ସମ୍ପାଦକୀୟ

ଖାଲି ରାଜସ୍ଥାନ

ରାଜସ୍ଥାନ ବିଧାନସଭାରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସାମ୍ବିଧାନିକ ସମାଧାନ ଦିଗ ଖୋଜାଚାଲିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୩୧ ଜୁଲାଇରେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେହି ଦିଗରେ ଅଗ୍ରଗତି ଘଟୁ ନାହିଁ। କୋଭିଡ୍‌-୧୯…

ସଂସଦୀୟ ଗଣତନ୍ତ୍ର ଓ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ

ଶକ୍ତି ପ୍ରସାଦ ଦାସ ଧୀନତାର ୭୩ ବର୍ଷ ମଧ୍ୟରେ ଭାରତ ୧୭ଟି ଲୋକ ସଭା ନିର୍ବାଚନ ସହିତ ସମାନ ସଂଖ୍ୟକ ସରକାର ଓ ବିରୋଧୀ ଦଳ ଦେଖିଛି। ବିରୋଧୀ ଦଳଗୁଡିକ ଅନବରତ ସରକାରଙ୍କ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଗଠନମୂଳକ ଅବଦାନ ରଖିବା…

ଅବଦୁଲ୍‌ କଲାମ ଓ ଓଡ଼ିଶା

ଅଲେଖ ଚନ୍ଦ୍ର ସାମଲ ମହାନ୍‌ ବୈଜ୍ଞାନିକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ କିଏ କହୁଥିଲା ଅଗ୍ନିପୁରୁଷ, କିଏ କହୁଥିଲା ପୃଥ୍ବୀର ପାର୍ଥ। ଆକାଶ ଥିଲା ତାଙ୍କ ହାତ ପାଆନ୍ତାରେ। ତାଙ୍କ ମସ୍ତିଷ୍କ ଥିଲା ବୈଜ୍ଞାନିକର, ମନ ଥିଲା…

ଏଇ ଭାରତରେ

ବିଲୁପ୍ତପ୍ରାୟ ବାଘ ଓ ଶାଗୁଣାଙ୍କୁ ରକ୍ଷା କରିଆସୁଛନ୍ତି ରାଜସ୍ଥାନର ପରିବେଶବିତ୍‌ ଡ. ଧର୍ମେନ୍ଦ୍ର ଖଣ୍ଡାଲ। ସେ ‘ଟାଇଗର ଓ୍ବାଚ୍‌’ ସଂସ୍ଥା ଗଠନ କରି ରାଜସ୍ଥାନର ରଣ୍‌ଥୋମ୍ବର ଟାଇଗର ରିଜର୍ଭରେ ବାଘ ଓ ଶାଗୁଣାଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ…

ଭାଷଣସର୍ବସ୍ବ ସରକାର

ଆକାର ପଟେଲ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଆମ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନ୍ୟାନ୍ୟ ଉତ୍ସବ ପରି ଏହା ଏକ ମହାନ୍‌ ସମାରୋହ ହେବା ନିଶ୍ଚିତ। ଏହା ଅଗଷ୍ଟ ୫ରେ ହେବ, ଯାହାକି…

ଭାରତ-ଚାଇନା ସୀମାରେ ବଫର ଶବ୍ଦର ଭୁଲ୍‌ ବ୍ୟବହାର

ସହଦେବ ସାହୁ ପରସ୍ପର ସଂଘର୍ଷ ସମ୍ଭାବନା ଥିବା ଦୁଇଟି ବିରାଟ ଦେଶ ମଧ୍ୟବର୍ତ୍ତୀ ନିରପେକ୍ଷ ଦେଶକୁ ବଫର ଷ୍ଟେଟ୍‌ କୁହାଯାଏ, ଏହା ସାଧାରଣତଃ କ୍ଷୁଦ୍ରତର ଦେଶ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଦୁଇପକ୍ଷ ଭିତରେ ସୁଇଜରଲାଣ୍ଡ ଏକ ବଫର ରାଷ୍ଟ୍ର ଥିଲା,…

ସଂସ୍କାରବାଦୀ ରାଷ୍ଟ୍ରମୁଖ୍ୟ

ଦକ୍ଷିଣ ଆମେରିକାର ଉତ୍ତର ପୂର୍ବାଞ୍ଚଳ ଉପକୂଳରେ ଅବସ୍ଥିତ ଏକ ରାଷ୍ଟ୍ର ହେଉଛି ସୁରିନାମ୍‌। ପାରାମାରିବୋ ଏହାର ରାଜଧାନୀ। ସୁରିନାମ୍‌ର ଇତିହାସ ଦେଖିଲେ ଏହା ୧୯୭୫ ମସିହାରେ ସ୍ବାଧୀନତା ଲାଭ କରିଥିଲା। ଜାତିଆଣ ଧ୍ରୁବୀକରଣ, ସାମରିକ କ୍ଷମତାଧିକାର ଓ ଗୃହଯୁଦ୍ଧ ଏହି ଦେଶକୁ…

ଏଇ ଭାରତରେ

ଶିକ୍ଷା କେବଳ ପୋଥିଗତ ବିଦ୍ୟାରେ ସୀମିତ ନୁହେଁ। କିଛି ନୂଆ ବିଷୟରେ ଜାଣିବା ଓ ଅଭିଜ୍ଞତା ହାସଲ କରିବା ଶିକ୍ଷାର ବି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଚେନ୍ନାଇର ଇ-ଜୋନ୍‌ କମ୍ପାନୀ କରୁଛି। ଏହା ସ୍କୁଲ ପିଲାଙ୍କ ପାଇଁ ପରିବେଶଗତ ସଚେତନତା…

ଏଇ ଭାରତରେ

ଛୋଟ ଗାଁଟିଏ, ହେଲେ ତା’ର ପକ୍ଷୀ ସୁରକ୍ଷା ଚିନ୍ତା ବେଶ୍‌ ପ୍ରେରଣାଦାୟକ। ଏମିତିକା ଗାଁ ହେଉଛି ତାମିଲନାଡୁର ପୋଥାକୁଡି। ଶିବଗଙ୍ଗା ଜିଲାର ଏହି ଗାଁକୁ ଆସିଥିବା ଗୋଟିଏ ଇଣ୍ଡିଆନ୍‌ ରବିନ ବାର୍ଡର ସୁରକ୍ଷା ପାଇଁ ୪୦ ଦିନ ହେବ ସବୁ ଷ୍ଟ୍ରିଟ୍‌…

ଲୋକସଚେତନତା ଓ ଦାୟିତ୍ୱ

ଡ. ମୌସୁମୀ ପରିଡ଼ା ସାରରେ ଅନେକ ଘଟଣା ଦୁର୍ଘଟଣା ଘଟୁଛି। ସ୍ଥିତି ବଦଳିଯାଉଛି, ହେଲେ ଲୋକମାନଙ୍କ ମାନସିକତା ବଦଳୁନି। ଏପଟେ ଗାଡ଼ିରେ କୋଭିଡଜନିତ ସତର୍କତା ଅବଲମ୍ବନ କରିବାକୁ ଚେତେଇ ଦିଆଯାଉଥିବାବେଳେ ସେପଟେ ମୁହଁକୁ ମୁହଁ ଯୋଖି ଲୋକେ ଗପିବାରେ ମାତିଲେଣି! ସଚେତନତା…

ଭାଗ ଚାଷୀର ଭାଗ୍ୟ

ସୁକାନ୍ତ କୁମାର ପାଣିଗ୍ରାହୀ   ଭାଗଚାଷୀ ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ଚାଷୀ ଗୋଷ୍ଠୀଙ୍କ ସଂଜ୍ଞା ନିରୂପଣ କରିଥାଏ। ଆମ କୃଷି ବ୍ୟବସ୍ଥାରେ ଏମାନଙ୍କ ସ୍ଥାନ ଅତୁଳନୀୟ। କୌଣସି ଗାଡ଼ିର ସକ୍‌ଆବସରବର ଭଳି ଏମାନେ ବୋଝ ସମ୍ଭାଳି ଭାଗ୍ୟ ଆଦରି ଚାଲୁଥିବା କାରଣରୁ…

ବାବୁଙ୍କ ପତନ

କେରଳରେ ଧରାପଡ଼ିଥିବା ସୁନା ଚୋରା ଚାଲାଣ ର଼୍ୟାକେଟ୍‌ ଏକ ବଡ଼ ବିବାଦ ସୃଷ୍ଟି କରିଛି ଏବଂ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କର ପ୍ରଶାସନିକ ସେବାରେ ଥିବା ଉଜ୍ଜ୍ୱଳ କ୍ୟାରିୟରର ଆକସ୍ମିକ ଅନ୍ତ ଘଟିଛି। ଘଟଣାର କେନ୍ଦ୍ରରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri