କ୍ରୋଧ ସୃଷ୍ଟିକାରୀ
କେତେକ ବିଶେଷ ପରିସ୍ଥିତିରେ ସମଗ୍ର ମଣିଷ ଜାତିକୁ ଏକାଠି ହେବାକୁ ପଡ଼ିଥାଏ। ଆଜିର ସ୍ଥିତିରେ ସମ୍ମିଳିତ ଉଦ୍ୟମ ନ ହେଲେ କରୋନା ମହାମାରୀକୁ ଜିତିବା ସମ୍ଭବ ନୁହେଁ। ଦିନ ଯେତିକି ଗଡ଼ି ଚାଲିଛି ଭାରତରେ କୋଭିଡ୍-୧୯ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା…
ଭିନ୍ନ ଏକ ବିଶ୍ୱଯୁଦ୍ଧ ଓ ଭାରତ
ଜୁଲାଇ ୧୯୧୪ ମସିହା। ସର୍ବିୟାର କେତେକ ଉଗ୍ର ଜାତୀୟତାବାଦୀ ଯୁବକ ଗୁଳିକରି ମାରିଦେଲେ ଆର୍କଡିଉକ୍ ଫର୍ଡିନାଣ୍ଡ ଓ ତାଙ୍କ ପତ୍ନୀଙ୍କୁ। ସର୍ବିୟାର ସାର୍ବଭୌମତ୍ୱ ଉପରେ ଅଷ୍ଟ୍ରିଆ ଓ ହଙ୍ଗେରୀର ହସ୍ତକ୍ଷେପକୁ ବରଦାସ୍ତ କରିପାରୁ ନ ଥିଲେ ସେମାନେ। ସୁଯୋଗ ଉଣ୍ଡି ଅଷ୍ଟ୍ରିଆର…
ପାନ୍ଡେମିକ୍ କ’ଣ ଓ କେବେ ହୋଇଥିଲା
ବର୍ତ୍ତମାନ କରୋନା ଭାଇରସ୍ ‘ପାନ୍ଡେମିକ’ ସମଗ୍ର ପୃଥିବୀର ଛାତି ଥରାଇ ଦେଇଛି ା ଚାଇନାର ଉହାନ ସହରରୁ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇ ବିଶ୍ୱର ସମସ୍ତ ଦେଶକୁ ବ୍ୟାପିଗଲାଣି ା ଏହା ଏକ ନୂତନ ଭାଇରସ୍ ା ବୈଜ୍ଞାନିକମାନେ ନାମ ଦେଇଛନ୍ତି…
ଏଇ ଭାରତରେ
କେରଳରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ଜଣେ ମାଛ ଦୋକାନି ତାଙ୍କ ଅଞ୍ଚଳକୁ ଭୂତାଣୁ ମୁକ୍ତ କରିବା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା ଏକ ଉଦାହରଣ ସୃଷ୍ଟି କରିଛି। କାଞ୍ଜିରାପାଲ୍ଲୀ ସହରର ଏହି ବ୍ୟକ୍ତି ଜଣକ ହେଉଛନ୍ତି ନାଜିବ…
କ୍ୱାରାଣ୍ଟାଇନକୁ ଲୁଚିଲେ ବାବୁ
ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍ ଅନେକ ବାବୁ ଭାବନ୍ତି ଯେ,ନିୟମ ସେମାନଙ୍କ ପାଇଁ ନୁହେଁ , ତାହା କେବଳ ଅନ୍ୟମାନଙ୍କ ପାଇଁ କରାଯାଇଛି । କେରଳରେ ଜଣେ ଆଇଏଏସ୍ ଅଧିକାରୀ ବିଦେଶରୁ ଫେରିବା ପରେ ହୋମ କ୍ୱାରାଣ୍ଟାଇନକୁ ଏଡାଇଗଲେ। ପରେ ତାଙ୍କ…
ଏଇ ଭାରତରେ
ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଭୟଙ୍କର ପରିସ୍ଥିତି ନ ଉପୁଜିବା ଲାଗି ଲକ୍ଡାଉନ୍କୁ ବି କଡ଼ାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା କରୋନାକୁ ମୁକାବିଲା କରିବା ଲାଗି କେତେ ପ୍ରସ୍ତୁତ ତାହାକୁ ନେଇ ସଭିଙ୍କ ମନରେ…
ଅସମାନତାର ପାଚେରି
ନାରାୟଣ ପଣ୍ଡା ବିଶ୍ୱ ଜନସଂଖ୍ୟାରେ ଦ୍ୱିତୀୟ ଓ ଆୟତନରେ ସପ୍ତମରେ ଥିବା ଆମ ଦେଶ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ସମାଜବାଦୀ ରାଷ୍ଟ୍ର। ଏଠାରେ କତିପୟ ଧନଶାଳୀଗୋଷ୍ଠୀ ଯେମିତି ବିଳାସରେ ରହନ୍ତି ତତୋଽଧିକ କୋଟିଗୁଣରେ ଦରିଦ୍ରବର୍ଗ ନୈରାଶ୍ୟ ଓ ଦାରିଦ୍ର୍ୟ ମଧ୍ୟରେ ବାସ…
ଆମ ସୁରକ୍ଷା ଆମ ହାତରେ
ପ୍ରଫେସର ଶରତ ଚନ୍ଦ୍ର ରଥ ବ୍ୟବହାରିକ ଜଗତରେ ଦୁଇଟି ଜୀବନ ଅଛି। ଗୋଟିଏ ହେଉଛି ବ୍ୟକ୍ତି ଜୀବନ ଏବଂ ଅନ୍ୟଟି ହେଉଛି ସମଷ୍ଟି ଜୀବନ। ଉଭୟ ଜୀବନର ମହତ୍ତ୍ୱ ଓ ସ୍ବତନ୍ତ୍ରତା ରହିଛି। ଉଭୟ ଜୀନର ସ୍ବତନ୍ତ୍ର ଶକ୍ତି ଓ…
କାହା ସ୍ବାର୍ଥରେ ସରକାର
କେନ୍ଦ୍ର ସରକାର ଲୋକପ୍ରିୟ ସ୍ମଲ୍ ସେଭିଙ୍ଗ ସ୍କିମ୍ ବା ସ୍ବଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ କରିଛନ୍ତି। ଦେଶର ମୋଟ୍ ଜନସଂଖ୍ୟାର ପାଖାପାଖି ଅଧା ମୁଖ୍ୟତଃ ଗାଁରେ ରହୁଥିବା ଗରିବ ଏବଂ ସହରରେ ବାସ କରୁଥିବା ବରିଷ୍ଠ ନାଗରିକଙ୍କ…
ପ୍ରକୃତି ହସୁଛି
ପ୍ରକୃତି ହସୁଛି। ହସିବାର ଗୂଢ଼ ତାତ୍ପର୍ଯ୍ୟ ମଧ୍ୟ ରହିଛି, କାରଣ ଯେତେବେଳେ ସେ କହୁଥିଲା ଓ କାନ୍ଦୁଥିଲା ଯେ ମୋ ଉପରେ ଆଉ ଦାଉ ସାଧ ନାହିଁ। ମାତ୍ର ଏହି ନରରୂପୀ ରାକ୍ଷସ ମଣିଷ ଜାତି ତା’ ଉପରେ ନାହିଁ ନ…
ବାରି ବରକୋଳି
ଝିଅ ଅଳି କରି କହିଲା, ବାପା ବରକୋଳି ଆଣିବ। କଲିକତି କୋଳି ନୁହଁ, ଦେଶୀ କୋଳି। ବଜାରରେ ଆଖି ବୁଲେଇଲି। ସବୁଠି ଦେଖିଲି ବଡ ବଡ କୋଳି। ଶାକରକନ୍ଦା, ପିଜୁଳି, କମଳା, ସେଓଗୁଡ଼ିକ ଭିତରେ ତା’ର ଉପସ୍ଥିତି ଦେଖିଲି। ଠେଲା ଦୋକାନୀ…
ଏଇ ଭାରତରେ
ଭାରତରେ ଲକ୍ଡାଉନ ନିୟମ ଭଙ୍ଗ କରିବା ଅଭିଯୋଗରେ ଲୋକମାନଙ୍କୁ ପୋଲିସ ଦଣ୍ଡ ଦେବା ଦୃଶ୍ୟ ସୋସିିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କିନ୍ତୁ ଦିଲ୍ଲୀର ଜଣେ ପୋଲିସ ଅଫିସର୍ ଅବହେଳିତ ଲୋକମାନଙ୍କ ଯନତ୍ ନେବାରେ ଲାଗିଛନ୍ତି। ଡିଫେନ୍ସ କଲୋନୀରେ ଥିବା ପୋଲିସ…
Archives


