ସମ୍ପାଦକୀୟ

ଭାରତରେ ଗୁଗଲ୍‌

ଇଣ୍ଟରନେଟ୍‌ର ସର୍ବେସର୍ବା ଭାବେ ପରିିଚିତ ଗୁଗଲ୍‌ ଇଙ୍କ୍‌ ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଭାରତରେ ୧୦ ବିଲିୟନ ଡଲାର ବା ୭୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ଗୁଗଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଇ) ସୁନ୍ଦର ପିଚାଇ…

ଆମେ ପାରିବା

ପ୍ରକାଶ ତ୍ରିପାଠୀ ଭାରତ ସରକାରଙ୍କ ପକ୍ଷରୁ ଚାଇନା ଉପରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ ଆରମ୍ଭ ହୋଇଛି। ଭାରତରେ ଅତି ଲୋକପ୍ରିୟ ଚାଇନା ପ୍ରସ୍ତୁତ ଭିଡିଓ ଶେୟାରିଂ ସୋସିଆଲ୍‌ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ଆପ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ସାଂପ୍ରତିକ…

ଚିକିତ୍ସାର ଚିତ୍ର ବଦଳୁଛି

ଡା. ଉମେଶ ଚନ୍ଦ୍ର ପାତ୍ର କିଛି ମାସ ତଳୁ ଓଡ଼ିଶାର ଲୋକପ୍ରିୟ ଖବରକାଗଜ ‘ଧରିତ୍ରୀ’ ଅଙ୍ଗଦାନ ପାଇଁ ସଚେତନତା ସୃଷ୍ଟି କରି ସମସ୍ତଙ୍କ ଭିତରେ ସେବା ଓ ତ୍ୟାଗ ମନୋଭାବ ଜାଗ୍ରତ କରିପାରିଛି। ଆଜି ଓଡ଼ିଶାରେ ଅଙ୍ଗଦାନ ପାଇଁ ଅନେକେ ଆଗ୍ରହୀ…

ଏଇ ଭାରତରେ

କୋଭିଡ୍‌-୧୯ ବିପର୍ଯ୍ୟୟ ଲୋକଙ୍କ ଜୀବିକା ନେଉଛି ସତ କିନ୍ତୁ ସ୍ବାବଲମ୍ବୀ ହେବାର ସୁଯୋଗ ବି ଆଣିଦେଉଛି, ଯାହା ଘଟିଛି କେରଳର ଶ୍ରୀଦେବୀ ଗୋପାଳନଙ୍କ କ୍ଷେତ୍ରରେ। ମହିଳା ହୋଇ ନଡ଼ିଆଗଛ ଚଢ଼ି ଯାହା ରୋଜଗାର କରୁଛନ୍ତି ସେଥିରେ ସେ ଏବେ ପରିବାର ଚଳାଉଛନ୍ତି।…

ପତନମୁଖୀ କଂଗ୍ରେସ

ନିକଟ ଅତୀତରେ କର୍ନାଟକ ଓ ମଧ୍ୟପ୍ରଦେଶ ସରକାରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇ ସରକାରକୁ ଭଙ୍ଗାଯାଇଥିଲା। ଉଭୟ ରାଜ୍ୟରେ ଭାଜପା ସରକାର ଗଢ଼ିବାରେ ସକ୍ଷମ ହୋଇଥିଲା। ଏବେ ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଟଳମଳ କରିବାରେ ସେହି ଭାଜପାର ହାତ ଅଛି ବୋଲି…

ଯୁଗୋପଯୋଗୀ ଡ୍ରେସ୍‌କୋଡ୍‌

ସହଦେବ ସାହୁ ଗତ ୭୫ ବର୍ଷରେ ଘଟିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ, କୋରିଆ ଯୁଦ୍ଧ, ଭିଏତ୍‌ନାମ ଯୁଦ୍ଧ, ଉପସାଗରୀୟ ଯୁଦ୍ଧ, ଆଫଗାନିସ୍ତାନ ଯୁଦ୍ଧ ଓ ଇରାକ ଯୁଦ୍ଧ ଭଳି ଛଅ ଛଅଟା ଯୁଦ୍ଧରେ ଯେତେ ଆମେରିକୀୟ ମରିଛନ୍ତି, ଗତ ୪ ମାସ ଭିତରେ…

ଆତ୍ମହତ୍ୟା ମାନସିକତା

ଡା. ବିରଞ୍ଚତ୍ ନାରାୟଣ ମଲ୍ଲିକ ଚର୍ଚ୍ଚିତ ସିନେ କଳାକାର ସୁଶାନ୍ତ ସିଂ ରାଜପୁତ ଓ ପରେ ପରେ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ସମାଜସେବୀଙ୍କ ଆତ୍ମହତ୍ୟା ଘଟଣା ନିଶ୍ଚିତ ଭାବରେ ଆଲୋଡ଼ନ ସୃଷ୍ଟି କରିଛି। ଏ ବର୍ଷର ଜାତୀୟ ସ୍ବାସ୍ଥ୍ୟ ପାର୍ଶ୍ୱଚିତ୍ର ଅନୁସାରେ…

ଏଇ ଭାରତରେ

ଜୀବନରେ ରୋଜଗାର କରି ଚଳିବାର ଲକ୍ଷ୍ୟ କାହାର କେମିତି ଥାଇପାରେ,କିନ୍ତୁ ରାଜକୁମାରୀ କିନ୍ନରଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ। ସେ ଏକାକୀ ରୋଜଗାର କରି ୮ ଜଣ ଅନାଥ ଶିଶୁଙ୍କୁ ପାଳିପୋଷି ମଣିଷ କରିଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ଝିଅ ଓ ୩…

କାହିଁକି ଲୁଚାଉଛ

ଖବର ମିଳିଛି ପାର୍ଲାମେଣ୍ଟର ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି (ପିଏସି) ବୈଠକରେ ପିଏମ୍‌ କେୟାର୍ସ (ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଣ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚୁଏସନ୍ସ) ପାଣ୍ଠି ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣରେ ସଂସଦର ସବୁ ଷ୍ଟାଣ୍ଡିଂ କମିଟିର ଆଲୋଚନା ସମ୍ପୂର୍ଣ୍ଣ…

ସଂଶୋଧିତ ପାଠ୍ୟକ୍ରମ ଓ ଶିକ୍ଷାବର୍ଷ

ଡ. ଅରୁନ୍ଧତୀ ଦେବୀ ‘ପିଲା ପଢ଼ିବେନି ଗୁରୁତ୍ୱପୂର୍ଣ୍ଣ ପାଠ’ ଏହି ଶୀର୍ଷକରେ ଓଡ଼ିଶାର ନିରପେକ୍ଷ ଓ ଲୋକମତର ଖବର ବୁଝାଯାଉଥିବା ଲୋକପ୍ରିୟ ଦୈନିକ ଖବରକାଗଜ ‘ଧରିତ୍ରୀ’ରେ କିଛିଦିନ ତଳେ ପ୍ରଥମ ପୃଷ୍ଠାରେ ସଚେତନଧର୍ମୀ ଗୁରୁ୍‌ତ୍ୱପୂର୍ଣ୍ଣ ଖବର ପ୍ରକାଶ ପାଇଥିଲା। ଧରିତ୍ରୀର ଆକଳନ…

ମାଆର ଡାକ

ଡ.ନରହରି ବେହେରା ଆମ ଗାଁର ନଟ ଯୋଉଦିନ କେରଳର ଗୋଟେ କମ୍ପାନୀରେ ଚାକିରି ପାଇଲା ସେଦିନ ତା’ ମାଆ କମଳିର ଆନନ୍ଦ କହିଲେ ନ ସରେ। ଘରେ ଘରେ ବୁଲି ସମସ୍ତଙ୍କୁ ତା’ପୁଅର ସଫଳତା ଗାଇ ବୁଲିଲା। ଏମିତି ହେବା କଥା।…

ଏଇ ଭାରତରେ

ଅନେକ ସମୟରେ ଜଣଙ୍କର ନୂତନ ଜ୍ଞାନକୌଶଳ ପ୍ରଦୂଷଣ ରୋକିବାରେ ନୂଆ ବାଟ ଦେଖାଇଥାଏ, ଯେମିତି କରିଛନ୍ତି କେରଳର ଭାରତୀୟ ବନ ସେବା ଅଧିକାରୀ ମୀନାକ୍ଷୀ ସି। ସେ ଚାରା ଉତାରିବା ପାଇଁ ପ୍ଲାଷ୍ଟିକ ବ୍ୟାଗ୍‌ ବ୍ୟବହାର ବନ୍ଦ କରି ନଡ଼ିଆ କତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri