮…

ସେଦିନ ଶୌଚାଳୟରେ

ଅଞ୍ଜନ ଚାନ୍ଦ ନାଟୁବାବୁଙ୍କୁ ଅଦ୍ଭୁତରୋଗ। ବେଳେବେଳେ ଶୋଇଯିବେ ଯେ ଆଉ ଉଠିବେ ନାହିଁ। ଦିନେ ସେମିତି ଶୋଇଲେ। ଯେତେ ଯାହା କଲେ ଉଠିଲେ ନାହିଁ। ଡାକ୍ତର ଆସି ପରୀକ୍ଷା କଲେ। କହିଲେ, ସେ ଆଉ ନାହାନ୍ତି। ତାଙ୍କ ସ୍ତ୍ରୀ ବିକଳ ସ୍ବରରେ…

ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ. ମୋନିକା ଜୈନ। ରାଜସ୍ଥାନର ଉଦୟପୁର ସହରର ୨୭ ନମ୍ବର ଓ୍ବାର୍ଡର କାଉନ୍‌ସିଲର ମୋନିକା ଏବେ…

ଆଜିର ଅର୍ଥନୀତି/ ମିଛ ମାନ୍ୟତା

ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍ସେସ୍‌ (ଜିଏସ୍‌ପି) ଯୋଜନାରୁ ବାଦ୍‌ ଦେବାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ପାଇଁ ଆମେରିକା ଭାରତକୁ ଏକ ‘ବିକଶିତ ଅର୍ଥନୀତି’ର ଦେଶ ଭାବେ ବର୍ଗୀକୃତ କରିଛି। ଉକ୍ତ ଯୋଜନା ଅନୁସାରେ ବିକାଶଶୀଳ ଦେଶଗୁଡ଼ିକୁ ଆମେରିକା ଶୁଳ୍କମୁକ୍ତ ପ୍ରବେଶ (ଆକ୍ସେସ୍‌)…

ପରିବେଶ ଅନୁକୂଳ ବିକଳ୍ପ ଇନ୍ଧନ ଉପରେ ଗୁରୁତ୍ୱ

ଧର୍ମେନ୍ଦ୍ର ପ୍ରଧାନ ଆମ ସମସ୍ତଙ୍କୁ ଅଳ୍ପ-ବହୁତ ବିଶ୍ୱତାପନର ଗୁରୁତର ପରିଣାମ ଭୋଗିବାକୁ ପଡ଼ୁଛି। ଭୂପୃଷ୍ଠର ତାପମାତ୍ରା ଅତି ସାମାନ୍ୟ ପରିମାଣରେ, ମାତ୍ର ୦.୩ରୁ ୧.୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିର ଗମ୍ଭୀର ପ୍ରଭାବ ମଧ୍ୟ ଆମ ଉପରେ ପଡ଼ୁଛି। ଉଦାହରଣ ସ୍ବରୂପ ନିକଟରେ…

ତସ୍ମୈ ଶ୍ରୀ ଶିଷ୍ୟବେ ନମଃ

ତୁଳସୀଦାସ ମିଶ୍ର ପାଠ ନ ଜାଣିଲେ ବୋଲି ଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷକ ଜଣେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ‘କହି ଦେଉଥାଏ ପରକୁ, ବାଟ ନ ଦିଶଇ ନିଜକୁ’ ଆପ୍ତ ବାକ୍ୟଟି ବୋଧହୁଏ ଏଇ ଗୁରୁଜୀଙ୍କ ପାଇଁ ତିଆରି ହୋଇଥିଲା।…

ଏଇ ଭାରତରେ

ନିଜେ ଉଚ୍ଚତର ଶିକ୍ଷା ହାସଲ କରିନାହାନ୍ତି, କିନ୍ତୁ ଗଁାର ପିଲାମାନେ କିପରି ତାହା ଲାଭ କରିବେ ସେଥିପାଇଁ ଜଣେ କୃଷକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ଏହିପରି ଜଣେ କୃଷକ ହେଉଛନ୍ତି ମଧ୍ୟପ୍ରଦେଶ ବିଦିଶା ଜିଲାର କମଳ ସିଂ ଧାକଡ଼।…

ବେଆଇନ ମାଂସ ଶିଳ୍ପ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ସାରା ଦେଶରେ ବେଆଇନ ‘ଶୀତଳ ଭଣ୍ଡାର’ ଓ ‘ମାଂସ ପ୍ରକ୍ରିୟାକରଣ’ ଶିଳ୍ପଗୁଡିକର ଏକ ର଼୍ୟାକେଟ୍‌ ଚାଲିଛି। ଗତବର୍ଷକର୍ନାଟକର ବେଲାଗାଭି ଅଞ୍ଚଳର ଲୋକଙ୍କ ଅନୁରୋଧ ରକ୍ଷା କରି ମୁଁ ସେଠାକୁ ଯାଇଥିଲି। ସେମାନେ ସେଠାରେ ଲୁଚାଚୋରାରେ କେତେକ…

ଚିନ୍ତା ବଢ଼ାଉଛି ‘ଡି’

ଈପ୍ସିତା ମହାନ୍ତି ସୁସ୍ଥ ରହିବାକୁ କିଏ ବା ନ ଚାହେଁ। ସୁସ୍ଥ ଶରୀର ପାଇଁ ଭିଟାମିନ ବା ଜୀବସାରର ଆବଶ୍ୟକତାକୁ ମଧ୍ୟ ସଭିଏ ଜାଣନ୍ତି। ଏହା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ହେଲେ ବର୍ତ୍ତମାନ ଭାରତୀୟଙ୍କ ଶରୀରରେ ଗୋଟିଏ ଭିଟାମିନର…

ରେଡିଓର ଜୟଯାତ୍ରା

ବସନ୍ତ କୁମାର ଦାସ ପ୍ରକୃତରେ ସକାଳର ରେଡିଓ ତା’ର ପ୍ରସାରଣ ଆରମ୍ଭ କରିବା ପୂର୍ବରୁ ଯେଉଁ ସ୍ବର ପ୍ରସାରିତ ହୋଇଥାଏ, ସେଥିସହ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୁପରିଚିତ। ମାର୍କୋନୀଙ୍କୁ ରେଡିଓର ଜନକ ଭାବେ ସମସ୍ତେ ଜାଣନ୍ତି, କିନ୍ତୁ ବାସ୍ତବରେ ରେଡିଓର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri