ସମ୍ପାଦକୀୟ

ଚାପମୁକ୍ତ ଶିକ୍ଷା ବ୍ୟବସ୍ଥା

ମମତା ଶୁକ୍ଳା ପିଲାଙ୍କ ଉପରୁ ପାଠବୋଝ କମାଇବାକୁ ଓ ପିଲାଙ୍କୁ ଚାପମୁକ୍ତ କରିବାକୁ ଶିକ୍ଷାପ୍ରଣାଳୀରେ ସଂସ୍କାରମୂଳକ ପ୍ରୟୋଗମାନ କରାଯାଉଛି। ଶୈକ୍ଷିକ ଅନୁଷ୍ଠାନର ପରୀକ୍ଷାକୁ ଜୀବନର ଅନ୍ତିମ ପରୀକ୍ଷା ଭାବି ସେଥିରେ ଆଶାନୁରୂପ ଫଳ ନ ପାଇବା ଯୋଗୁଁ ଆତ୍ମହତ୍ୟା କରୁଥିବା କୋମଳମତିଙ୍କ…

ଏଇ ଭାରତରେ

ନିଜ ପଢ଼ା ଭିତରୁ ସମୟ ବାହାର କରି ଅବହେଳିତ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ଉତ୍ତରପ୍ରଦେଶର ବାଦୁନ ଜିଲାରେ ଜନ୍ମିତ ସତ୍ୟେନ୍ଦ୍ର ପାଲ। ସେ ଦିଲ୍ଲୀର ଏକ ଫ୍ଲାଏଓଭର ତଳେ ଅନୌପଚାରିକ ଭାବେ ସ୍କୁଲଟିଏ ଖୋଲି ପ୍ରତିଦିନ ବସ୍ତି ପିଲାଙ୍କୁ ୬ ବର୍ଷ…

ଆଜିର ଅର୍ଥନୀତି/ ପ୍ରୋତ୍ସାହନ ଲୋଡ଼ା

ଅର୍ଥନୀତି ଉପରେ କରୋନା ଭୂତାଣୁର ପ୍ରଭାବକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ସ୍ବରୂପ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ୟୁଏସ୍‌ ଫେଡେରାଲ ରିଜର୍ଭ) ମଙ୍ଗଳବାର ସୁଧହାର ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ମାର୍ଚ୍ଚ ୧୭-୧୮ ତାରିଖରେ ଫେଡେରାଲ ବ୍ୟାଙ୍କର ପଲିସି ବୈଠକ…

ଓଡ଼ିଶାରେ ଶୈକ୍ଷିକ ଅସଙ୍ଗତି

ଡ. ସୁବାସ ଚନ୍ଦ୍ର ପାତ୍ର ଓଡ଼ିଶାରେ ଶିକ୍ଷା ଓ ଶିକ୍ଷକ ବିପରୀତ ଦିଗକୁ ଗତି କଲା ଭଳି ଜଣାପଡ଼ନ୍ତି। ବ୍ୟବସ୍ଥା ପ୍ରଣୟନକର୍ତ୍ତା ଓ ରୂପାୟନକାରୀ ମଧ୍ୟରେ ସଂଯୋଗର ଅଭାବ ଓ ବିଶ୍ୱାସହୀନତା ଯୋଗୁ ବ୍ୟବସ୍ଥାକର୍ତ୍ତାମାନେ ଯେଉଁ ସ୍ବପ୍ନ ଦେଖାନ୍ତି ବାସ୍ତବ କ୍ଷେତ୍ରରେ…

ବିବାହ ବାହନ ବିଭ୍ରାଟ

ଡ. କୁଳାଙ୍ଗାର ବାଇଧର ବେଲେ ପଖାଳ ଖାଇ ଏଉଡି ମାରିଲା ବେଳକୁ ମୋବାଇଲି ଫୋନ୍‌ଟା କେଁ କେଁ ହୋଇ ବାଜି ଉଠିଲା। ସିଏ ହ୍ୟାଲୋ କରୁ କରୁ ସେପଟୁ ଘଡଘଡିଆ ସ୍ବରରେ କିଏ ଗୋଟେ ପଚାରିଲା- ତମେ ଥାକୁଲୁର ବାପା କହୁଛ?…

ଏଇ ଭାରତରେ

କଶ୍ମୀରର ମୁସଲମାନ ଝିଅ ଇଫରା ଓ ହରିୟାଣାର ହିନ୍ଦୁ ମହିଳା ଗୀତା ପରସ୍ପର ପରିବାରର ସଦସ୍ୟଙ୍କୁ କିଡ୍‌ନୀ ଦାନ କରି ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଇଛନ୍ତି। ପୁଲ୍‌ଓ୍ବାମା ନିବାସୀ ଜୁବେଦା ବାନୋଙ୍କ ଭଳି ହରିୟାଣା ପଞ୍ଚକୁଲାର ଯମୁନାନଗରରେ ବାସ କରୁଥିବା ଅଜୟ…

ପ୍ରାଣୀଙ୍କ ନକଲପ୍ରିୟତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରାଣୀମାନେ ଆକାର, ପ୍ରକାର ଓ ରଙ୍ଗ ପରିବର୍ତ୍ତନ କରି ଅନ୍ୟକୁ ଅନୁକରଣ ବା ନକଲ କରିବାରେ ଧୁରନ୍ଧର। ଆମେ ଯଦି ଚାଇନା ବା ଆଫ୍ରିକୀୟ ଦେଶକୁ ଯାଇ ସେ ଦେଶର ଲୋକଙ୍କ ପରି ହେବାକୁ ଚେଷ୍ଟା…

କୁଶଳୀ ମହିଳା ସମୃଦ୍ଧ ରାଷ୍ଟ୍ରର ପରିଚାୟକ

ଡ. ମହେନ୍ଦ୍ରନାଥ ପାଣ୍ଡେୟ ମାର୍ଚ୍ଚ ୮ ହେଉଛି ଏକ ବିଶେଷ ଦିନ। ପ୍ରତିବର୍ଷ ଏହି ଦିନରେ ହିଁ ମହିଳାଙ୍କ ପ୍ରତି ଆଦର ଓ ସମ୍ମାନ ବ୍ୟକ୍ତ କରିବା ଲାଗି ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ କରାଯାଇଥାଏ। ସମ୍ପ୍ରତି ଆମ ଦେଶର ମହିଳାମାନେ…

ବୁଲାକୁକୁରଙ୍କ ସ୍ମାର୍ଟ ସହର

ପ୍ରଭାତ କୁମାର ଦାସ ବନେଶ୍ୱର ସ୍ମାର୍ଟ ସହର ହେଲା ପରେ ବୁଲାକୁକୁରଙ୍କ ସଂଖ୍ୟା ଆଶାତୀତ ଭାବରେ ବଢିଛି। ସରକାର ଏ ସହରକୁ ମଳମୁକ୍ତ ସହର ବୋଲି ଘୋଷଣା କଲେଣି। ବାହାରେ ଖୋଲାଜାଗାରେ କେହି ମଳତ୍ୟାଗ କଲେ ମୋଟା ଅଙ୍କର ଜରିମାନା ଆଦାୟ…

ଏଇ ଭାରତରେ

ଶିକ୍ଷା ପ୍ରତି ଝିଅମାନଙ୍କର ଆଗ୍ରହ ବଢ଼ାଇବା ଲାଗି ଗୁଜରାଟର ଏକ ପଞ୍ଚାୟତ ଆପଣାଇଛି ଏକ ଅଜବ ଉପାୟ। ଏଠାରେ ନିର୍ମାଣ କରାଯାଉଥିବା ରାସ୍ତାଗୁଡିକର ନାମକରଣ ପଞ୍ଚାୟତର ମେଧାବୀ ଝିଅମାନଙ୍କ ନାମରେ ନାମିତ କରାଯାଇ ସେମାନଙ୍କୁ ସମ୍ମାନ ଦିଆଯାଉଛି। ଏମିତି ଘଟଣା ଦେଖିବାକୁ…

କରୋନାର ନାଗରିକତ୍ୱ

କରୋନା ଭୂତାଣୁ ଅଦ୍ୟାବଧି ୩,୦୦୦ ଲୋକଙ୍କ ପ୍ରାଣ ନେଇ ସାରିଥିବା ବେଳେ ବିଶ୍ୱବ୍ୟାପୀ ୯୦,୦୦୦ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଭୂତାଣୁ ୭୨ ଦେଶକୁ ବ୍ୟାପିଗଲାଣି। ଭାରତର ଦିଲ୍ଲୀ ଓ ତେଲଙ୍ଗାନାରେ ୨ଟି ସଦ୍ୟ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ…

ଜନହିତ ଓ ବିଜ୍ଞାନ

ଇଂ. ମାୟାଧର ସ୍ବାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ୭୪ ବର୍ଷର ଜଣେ ମହିଳା ଟେଷ୍ଟ ଟ୍ୟୁବ୍‌ ପଦ୍ଧତିରେ ଦୁଇଟି ଯମଜ ଶିଶୁ ଜନ୍ମ ଦେଲେ। ବୃଦ୍ଧ ଦମ୍ପତିଙ୍କ ବିବାହ ୫୦ ବର୍ଷରୁ ଅଧିକ ବର୍ଷ ତଳେ ହୋଇଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri