ସାମାଜିକ ବନ୍ଧକ
ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଋଣ ଯୋଜନା ଆରମ୍ଭ କରିଛନ୍ତି। କାଳିଆ ବା ଜଗନ୍ନାଥଙ୍କ ବଡ଼ଭାଇ ବଳରାମଙ୍କ ନାମରେ ନାମିତ ଏହି ଯୋଜନା କାଳିଆ ପରି ଏକ ଅନୁରୂପ ଯୋଜନା ବୋଲି କୁହାଯାଉଛି। ଉପରୁ ଉପରୁ ଦେଖିଲେ…
କଳାହୀରାରେ ସୁଯୋଗ
ସାରଦା ପ୍ରସାଦ କର କଳାହୀରା ଭାବରେ ଜଣାଶୁଣା କୋଇଲା ଭୂତଳର ଏକ ମୂଲ୍ୟବାନ୍ ସମ୍ପତ୍ତି। ଏହାର ଉତ୍ତୋଳନ, ବିପଣନ ଓ ଶକ୍ତିକ୍ଷେତ୍ରରେ ପ୍ରୟୋଗାମତ୍କ ବିଦ୍ୟା ଏବେ ପାରମ୍ପରିକତାଠାରୁ ଊର୍ଦ୍ଧ୍ୱକୁ ଯାଇ ଆପଣେଇଛି ଯାନ୍ତ୍ରିକ କୌଶଳ। କେନ୍ଦ୍ର ସରକାରଙ୍କ ଏକକ ମାଲିକାନା ଓ…
କିଏ ଉପାସ୍ୟ-ପ୍ରକୃତି ନା ପରମାତ୍ମା
ଶ୍ରୀ ସନ୍ନ୍ୟାସୀ ଈଶ୍ୱର ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପୃଥିବୀ, ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ସର୍ବଶକ୍ତିମାନ ଈଶ୍ୱରଙ୍କୁ କେବଳ ଭଜନକୀର୍ତ୍ତନ କରି ଆରାଧନା…
ଏଇ ଭାରତରେ
ଖାଦ୍ୟର କୌଣସି ବାଛବିଚାର ନାହିଁ, ତାହା କେବଳ ଅନ୍ୟର ଭୋକ ମେଣ୍ଟାଇ ଖୁସି ଦେଇଥାଏ ବୋଲି କହନ୍ତି କୋଏମ୍ବାଟୁର୍ର ଟ୍ରାନ୍ସଓମ୍ୟାନ୍ ସଙ୍ଗୀତା। ଏବେ ତାଙ୍କୁ ବୟସ ୬୦। ସଙ୍ଗୀତା କ୍ୟାଟରିଂ ସର୍ଭିସ ଦୀର୍ଘ ୬ ବର୍ଷ ହେବ ଚଳାଇ ଆସୁଛନ୍ତି। ପ୍ରତିଦିନ…
ପାରାମାନଙ୍କ ଅବଦାନ
ମାନେକା ଗାନ୍ଧୀ ପାରାମାନଙ୍କୁ ମୁଁ ଭାରି ଭଲ ପାଏ। ସେମାନଙ୍କ ସ୍ବର ନରମ ଓ ଛନ୍ଦଯୁକ୍ତ। ମୁଁ ସମ୍ମୁଖ ବାରଣ୍ଡାରେ ସେମାନଙ୍କ ପାଇଁ ଗୁଡ଼ିଏ ବାସ୍କେଟ୍ ରଖିଛି ଏବଂ ସେମାନେ ସେଠାରେ ଚୁପଚାପ୍ ରୁହନ୍ତି। ସେମାନେ ଖାଦ୍ୟ ମାଗନ୍ତି ନାହିଁ- ବୋଧହୁଏ…
ଆସ ଅର୍ଥନୀତିକୁ ବାଟକୁ ଆଣିବା
ଡ. ଷ୍ଟାଲିନ ମିଶ୍ର କେବଳ ନରେନ୍ଦ୍ର ମୋଦି ବା ସରକାର ଚାହିଁଲେ ଦେଶର ଅର୍ଥନୀତି ବଦଳିଯିବ ବୋଲି ଭାବିବା ଭୁଲ। ଭାରତ ବିଶ୍ୱର ସର୍ବବୃହତ୍ ପ୍ରଗତିଶୀଳ ଅର୍ଥନୀତି। ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ…
ବିଷ ବଳୟ ଓ ବିଶ୍ୱ
ଅଲେଖ ଚନ୍ଦ୍ର ସାମଲ ଓଡ଼ିଶାର ଜନଜୀବନର ଦର୍ପଣ ଭାବେ ନିଜର ସ୍ବତଃ ପ୍ରତିଷ୍ଠା ପାଇପାରିଥିବା ପ୍ରମୁଖ ଖବରକାଗଜ ନିରପେକ୍ଷ, ନିର୍ଭୀକ, ଦୈନିକ ‘ଧରିତ୍ରୀ’ କିଛି ମାସ ତଳୁ ସମାଜରେ ପ୍ଲାଷ୍ଟିକର ବ୍ୟବହାରକୁ ମୂଳୋପତ୍ାଟନ କରିବା ପାଇଁ ସମସ୍ତଙ୍କ ଭିତରେ ଏକ ଭାବଗତ…
ଏଇ ଭାରତରେ
କଲେଜରେ ପଢ଼ିବା ସହ ଗୋଟିଏ ବଖରା ଘରେ ଛତୁଚାଷ କରି ତିନିଜଣ ଛାତ୍ର ମାସକୁ ପାଖାପାଖି ୭୬ ହଜାର ଟଙ୍କା ରୋଜଗାର କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। କର୍ନାଟକ ମହୀଶୂରର ଜେଏସ୍ଏସ୍ ଏକାଡେମୀ ଅଫ୍ ହାୟର ଏଡୁକଶେନ ଆଣ୍ଡ୍ ରିସର୍ଚ୍ଚର…
ପାଣି ମାଡ଼ିଆସିଛି
ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକା ସଂଘର୍ଷ ସ୍ଥଳ ସମେତ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍ଏ) ଓ ଭାରତର ସୈନ୍ୟମାନେ ପାଖାପାଖି ଦୁଇ କିଲୋମିଟର ପଛକୁ ଘୁଞ୍ଚିଛନ୍ତି। ୧୫ ଜୁନ୍ରେ ସେଠାରେ ଉଭୟ ସେନା…
କାଳିଆ ପରେ ବଳରାମ
ନଟବର ଖୁଣ୍ଟିଆ ଓଡ଼ିଶା ସରକାର ୨୦୧୮ ଡିସେମ୍ବରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ କୃଷି ଶ୍ରମିକ ଓ ଅକର୍ମଣ୍ୟ ବୃଦ୍ଧ ଚାଷୀଙ୍କର ଆୟ ବଢ଼ାଇବା ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କଲେ। ଏହି ଯୋଜନାର ପ୍ରକୃତ ନାମ ହେଲା…
ଶିକ୍ଷାଦାନରେ ବିକଳ୍ପ
ସତ୍ୟବ୍ରତ ବାରିକ କରୋନା ଭାଇରସର ଛାଇ ଯେତେ ଲମ୍ବା ହୋଇଚାଲିଛି ସେହି ମାତ୍ରାରେ ଏହା ଆମର ବ୍ୟକ୍ତି ଓ ସାମୂହିକ ଜୀବନକୁ ଯଥାର୍ଥ ଭାବେ ପୁନଃସଂଗଠିତ କରିବାକୁ ଏବଂ ବିକଳ୍ପ ଖୋଜିବାକୁ ବାଧ୍ୟ କରିଛି। ତିନିମାସରୁ ବେଶି ଶିକ୍ଷାନୁଷ୍ଠାନ ଫାଟକରେ ତାଲା,…
ଏଇ ଭାରତରେ
ସୁ ରଟ୍ର ସ୍ନେହାଲ ପଟେଲଙ୍କୁ ୮ବର୍ଷ ହେବ ବିଦ୍ୟୁତ୍ କି ପାଣି ବିଲ ଦେବାକୁ ପଡିନି। ତାଙ୍କ ଘର ନିର୍ମାଣ ହୋଇଛି ବ୍ୟବହୃତ କାଠରେ। ଏହାକୁ ସେ ବିଭିନ୍ନ ଟ୍ରେଡର ଓ ଶିପିଂ ୟାର୍ଡରୁ ସଂଗ୍ରହ କରିଛନ୍ତି। ସ୍ନେହାଲଙ୍କୁ ଏବେ ବୟସ…
Archives


