ସମ୍ପାଦକୀୟ

ଜଳ ସଂରକ୍ଷଣ ଅନିବାର୍ଯ୍ୟ

ଇଂ. ବିଦ୍ୟାଧର ପଣ୍ଡା ସନ୍ଧ୍ୟା ଭାଉଜଙ୍କ ବାପଘର ବାଲିସାହି, ସାପୁଆ ନଦୀକୂଳରେ। ପ୍ରଭାତଭାଇ ଘର ମେଘା, ମୁଣ୍ଡିଆ ଉପରେ। ବାପଘରେ ଥିଲାବେଳେ ସନ୍ଧ୍ୟା ଭାଉଜ ଦିନକୁ ତିନି ଚାରିଥର ଗାଧାଏ। ମନହେଲେ ବନ୍ଧତଳକୁ ଗଡିଗଲେ ଅକାତକାତ ପାଣି। ବାରମାସି ନଦୀରେ ସୁଅ…

ଏଇ ଭାରତରେ

ନିଜ ବୃତ୍ତିଗତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିବା ସହ ସମାଜ ତଥା ପରିବେଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ସିକିମର ଲୋମାସ ଧୁଙ୍ଗଲ ଜଣେ। ବୃତ୍ତିରେ ଶିକ୍ଷକ। ବୟସ ତାଙ୍କର ୩୫। ମାଖା…

ପ୍ରଶଂସାର ଦର

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଲାଗୁ ହେବା ପରେ ଭାରତୀୟ ଅର୍ଥନୀତିରେ ଦୁରବସ୍ଥା ଆରମ୍ଭ ହୋଇଥିଲା। ଏହାର କେତୋଟି ମାସ ପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହେବା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରବଳ ମାତ୍ରାରେ…

ନିଃସଙ୍ଗ ଜୀବନ କାହିଁକି ଦରକାର ହେଲା

ସହଦେବ ସାହୁ ଏବେ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ଏଡ଼ାଇବା ପାଇଁ ସବୁବେଳେ ମୁହଁ ଓ ନାକ ଘୋଡ଼ାଇବାର ମାସ୍କ ପିନ୍ଧନ୍ତୁ ଓ ହାତକୁ ହ୍ୟାଣ୍ଡ ସାନିଟାଇଜର୍‌ରେ ଧୁଅନ୍ତୁ ବୋଲି ସରକାର କହୁଥିଲା ବେଳେ କାହିଁକି ପ୍ରତ୍ୟେକକୁ ଅନ୍ୟମାନଙ୍କଠାରୁ ଦୂରରେ ରହିବାକୁ କହୁଛନ୍ତି?…

ପରିବେଶ ବନାମ ଆତ୍ମକୈନ୍ଦ୍ରିକତା

ଡ. ସୁବାସ ଚନ୍ଦ୍ର ପାତ୍ର ଆମେ ସମସ୍ତେ ପରିବେଶ ପ୍ରଦୂଷଣ ନେଇ ଚିନ୍ତିତ ବୋଲି ଦାବି କରୁ ବା ଛଳନା କରୁ। ଅଥଚ ଟିକେ ନିରେଖି ଦେଖିଲେ ଜଣାପଡ଼େ ଏହି ବ୍ୟଗ୍ରତା ସୁସଂହତ ନୁହେଁ, ବରଂ ଅଧିକାଂଶ କ୍ଷେତ୍ରରେ ଏହା ମଣିଷକୈନ୍ଦ୍ରିକ।…

ଏଇ ଭାରତରେ

ଲକ୍‌ଡାଉନରେ ଗରିବମାନଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇ ଦେଇ ବହୁ ବ୍ୟକ୍ତି କରୋନା ବିରୋଧୀ ଲଢେଇ ଜାରି ରଖିଥିବାବେଳେ ଏ କ୍ଷେତ୍ରରେ ବେଙ୍ଗାଲୁରୁର ଏସ୍‌.ବୀଣାଙ୍କ ଯୋଗଦାନ ବେଶ୍‌ ପ୍ରେରଣାଦାୟକ। ସେ ଜଣେ ଟ୍ରାନ୍ସଜେଣ୍ଡର। ଦେହଜୀବୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା…

ପରିବର୍ତ୍ତନ ଅପେକ୍ଷାରେ

ଭାରତରେ ଲକ୍‌ଡାଉନ ୩ ମେ’ରେ ଶେଷ ହେଉଛି। କିନ୍ତୁ ୪ ମେ’ କିମ୍ବା ଏହାପରେ ସମ୍ଭବତଃ ପରିସ୍ଥିତି ସମାନ ନ ଥିବ। ଜୁନ୍‌ରେ ସ୍କୁଲ୍‌ ଖୋଲିବାକୁ ସ୍ଥିର କରାଯାଇଛି, କିନ୍ତୁ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ୍‌କୁ ପଠାଇବେ ନାହିଁ। ଏଣୁ ଶିକ୍ଷା ବର୍ଷରେ…

ମୋର ମରିବାର ନାହିଁ

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିଥିଲେ ମଧ୍ୟ କିଏ କରିପାରେ ଏମିତି ଔଦ୍ଧତ୍ୟପୂର୍ଣ୍ଣ ଆସ୍ଫାଳନ, ‘ମୋର ମରିବାର ନାହିଁ!’ ବିଶେଷତଃ ସେଇ ସମୟରେ, ଯେତେବେଳେ ‘କରୋନା’ ନାମକ ଏକ ବିଷମ ବ୍ୟାଧି ରୂପରେ ମୃତ୍ୟୁ ତା’ର ଭୟଙ୍କର ରୂପ ନେଇ…

ଯତ୍ନଶୀଳା ମୋହିନୀ

କରୋନା ଭୂତାଣୁ, ସକ୍ରିୟ ସଂକ୍ରମିତ ଏବଂ କେତେ ଜଣଙ୍କ କେଉଁଠାରେ ପ୍ରାଣହାନି ଘଟିଲାଣି ଆଦି ସୂଚନା ଜାଣିବା ପାଇଁ ଲୋକେ ଟାକି ଅନାଇ ବସିଛନ୍ତି। ଗଣମାଧ୍ୟମ କୋଭିଡ୍‌-୧୯ ସମ୍ପର୍କିତ ଖବର ପରିବେଷଣ କରିବାରେ ବ୍ୟସ୍ତ। ଏହି ସମୟରେ ଯେଉଁମାନେ ଜୀବନକୁ ବାଜି…

ଏଇ ଭାରତରେ

ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ଅସିଥାଏ। ଏହି ଉକ୍ତିକୁ ନିଜ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି କର୍ନାଟକର କୃଷକ ଥମୈହା ପି.ପି.। ଜମି କହିଲେ ୧ ଏକର, କିନ୍ତୁ ସେଥିରେ ୩୦୦ ପ୍ରକାର ଗଛ ଲଗାଇ ବର୍ଷକୁ ୧୦ ଲକ୍ଷ ଟଙ୍କା…

ଏୟାର ଇଣ୍ଡିଆ ନୂଆ ସିଏମ୍‌ଡି ପାଇବ

ନିକଟରେ ଆପଏଣ୍ଟମେଣ୍ଟସ୍‌ କମିଟି ଅଫ୍‌ କ୍ୟାବିନେଟ (ଏସିସି) କେନ୍ଦ୍ରରେ ସଚିବ ସ୍ତରୀୟ ପଦ ପାଇବା ପାଇଁ ୨୮ ଜଣ ଆଇଏଏସ୍‌ ଅଧିକାରୀଙ୍କ ନାମ ସମ୍ବଳିତ ତାଲିକାକୁ ଅନୁମୋଦନ କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଅଂଶଧନ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ଏୟାର…

କାଳ କବଳରେ କୋଣାର୍କ

ଡ.ପ୍ରଫୁଲ୍ଲ କୁମାର ସାହୁ ଐତିହ୍ୟ ହେଉଛି ସଭ୍ୟତାର ପରିଚାୟକ। ଗୋଟିଏ ଜାତିର ଗର୍ବ ଓ ଗୌରବ। ସଭ୍ୟତା ଆରମ୍ଭରୁ ମଣିଷ ତା’ର କଳାବୋଧ ଓ ସର୍ଜନଶୀଳ ପ୍ରତିଭା ବଳରେ ଏମିତି କିଛି କୀର୍ତ୍ତି ସ୍ଥାପନ କରିଛି, ଯା’ର ସଂରଚନା ବୈଚିତ୍ର୍ୟ ଦେଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri