ସମ୍ପାଦକୀୟ

ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ କ୍ୟାଟେରିନା ସାକେଲାରୋପୋଲୋଉ ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ୧୩ ମାର୍ଚ୍ଚ,୨୦୨୦ରେ ଶପଥ ନେଇଛନ୍ତି। ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ। ଗତ ଜାନୁୟାରୀରେ ୩୦୦ ଜଣିଆ ପାର୍ଲାମେଣ୍ଟ ସଦସ୍ୟଙ୍କ ମଧ୍ୟରୁ ୨୬୧ ଜଣଙ୍କ…

ଏଇ ଭାରତରେ

ଗୁଜରାଟର ଜଣେ ପ୍ରଧାନଶିକ୍ଷକ ଜୈବିକ କୃଷି ମାଧ୍ୟମରେ ପିଲାଙ୍କ ଉପସ୍ଥାନ ଶତ ପ୍ରତିଶତରେ ପହଞ୍ଚାଇବାରେ ସଫଳ ହେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହି ପ୍ରଧାନଶିକ୍ଷକ ହେଉଛନ୍ତି ନରେନ୍ଦ୍ର ଚୌହାନ। ୨୦୧୧ରେ ସେ ବଡୋଦରାର ଭାୟାଦପୁର ପ୍ରାଇମେରୀ ସ୍କୁଲ୍‌ରେ ଯୋଗଦେଇଥିତ୍ଲେ। ସେତେବେଳେ ପିଲାମାନେ…

ଭିଆଇପିଙ୍କ ଜବରଦଖଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ସୋସିଆଲ ମିଡିଆର ନିରନ୍ତର ଦୃଷ୍ଟିକୁ ଏଡ଼ାଇ ଭୁଲ୍‌ଭାଲ୍‌ କାମ କରି ରାଡାର୍‌ ତଳେ ଖସିଯିବା ଏଣିକି ବାବୁମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଏହାର କଡା ଯାଞ୍ଚରୁ କେହି ରକ୍ଷା ପାଇପାରିବେ ନାହିଁ, ଯେମିତି ଉତ୍ତରପ୍ରଦେଶର ପୂର୍ବତନ…

ଶାସନର ଜାଲ, ଜାଲର ଶାସନ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ଟୁଇଟରରେ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଗୋଟେ ସୂଚନା ଯେ ସମାଧାନର ବାଟକୁ ଏତେ ଶୀଘ୍ର ଖୋଲିଦେବ ତାହା ଟୁଇଟ ପଠାଇବା ପୂର୍ବରୁ ଚନ୍ଦନପୁର ଗ୍ରାମବାସୀ ହୁଏତ ଭାବି ବି ନ…

ଗାଈ ଖାଇଲେ ଫେରାଦି

ମନ-ମାନଚିତ୍ର/ ଡ. ନରହରି ବେହେରା ଦୁଲେଇ ନାନୀର ଗାଈ ମିଟିର ଗୁଣ ବିଷୟରେ ଆମ ଗାଁର ଯାହାକୁ ପଚାରିଦେଲେ ସେ ନିମିଷକେ ବିନା ପ୍ରସ୍ତୁତିରେ ଓଗାଳି ପକେଇବ। ମିଟିକୁ ନେଇ ଆମ ଗାଁରେ ଅନେକ ଚର୍ଚ୍ଚା। କଳା ଚିକ୍‌ ଚିକ୍‌ ଡଉଲ…

ଏଇ ଭାରତରେ

ମୁମ୍ବାଇର ସବିତା ରାଓ ନାମ୍ନୀ ଜଣେ ମହିଳା ପଲିଥିନ୍‌ମୁକ୍ତ ତଥା ସ୍ବଚ୍ଛ ପରିବେଶ ଲାଗି ଅଣ୍ଟା ଭିଡ଼ିଛନ୍ତି। ୨୦୧୩ରେ ‘କ୍ଲିନ୍‌ ପ୍ଲାନେଟ୍‌’ବ୍ରାଣ୍ଡ୍‌ ଆରମ୍ଭ କରି ପରିବେଶ ଉପଯୋଗୀ ବହୁ ଟେକ୍ସଟାଇଲ ପ୍ରଡକ୍ଟ ପ୍ରସ୍ତୁତ କରୁଛନ୍ତି। ମୁଖ୍ୟତଃ ପରିବା ଓ ତେଜରାତି ଜିନିଷ…

ଆଜିର ଅର୍ଥନୀତି/ୟେସ୍‌ ବିପର୍ଯ୍ୟୟ

ୟେସ୍‌ ବ୍ୟାଙ୍କ ହେଉଛି ଏକ ବୃହତ୍‌ ଆଧୁନିକ ଘରୋଇ ବ୍ୟାଙ୍କ। ୨୦୦୪ରେ ରାଣା କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ ହେବା ପରଠାରୁ ଏକ ସଫଳ ଉଦ୍ୟୋଗରେ ପରିଣତ ହେବା ଲାଗି ଯାହା ଯାହା ଲକ୍ଷଣ ଦରକାର ସେସବୁ ଏଥିରେ ଦେଖିବାକୁ ମିଳୁଥିଲା। ପ୍ରାୟ…

ଋଣ ଏକ ଧାରୁଆ ଅସ୍ତ୍ର

ନଟବର ଖୁଣ୍ଟିଆ ଋଣକରି ବିକାଶକୁ ତ୍ୱରାନ୍ବିତ କରିବା ପ୍ରକ୍ରିୟା ଆଜିର ନୁହେଁ- ମଣିଷ ସଭ୍ୟତା ଆରମ୍ଭରୁ ଏହା ରହିଆସିଛି। ପ୍ରାଚୀନ ଗ୍ରୀସ୍‌ ଓ ରୋମ୍‌ ସଭ୍ୟତା କଥା କୁହନ୍ତୁ ଅବା ଭାରତୀୟ ବୈଦିକ ସଭ୍ୟତା, ଋଣପ୍ରଥା ସେସବୁ ସଭ୍ୟତାରେ ଥିଲା। କୌଟିଲ୍ୟ…

ଏପାରି-ସେପାରି

ତୁଳସୀଦାସ ମିଶ୍ର ରାଜନୀତି ଆଜ୍ଞା ଏପାରି-ସେପାରି କଥା। ଏପାରି ମାନେ ସରକାର ଏବଂ ସେପାରି ମାନେ ବିରୋଧୀ। ଆଉ ଆମ ରାଜନେତାମାନଙ୍କ ହିସାବ ବି ଅତି ସହଜ ଓ ସରଳ। ଏପାରିରେ ସରକାରରେ ଥିଲେ ଖୋଳ କର, ସେପାରିରେ ବିରୋଧୀରେ ବସିଲେ…

ଏଇ ଭାରତରେ

ଅଲ୍ଲାମା ଇକ୍‌ବାଲ୍‌ଙ୍କ ସଙ୍ଗୀତର ପ୍ରତ୍ୟେକ ପଂକ୍ତିରେ ଭରି ରହିଥିବା ରାଷ୍ଟ୍ରୀୟ ଭାବନା ସ୍ପର୍ଶ କରିଛି ଧର୍ମନଗରୀ ଅଯୋଧ୍ୟାର ଏକ ଜେଲ୍‌ରେ ବନ୍ଦୀ ଥିବା ଅଶ୍‌ରଫ ଅଲିଙ୍କୁ। ସେ ନିଜ ତୂଳୀରେ ରାମାୟଣର ଭିତ୍ତିଚିତ୍ର ଆଙ୍କି ଆଧ୍ୟାମତ୍ିକ ସଦ୍‌ଭାବର ଏକ ନିଆରା ଉଦାହରଣ…

କୁକୁଡ଼ାମାଂସ ଓ ବୀଜାଣୁ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବିଭିନ୍ନ ସମୟରେ ରାସ୍ତାକଡ଼ରୁ ବେଆଇନ ଖୋଖା (ତାରଜାଲିରେ ନିର୍ମିତ ବାକ୍ସ) ଭିତରେ ବସି ତାଙ୍କ ସାଥୀଭାଇଙ୍କ ମୁଣ୍ଡକାଟ ଦୃଶ୍ୟ ଦେଖୁଥିବା କୁକୁଡାଙ୍କୁ ମୁଁ ଉଦ୍ଧାର କରେ। କିଛିବର୍ଷ ପୂର୍ବେ ଲୋକ ସଭାରେ ଗୃହୀତ ପୌର ଆଇନ…

ବାହ୍ୟ ମଳମୁକ୍ତ ଗ୍ରାମ

ବିଚିତ୍ର ବିଶ୍ୱାଳ ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଣ୍ଟ ଫଳକ ସମସ୍ତଙ୍କ ନଜରରେ ପଡ଼ୁଥିବ ନିଶ୍ଚୟ। ପ୍ରାୟ ଚାରି ଫୁଟ୍‌ ଉଚ୍ଚର ଏହି ସିମେଣ୍ଟ ଫଳକ ଅଧିକାଂଶ ଗାଁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri