ସମ୍ପାଦକୀୟ

ରହସ୍ୟମୟ କରୋନା

ବୈକୁଣ୍ଠନାଥ ମିଶ୍ର ପୃଥିବୀରେ ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁଆଜି ପର୍ଯ୍ୟନ୍ତ ବିଶ୍ୱବାସୀଙ୍କୁ ନାନା ବିପତ୍ତିର ସମ୍ମୁଖୀନ ହେବାକୁ ପଡିଛି। ବିପତ୍ତିମାନଙ୍କର ସୃଷ୍ଟି ଓ ସ୍ଥିତିକୁ ଦେଖି ଏହାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ- ଯଥା ଦୈବୀକୃତ ଓ ମାନବକୃତ।…

ଏଇ ଭାରତରେ

ଭାରତରେ କରୋନା ବିରୋଧୀ ଲଢ଼େଇରେ ସାଧାରଣ ଜନତା ଯଥାଶକ୍ତି ସରକାରଙ୍କୁ ସହଯୋଗ କରୁଥିବାବେଳେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ଯୋଗଦାନ ପ୍ରେରଣା ପାଲଟିଛି। ପୁଡୁଚେରିର ରାମନାଥପୁରମ୍‌ ନିବାସୀ ମଣିକନ୍ଦନ ଲକ୍‌ଡାଉନ ସମୟରେ ୨୪ ଘଣ୍ଟିଆ ଆମ୍ବୁଲାନ ସେବା ଯୋଗାଇ ଦେଉଛନ୍ତି। ରୋଗୀମାନଙ୍କୁ ହସ୍ପିଟାଲରେ…

ଲକ୍‌ଡାଉନରେ ବୁଲାପ୍ରାଣୀଙ୍କ ଯତ୍ନ

ମାନେକା ଗାନ୍ଧୀ ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଲକ୍‌ଡାଉନ ସମୟରେ ଘଟିଥିବା ଲକ୍ଷଲକ୍ଷ ଘଟଣାରୁ ମୁଁ କେତୋଟି ଅନୁଭବ କରିଛି। ମାର୍ଚ୍ଚ ୨୪ରେ ଲାକ୍‌ଡାଉନ ଘୋଷଣା ହେବାବେଳେ ସାରା ଦେଶରେ କାର୍ଯ୍ୟରତ ପ୍ରାଣୀ ସ୍ବେଚ୍ଛାସେବୀମାନଙ୍କୁ ମୋ ଫୋନ୍‌ ନମ୍ବର ଦେଇଥିଲି। ଯଦି ସାହାଯ୍ୟ…

ଭାରତୀୟ ସଂସ୍କୃତି ଓ ମହାମାରୀ

ଡା. ଗୋପାଳ ଚନ୍ଦ୍ର ଦାଶ ବିଗତ କିଛି ମାସ ଧରି ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି। ପ୍ରଭାବଶାଳୀ ଚାଇନା, ସ୍ପେନ୍‌, ଫ୍ରାନ୍ସ, ଆମେରିକା, ଇଟାଲୀ ଓ ଜର୍ମାନୀ ଆଦି ଦେଶଗୁଡ଼ିକରେ ଏହା ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି।…

ତାଲାବନ୍ଦ, ମୁଁ ଏବଂ ମୋ ପରିବାର

ଡ.ଅମିୟ କୁମାର ମହାପାତ୍ର କ୍‌ଡାଉନ୍‌ ବା ତାଲାବନ୍ଦର ଆଉ ଏକ ନୀରବ ସା । ସାରା ବିଶ୍ବରେ କରୋନାର ଅଭିଯାନ ଏବଂ ଉତ୍ପାତର ବ୍ୟାପକତା ସତେ ଯେମିତି ମାନବ ଜାତି ଡାଇନୋଶରପ୍ରାୟ ବିଲୁପ୍ତର ଦ୍ୱାର ଦେଶରେ। ଏହା ଇତିହାସର ପୁନରାବୃତ୍ତି ନୁହେଁ…

ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ପାହାଡ଼ିଆ ଅଞ୍ଚଳରେ କେଭ୍‌ଓ୍ବେଲ (ଗୁମ୍ଫା ଭଳି ଦେଖାଯାଉଥିତ୍ବା କୂଅ) ଖୋଳି ଲୋକମାନଙ୍କୁ ଚାଷକାମ ପାଇଁ ପାଣି ଯୋଗାଉଛନ୍ତି କେରଳର କୁଜମ୍ବୁ। ତାଙ୍କୁ ବର୍ତ୍ତମାନ ବୟସ ୬୭। ଦୀର୍ଘ ୫୦ ବର୍ଷ ମଧ୍ୟରେ ସେ ତାଙ୍କ ଅଞ୍ଚଳରେ ୧ ହଜାରରୁ…

ଡାକ୍ତରଙ୍କ ସୁରକ୍ଷା

କରୋନା ଭୂତାଣୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ଅନବରତ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ କେତୋଟି ବର୍ଗର ସେବାକାରୀଙ୍କୁ କରୋନା ଯୋଦ୍ଧା ବୋଲି ଆଖ୍ୟା ଦିଆଯାଇଛି ସେଥିମଧ୍ୟରେ ଡାକ୍ତରମାନେ ଆଗରେ…

କରୋନା ଲଢ଼େଇର ମହାନାୟକମାନେ

ଅନିଲ କୁମାର ବିଶ୍ୱାଳ କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ ା ସାରା ବିଶ୍ୱରେ ଏକ କଳାବାଦଲ ଛାଇ ଯାଇଛି ା ସମସ୍ତେ ଏବେ ସନ୍ଦିହାନରେ ା ଏଠି ଜୀବିକା ନୁହେଁ, ବର୍ତ୍ତମାନ ଜୀବନ ବଞ୍ଚାଇବା…

ଯଥାର୍ଥ ଶିକ୍ଷିତ

ଦ୍ୱିତୀ ଚନ୍ଦ୍ର ସାହୁ ଗାଁର ପ୍ରବେଶ ପଥରେ ବନ୍ଧା ହୋଇଛି ବାଉଁଶ ଠିକ୍‌ ଜଙ୍ଗଲ ବିଭାଗର ଅସ୍ଥାୟୀ ଫାଟକ ଭଳି ା କାଳେ କିଏ ଭିତରକୁ ବାଟ କାଟି ପଶିଯିବେ ବୋଲି ଦୁଇ ପାଖରେ ଥୁଆ ହୋଇଛି ପଥର ା ନାଲି…

ଏଇ ଭାରତରେ

ଚାକିରି ଛାଡି ଚାଷ କରି କେରଳର ଓ୍ବିଲିୟମ ମାଥ୍ୟୁସ ଯୁବପିଢିଙ୍କୁ ନୂଆ ବାଟ ଦେଖାଇଛନ୍ତି। ୮ ଏକର ଜମିରେ ୫୫୦ ଫଳ ଗଛ ଲଗାଇଛନ୍ତି। ଏମ୍‌ସିଏ ଗ୍ରାଜୁଏଟ୍‌ ମାଥ୍ୟୁ ରହନ୍ତି କୋଝିକୋଡ୍‌ ଜିଲାର କାବାତୁମାଲା ଗାଁରେ। ଶିକ୍ଷା ଶେଷ କରିବା ପରେ…

ଭୟ ଏକ

ଚାଇନାରୁ ସିଭିୟର ଆକ୍ୟୁଟ୍‌ ରେସ୍‌ପିରେଟୋରି ସିଣ୍ଡ୍ରୋମ (ସାର୍ସ) ଅତୀତରେ ସୃଷ୍ଟି ହୋଇଥିବା ବେଳେ ନୋଭେଲ କରୋନା ଭାଇରସ୍‌ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରୁ ଉତ୍ପନ୍ନ ହୋଇଛି ବୋଲି ଏବେ ପୃଥିବୀବ୍ୟାପୀ ସନ୍ଦେହ କରାଯାଉଛି । ଚାଇନାର ସେହି ଗବେଷଣାଗାରରେ ଏ ସଂକ୍ରାନ୍ତ…

ମହାମାରୀର ମହାଗାଥା ଓ ମହାମନ୍ତ୍ର

ଅରୁଣ କୁମାର ପଣ୍ଡା କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲା ବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯାଇଛି। କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଏଭଳି କଡ଼ା ପଦକ୍ଷେପ ନେଉଛନ୍ତି ଏବଂ ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri