ଜିଲା ଶାସନ ଓ ଭାରତ
ଶରତ ଚନ୍ଦ୍ର ମିଶ୍ର ଆମ ଦେଶରେ ଜିଲା ସ୍ତରରେ ପ୍ରତିନିଧିମୂଳକ ନିର୍ବାଚିତ ସରକାର ଏ ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇପାରି ନାହିଁ। ବ୍ରିଟିଶ ବାଣିଜି୍ୟକ ସାମ୍ରାଜ୍ୟବାଦୀଙ୍କ ସ୍ବାର୍ଥରକ୍ଷା ନିମନ୍ତେ ଯେଉଁ ଶାସନ କଳ ସୃଷ୍ଟି କରାଯାଇଥିଲା, ତାହା ଏ ପର୍ଯ୍ୟନ୍ତ ବଳବତ୍ତର ରହିଆସିଛି।…
ବଳାତ୍କାର ବନାମ ପୁରୁଷତ୍ୱ ହ୍ରାସ
ଡ. ରମେଶ ଚନ୍ଦ୍ର ପରିଡ଼ା ଆମ ପ୍ରଚଳିତ ପରମ୍ପରାରେ ନୈତିକତା ସମୃଦ୍ଧ ମୂଲ୍ୟବୋଧ ନାରୀକୁ ସମାଜରେ ଏକ ଉଚ୍ଚ ସମ୍ମାନାସ୍ପଦ ଆସନ ଦେଇ ଆସିଛି। ସେଥିପାଇଁ ଆମେ କହିଆସିଛୁ ଯେ, ଯେଉଁଠି ନାରୀମାନେ ପୂଜା ପାଆନ୍ତି ସେଠି ଦେବତାଙ୍କର ଆବିର୍ଭାବ ଘଟେ।…
ଏଇ ଭାରତରେ
ଘରେ ପ୍ଲାଷ୍ଟିକ୍ ଉପକରଣର ବ୍ୟବହାର କମ୍ କରି ପ୍ରଦୂଷଣ ଦୂର କାରିବା ଲାଗି ଆସାମର ଜଣେ ବ୍ୟକ୍ତିଙ୍କ ଉଦ୍ୟମ ପ୍ରଶଂସନୀୟ। ଗୁଆହାଟୀ ନିବାସୀ କେଶବାନନ୍ଦ ବୋରା ବାଉଁଶରେ ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ତିଆରି କରି ପ୍ଲାଷ୍ଟିକ୍ ପ୍ରଦୂଷଣ ଦୂର କରିବାର…
କରୋନା ଓ ପୋଷା ପ୍ରାଣୀ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବର୍ତ୍ତମାନ ଆପଣଙ୍କର କରୋନା ଭୂତାଣୁ ସମ୍ପର୍କରେ ପଢ଼ି ପଢ଼ି ବା ଶୁଣି ଶୁଣି ବିରକ୍ତି ଆସିଯିବଣି। ଅର୍ଥନୀତି, ବୈଦେଶିକ ବ୍ୟାପାର, ଦୋକାନ ବଜାର ସବୁ ବନ୍ଦ। କାହାର ଛିଙ୍କ କିମ୍ବା କାଶରୁ ଆସୁଥିବା ବିପଦ ସାମ୍ନାରେ…
ଅଯଥା ନୁହେଁ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ
ବିଚିତ୍ର ବିଶ୍ୱାଳ କିଛିଦିନ ତଳେ ବହୁଳ ପ୍ରଚାରିତ ଏକ ଖବର ଅନୁସାରେ ଜାପାନ ସରକାର ଜଣେ ମାତ୍ର ଯାତ୍ରୀ ପାଇଁ ଗୋଟିଏ ଟ୍ରେନ୍କୁ ଏକ ନିର୍ଦ୍ଦିଷ୍ଟ ଷ୍ଟେଶନ୍ ପର୍ଯ୍ୟନ୍ତ ଆଗକୁ ଚଳାଉଥିଲେ। ସେହି ଯାତ୍ରୀ ଜଣକ ଜଣେ ଦଶମ ଶ୍ରେଣୀର ଛାତ୍ରୀ…
ନିଷ୍ଠାପର ପ୍ରୟାସ ଲୋଡ଼ା
ସବ୍ୟସାଚୀ ଅମିତାଭ ୭ ବର୍ଷ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହୋଇଛି। ଦେଶର ମହିଳାଙ୍କ ସୁରକ୍ଷା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି। ଆଇନ ବଦଳିଛି, ଦଣ୍ଡ କଠୋର ହୋଇଛି, ତେବେ ବି ଦେଶର ଅନେକ ରାଜ୍ୟରେ ନିର୍ଭୟା…
ଏଇ ଭାରତରେ
ସେବା କରିବାରେ ସବୁଠାରୁ ଅଧିକ ଆନନ୍ଦ ମିଳିଥାଏ, ଏ କଥା ହୁଏତ ଅନୁଭବ କରିଛନ୍ତି ସରିତା କାଶ୍ୟପ। ସେ ଚାକିରି ଛାଡି ରାସ୍ତାକଡ଼ରେ ରହୁଥିବା ପିଲା ଓ ଭିକାରିଙ୍କୁ ଖାଇବାକୁ ଦେଉଛନ୍ତି। ସରିତା ରହୁଛନ୍ତି ଦିଲ୍ଲୀର ମୀରାବାଗ୍ରେ। ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ସେଲ୍ସଓ୍ବିମ୍ୟାନ…
ଭୟ ଖାଉଛି
କୋଭିଡ୍-୧୯ ବିଶ୍ୱ ଆତଙ୍କ ଭାବେ ଉଭା ହୋଇଛି ବୋଲି ବାରମ୍ବାର ପ୍ରଚାର କରାଯାଉଛି। ଭାରତରେ ଏହି ସଂକ୍ରମଣ ଅଦ୍ୟାବଧି ୧୦ ଜଣଙ୍କ ଜୀବନ ନେଇଛି। କିନ୍ତୁ ସୋସିଆଲ ମିଡିଆ ଓ ସରକାରୀ ଭାବେ ଯେଭଳି ଏହାକୁ ନେଇ ଉଠାପକା ଚାଲିଛି, ଜନସାଧାରଣ…
ସରକାର ବିଳମ୍ବ ନ କରନ୍ତୁ
ତତ୍ତ୍ୱ ଓ ତର୍କ/ବିମଳ ପାଣ୍ଡିଆ ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୨୩ ଭିତରେ ଭାରତର ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ‘ସେନ୍ସେକ୍ସ’ ୪୧,୩୯୯ରୁ ୨୫,୯୮୧କୁ ଖସି ସାରିଥିଲା। ମାସକ ଭିତରେ ନିବେଶକାରୀଙ୍କ ୩୭% ପୁଞ୍ଜି ଡୁବି ସାରିଥିଲା। ଆକ୍ସିସ ବ୍ୟାଙ୍କ, ରିଲାଏନ୍ସ…
ପ୍ରତିରୋଧକ ଶକ୍ତି ପରୀକ୍ଷା ଓ ଅର୍ଥନୀତି
ମାର୍କ ରୋ କରୋନା ଭୂତାଣୁଜନିତ ମହାମାରୀ ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେବା ସହ ଷ୍ଟକ୍ ମାର୍କେଟରେ ପତନ ଘଟାଇଛି ଏବଂ ବେକାରୀ ବୃଦ୍ଧି କରିଛି। ଏଭଳି ସ୍ଥିତିରେ ନୀତି ନିର୍ଦ୍ଧାରକମାନେ ଆର୍ଥିକ ଅବନତିକୁ ରୋକିବା ସହ ଏହି ରୋଗକୁ କିପରି ସାମ୍ନା…
ଏଇ ଭାରତରେ
ଭାରତରେ କରୋନା ଭାଇରସ୍ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ପ୍ରଶାସନ ପୂରା ଦମ୍ରେ ଏହାକୁ ପ୍ରତିରୋଧ କରିବା ପାଇଁ ଲାଗିପଡିଛି। ପ୍ରତିଷେଧକ ବ୍ୟବସ୍ଥା ଆବିଷ୍କାର କରାଯାଇ ନ ଥିବାରୁ ପ୍ରତିରୋଧ କିଭଳି କରାଯାଇପାରିବ ସେଥିଲାଗି ମଧ୍ୟପ୍ରଦେଶର…
ଅସମୟରେ ଲାଭ
କରୋନା ଭାଇରସ୍ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍ରେ ଅଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ। ସରକାର କହୁଛି ଷ୍ଟେଜ୍ ୨ରେ ଦେଶ ଅଛି ବୋଲି, କିନ୍ତୁ ବାସ୍ତବ…
Archives


