ସମ୍ପାଦକୀୟ

ଗୀତାର ପ୍ରାସଙ୍ଗିକତା

ଶରତ ଚନ୍ଦ୍ର ମିଶ୍ର ମହାଭାରତ ଯୁଦ୍ଧ କଥା ପ୍ରାୟ ସମସ୍ତେ ଜାଣନ୍ତି। ସେହି ମହାଭାରତରେ ଭୀଷ୍ମ ପର୍ବର ୩ୟ ଅଧ୍ୟାୟରୁ ୪୨ ଅଧ୍ୟାୟକୁ ‘ଭଗବତ୍‌ ଗୀତା’ ପର୍ବ ବୋଲି କୁହାଯାଏ। ଅନ୍ୟ ସମସ୍ତ ଧର୍ମପୁସ୍ତକ ଅପେକ୍ଷା ‘ଗୀତା’ ଅଧିକ ଭାବରେ ଲୋକଙ୍କ…

‘ରେବତୀ’ ଅନୁବାଦିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପାଇବାଠାରୁ ପାଠକୀୟ ସ୍ବୀକୃତି ଜଣେ ଲେଖକଙ୍କୁ ଅଧିକ ଉତ୍ସାହିତ କରିଥାଏ ବୋଲି ବହୁ ସମୟରେ ବିଭିନ୍ନ ସାହିତି୍ୟକ କହିଥାଆନ୍ତି। କିନ୍ତୁ ଯେଉଁ ଚରିତ୍ର ଆଧାରରେ ଲେଖକ ଜଣେ ବ୍ୟକ୍ତିଙ୍କ ବିଷୟରେ ଲେଖିଥିବେ…

ଏଇ ଭାରତରେ

ପଞ୍ଜାବରେ କେତେକ ସରକାରୀ ସ୍କୁଲରେ ପିଲାମାନେ ପଢିବା ସହ ସ୍କୁଲ ବଗିଚାରେ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମନ୍‌ସା ଜିଲାର ୭୦ଟି ସରକାରୀ ବିଦ୍ୟାଳୟରେ। ଏହିସବୁ ବିଦ୍ୟାଳୟର ପାଖାପାଖି ୫୦୦ ପିଲା ବିନା କୀଟନାଶକରେ…

ସମ୍ପର୍କର ଫାଇଦା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତମାସରେ କ୍ଷମତା ଅଳିନ୍ଦରେ ଦେଖିବା ଭଳି ଏକ କାର୍ଯ୍ୟ ନଜରକୁ ଆସିଥିଲା। ଜଣେ ବାବୁ ତାଙ୍କ ଝିଅ ପାଇଁ ମୁଣ୍ଡନ ଉତ୍ସବର ଆୟୋଜନ କରିଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ଜୀବନର ସାୟାହ୍ନରେ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ୨୦୧୯ ମସିହାରେ ରସାୟନ ବିଜ୍ଞାନରେ ଯେଉଁ ତିନିଜଣ ନୋବେଲ ବିଜୟୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଗୁଡ୍‌ଏନଫ୍‌, ଷ୍ଟାନ୍‌ଲେ ହ୍ବିଟ୍ଟିଙ୍ଗହମ୍‌ ଓ ଆକିରା ୟାସିନୋ। ଲିଥିୟମ-ଆୟନ-ବ୍ୟାଟେରି କ୍ଷେତ୍ରରେ ଅଭିନବ ଅବଦାନ ପାଇଁ ସେମାନେ ଏହି ଗୌରବ…

ଅଜଗରର ସ୍ନେହ

ଡ. ପଦାରବିନ୍ଦ ରଥ ଥରେ ଜଣେ ଆମେରିକୀୟ ପଶୁପ୍ରେମୀ ମହିଳା ଗୋଟିଏ ଶିଶୁ ଅଜଗରକୁ ପାଳିବାର ନିଷ୍ପତ୍ତି ନେଲେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିରୀକୃତ ନିୟମ ଅନୁଯାୟୀ ସମସ୍ତ ଔପଚାରିକତା ପରେ ଅଜଗର ଛୁଆଟିକୁ ଘରକୁ ଆଣି ଆସିଲେ। ପଶୁ ହେଉ…

ଏଇ ଭାରତରେ

ଗାଁ ଗାଁରେ ଏବେ କଥା କଥାକେ ଝଗଡା ହୋଇ ମାମଲା ଥାନାରେ ପହଞ୍ଚିଯାଉଛି। କିନ୍ତୁ ହରିୟାଣାର ଜିନ୍ଦ୍‌ ଜିଲାର ଏକ ଗାଁରେ ଆଜକୁ ୫୦ ବର୍ଷ ହେବ କୌଣସି ମାମଲା ଥାନାକୁ ନ ଯିବା ଏବେ ସାମ୍‌ନାକୁ ଆସିଛି। ପାନିପଥ ଜିଲାର…

ଆଜିର ଅର୍ଥନୀତି/ ମିଳିଲା କ’ଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତ ସାରି ମଙ୍ଗଳବାର ଆମେରିକା ବାହୁଡ଼ିଯାଇଛନ୍ତି। କିନ୍ତୁ ତାଙ୍କର ଏହି ଗସ୍ତରୁ ଆମେ ପାଇଲୁ କ’ଣ? ଏହା ଏକ ଉପଯୁକ୍ତ ପ୍ରଶ୍ନ ଯାହା ଉପରେ ଆମେ ଚିନ୍ତା କରିବା ଉଚିତ। ଅର୍ଥନୈତିକ ଦୃଷ୍ଟିକୋଣରୁ…

ବିଡ଼ମ୍ବିତ ଜୟନ୍ତୀ ପାଳନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ପୁସ୍ତକ ‘ଚେଜିଂ ଦ ରେନ୍‌ବୋ’ରେ ଲିପିବଦ୍ଧ ତାଙ୍କର ବାଲ୍ୟକାଳର ଏକ ଗ୍ରାମ୍ୟ ସ୍ମୃତିରୁ ପ୍ରବନ୍ଧକୁ ଆରମ୍ଭ କରୁଛି। ସେ ଲେଖିଛନ୍ତି, ଆମ ଗାଁ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମମାନଙ୍କରେ କେହି ମଦ୍ୟପାନ କରୁ…

ବିଷ ମଣିଷ

ଅଭିମନ୍ୟୁ ଧଳ ମଣିଷ ଅମୃତର ସନ୍ତାନ। ଜନ୍ମରୁ ପ୍ରକୃତିର ଦାନ ଅମୃତ ଜଳ, ବାୟୁ ଓ ମାଟି ସଂସ୍ପର୍ଶରେ ଆସି ଜନନୀଠାରୁ ଅମୃତ କ୍ଷୀର ପାନ କରି ସ୍ନେହ, ପ୍ରେମ ଓ ମମତାକୁ ପାଥେୟ କରି ବଢ଼ିଚାଲେ। ହସ, ଖୁସିରେ ମସ୍‌ଗୁଲ…

ଏଇ ଭାରତରେ

ପାଇଖାନା ନ ଥିବା ଘରକୁ ବୋହୂ ହୋଇ ଆସିଥିବା ଝିଅଟି ନିଜସ୍ବ ଉଦ୍ୟମରେ ଗାଁରେ ବର୍ଷକ ଭିତରେ ୨୫୦ଟି ପାଇଖାନା ନିର୍ମାଣ କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ୨୧ ବର୍ଷୀୟା କୋମଲ ହଡାଲା ଏଭଳି କାର୍ଯ୍ୟ କରି ସ୍ବଚ୍ଛ ଭାରତର…

ପ୍ରାଣୀ ଦୌଡ଼ ଓ ନିର୍ଯାତନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବୋଧହୁଏ ମଣିଷ ଶରୀରରେ ଥିବା ଦୁଇଟି ପ୍ରମୁଖ ଜିନ୍‌ ହେଉଛି ବାଜି ମାରିବାକୁ ଭଲପାଇବା ଓ ଅନ୍ୟର ଯନ୍ତ୍ରଣା ପ୍ରତି ଉଦାସୀନ ରହିବା। ମଣିଷ ଯେତେବେଳେ ଘୋଡ଼ାଦୌଡ଼ ପ୍ରଭୃତି ପ୍ରତିଯୋଗିତାର ଆୟୋଜନ କରେ ଓ ସେଥିପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri