ସମ୍ପାଦକୀୟ

ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତିତ ଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ମୁମ୍ବାଇର ଶିଶିର ଜୋଷୀ ସଂକ୍ରମଣ ରୋକିବାକୁ ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକମାନଙ୍କୁ ତେଜରାତି ଜିନିଷଠାରୁ ଆରମ୍ଭ କରି ଓଷଧ ଆଦି…

କୌତୂହଳ ପାଲଟୁଛି

ତଥାଗତ ସତପଥୀ କରୋନା ଭାଇରସ୍‌କୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଭାରତବ୍ୟାପୀ ୨୨ ମାର୍ଚ୍ଚରେ ‘ଜନତା କର୍ଫ୍ୟୁ’ ପାଳନ କରାଯାଇଛି। ଜନସାଧାରଣ ନିଜକୁ ଘରେ ଆବଦ୍ଧ କରି ରଖିଥିଲେ। ରାସ୍ତାଘାଟ ଶୂନଶାନ୍‌ ରହିଥିଲା। ତେବେ ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀଙ୍କ…

ମାନବ ସମାଜ ପାଇଁ ବଡ଼ ଆହ୍ବାନ

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଯେଉଁ ମାନବ ଜାତି ନିଜକୁ ସବୁଠାରୁ ଅଧିକ ବୁଦ୍ଧିମାନ, କ୍ଷମତାଶାଳୀ ବିବେଚନା କରୁଥିଲା, ତାହା ଆଜି ନିଜକୁ ସମ୍ପୂର୍ଣ୍ଣ ଅସହାୟ ମଣୁଛି।…

ଶହୀଦ ଭଗତ୍‌ ସିଂଙ୍କ ବିଚାରର ପ୍ରାସଙ୍ଗିକତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗତ୍‌ ସିଂ ଓ ତାଙ୍କର ଦୁଇ ସାଥୀ ସୁଖଦେବ ଓ ରାଜଗୁରୁଙ୍କୁ ଲାହୋରର କେନ୍ଦ୍ରୀୟ କାରାଗାରରେ ଫାଶୀ ଦେଇଥିଲେ। ଦେଶର ସ୍ବାଧୀନତା ଓ…

ଏଇ ଭାରତରେ

ଏକ ଡାକ୍ତର ଦମ୍ପତି ଆଦିବାସୀଙ୍କ ବିକାଶ ଲାଗି କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଡା. ଏମ୍‌. ରେଗି ଏବଂ ଡା. ଲଳିତା ରେଗି ତାମିଲନାଡୁର ଧରମପୁରୀ ଜିଲାର ସିଟିଲିଙ୍ଗରେ ବାସ କରୁଥିବା ଯାଯାବର ଲାମ୍ବାଡି ସମ୍ପ୍ରଦାୟର ପ୍ରାୟ ୧ ଲକ୍ଷ…

ମହାମାରୀର ଭୟାବହତା

ଆକାର ପଟେଲ ୧୮୭୨ର ପ୍ରଥମ ଜନଗଣନାରେ ଭାରତର ଜନସଂଖ୍ୟା ଥିଲା ୨୦,୬୧,୬୨,୩୬୦। ଅର୍ଥାତ୍‌ ଆଜିର ବାଂଲାଦେଶ ଓ ପାକିସ୍ତାନକୁ ମିଶାଇ ଉପମହାଦେଶରେ ଜନସଂଖ୍ୟା ଥିଲା ୨୦.୬୧ କୋଟି। ୧୮୮୧ ମସିହାରେ, ଏହା ୨୩ ପ୍ରତିଶତ ବୃଦ୍ଧି ପାଇ ୨୫.୩୮ କୋଟିରେ ପହଞ୍ଚିଥିଲା।…

ନମସ୍ତେ, ଖୁସିରେ ରୁହ ସମସ୍ତେ

ପ୍ରକାଶ ତ୍ରିପାଠୀ ଭାରତୀୟ ସଭ୍ୟତା, ସଂସ୍କୃତି, ପରମ୍ପରା ଓ ଚଳଣି କ’ଣ ଏତେ ଖରାପ ଯେ ତାକୁ ତ୍ୟାଗକରି ବିଦେଶୀ ସଂସ୍କୃତିକୁ ଆମେ ଆପଣେଇବା? ଘର ଭିତରକୁ ପଶୁ ପଶୁ ମିଶ୍ରବାବୁଙ୍କ ଏପରି ପ୍ରଶ୍ନ ଶୁଣି ପଚାରିଲି-ଆପଣ କେଉଁ ପ୍ରସଙ୍ଗରେ ଏପରି…

ଗଣିତ ଜଗତର ନକ୍ଷତ୍ର

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ଗଣିତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ୨୦୨୦ର ଏବେଲ ପୁରସ୍କାର ହିଲେଲ (ହ୍ୟାରି)ଫର୍ଷ୍ଟାଇନବର୍ଗଙ୍କୁ ପ୍ରଦାନ କରାଯାଇଛି। ତାଙ୍କ ସହ ରୁଷୀୟ -ଆମେରିକୀୟ ଗଣିତଜ୍ଞ ଗ୍ରିଗୋରୀ ମାର୍ଗୁଲିସ ମଧ୍ୟ ଏହି ପୁରସ୍କାର ଲାଭ କରିଛନ୍ତି। ପ୍ରତିବର୍ଷ ବିଶ୍ୱର ଏକ…

ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ବେଙ୍ଗାଲୁରୁର ମହିତା ନାଗରାଜ ବରିଷ୍ଠ ନାଗରିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି। କରୋନା ଯୋଗୁ ବାହାରକୁ ବାହାରି ପାରୁ ନ ଥିବା ବରିଷ୍ଠ ନାଗରିକମାନଙ୍କୁ ସେ ଆବଶ୍ୟକ ସାମଗ୍ରୀ ଯୋଗାଇ…

ଅଡିଓ ବିବାଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ (ଏସ୍‌ବିଆଇ)ର ଅଧ୍ୟକ୍ଷ ରଜନୀଶ କୁମାର ଏବଂ ଅନ୍ୟ ବ୍ୟାଙ୍କ ଅଧିକାରୀଙ୍କୁ ଗାଳିଦେବାର ବିବାଦୀୟ ଅଡିଓ କ୍ଲିପ୍‌ ଉପରେ ଏବେ ତଦନ୍ତ କରାଯିବ। ପ୍ରକାଶ୍ୟ ଯେ, ଅଡିଓ କ୍ଲିପ୍‌ ବାହାରକୁ…

ସାମାଜିକ ରେଜିଷ୍ଟ୍ରି ଓ ସମଗ୍ରମ୍‌

କୁମାରସମ୍ଭବ ଶ୍ରୀବାସ୍ତବ ତେଲଙ୍ଗାନା ରାଜ୍ୟ ସରକାର ଆଧାର ଉପରେ ନିର୍ଭର ନ କରି ଭାରତର ୧୩୦ କୋଟି ବାସିନ୍ଦାଙ୍କ ୩୬୦-ଡିଗ୍ରୀ ପ୍ରୋଫାଇଲ ନିର୍ମାଣ ପାଇଁ ମୋଦି ସରକାରଙ୍କୁ ଏକ ଇଣ୍ଟ୍ରୁସିଭ୍‌ ଓ ସର୍ଚ୍ଚେବ୍‌ଲ ଡାଟାବେସ୍‌ ନିର୍ମାଣ କରିବାରେ ସାହାଯ୍ୟ କରିବାକୁ ପ୍ରସ୍ତାବ…

ସଭିଙ୍କ ପାଇଁ ଶୁଦ୍ଧଜଳ

ବିଭୁପ୍ରସାଦ ମହାପାତ୍ର “Water is life’s matter and matrix, mother and medium. There is no life without water.” ଜଳ ହେଉଛି ଜୀବନର ଜନନୀ ଓ ଆଧାର, ମାତା ଓ ମାଧ୍ୟମ। ଜଳ ବିନା ଜୀବନ ଅସମ୍ଭବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri