ଏଇ ଭାରତରେ

ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍‌ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ ହେଉଛନ୍ତି ଲାଇବି। ଜଣେ ନର୍ସ କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ତାଙ୍କ ଘରେ ପହଞ୍ଚାଇବା ଲାଗି ହସ୍ପିଟାଲ କର୍ମଚାରୀ ତଥା ଅନ୍ୟ ଅଟୋ ଡ୍ରାଇଭରମାନେ ମନା କରିବା ପରେ ଲାଇବି ଇମ୍ଫାଲରୁ କାମଜୋଙ୍ଗ ଯାଏ ରାତିରେ ୧୪୦ କି.ମି. ନେଇ ତାଙ୍କ ଘରେ ପହଞ୍ଚାଇଛନ୍ତି। ଏଥିପାଇଁ ତାଙ୍କୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ ୧.୧ ଲକ୍ଷ ଟଙ୍କା ପୁରସ୍କାର ଦେଇଛନ୍ତି। ଲାଇବିଙ୍କୁ ଏବେ ବୟସ ୪୪। ସେ ଆଠ ବର୍ଷ ତଳେ ଏକ ଇଟାଭାଟିରେ କାମ କରୁଥିଲେ। ସେତେବେଳେ ତାଙ୍କ ସ୍ବାମୀ ଡାଇବେଟିସରେ ପୀଡିତ ହେବା ପରେ ଦୁର୍ବଳ ହୋଇଗଲେ ଓ ଘରୁ ବାହାରି ପାରିଲେ ନାହିଁ। ଘରଚଳିବା ଲାଗି ଲାଇବି ଅଟୋ ଚଳାଇବା ଆରମ୍ଭ କରିଥିଲେ । ତାଙ୍କ ଜୀବନୀ ଉପରେ ଲିନା ଲଙ୍ଗଜାମ ୨୦୧୫ ଏକ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରିଥିଲେ, ଯାହା ନନ୍‌-ଫିଚର କ୍ୟାଟେଗୋରିରେ ଜାତୀୟ ପୁରସ୍କାର ପାଇଥିତ୍ଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସଂସ୍କାର

ଗତ ବର୍ଷ ସେପ୍ଟେମ୍ବରରେ ମୋଦି ସରକାର ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ସବୁଠୁ ମହତ୍ତ୍ୱାକାଂକ୍ଷୀ ପ୍ରୟାସ କରିଥିଲେ। ଏହି ଅବସରରେ ସରକାର ନ୍ୟାଶନାଲ କାପାସିଟି ବିଲ୍‌ଡିଂ...

ସାହିତ୍ୟ: ପ୍ରବୃତ୍ତି, ବୃତ୍ତି ଓ ବ୍ରତ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ବୈଦିକ ଯୁଗରେ ପ୍ରବୃତ୍ତି ଅନୁସାରେ ବୃତ୍ତି ସ୍ଥିର ହୋଇ ବୃତ୍ତି ଅନୁଯାୟୀ ଚତୁର୍ବର୍ଣ୍ଣ ନିର୍ଦ୍ଧାରିତ ହେଉଥିଲା। ଯେଉଁମାନେ ଯଜ୍ଞାଦି କର୍ମ, ଈଶ୍ୱର...

କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି...

ଦେଶର ଆର୍ଥିକ ସ୍ଥିତି ଭଲ ନାହିଁ

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ଏକ ଜାତୀୟ ଇଂଲିଶ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୨୦୧୪ ନିର୍ବାଚନ ଏକ...

ମୋ କଥା ଲାଗିଲା

ଦ୍ୱିତୀ ଚନ୍ଦ୍ର ସାହୁ ଗାଁରେ ପଶିବା ବାଟରେ ସ୍ବାଗତ କରି ରହିଥିଲା ଅନେକ ପୋଷ୍ଟର। ଦି’ ପାଖରେ ଖୁଣ୍ଟରେ ପୋତା ହୋଇଥିଲା ଫ୍ଲେକ୍ସ ବ୍ୟାନର। ସାହିର...

ଉଦ୍ୟୋଗୀ ବୁଷ୍ଟର

ଇଂଲିଶ ଭାଷାରେ ଦୁର୍ବଳତା ତାଙ୍କୁ ଦୁଇ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ କରାଇଥିଲା। ଏହି ବିଫଳତା ସତ୍ତ୍ୱେ ସେ ପଢ଼ାରୁ ଇସ୍ତଫା ଦେଇ ନ...

ନିୟମକୁ ଅଣଦେଖା

ହ୍ବିସିଲ୍‌ବ୍ଲୋୟର ତଥା ହରିୟାଣା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଅଶୋକ ଖେମ୍‌କାଙ୍କୁ ୫୪ ଥର ବଦଳି( ଭାରତରେ ବାବୁଙ୍କ ମଧ୍ୟରେ ସବୁଠୁ ଅଧିକ) କରାଯାଇ ଥିଲେ ମଧ୍ୟ...

ଏଇ ଭାରତରେ

ଉଚ୍ଚ ଶିକ୍ଷା ପରେ ଚାକିରି ନ କରି ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଚାଷୀମାନଙ୍କ ଜୀବନର ମୋଡ଼ ବଦଳାଇବାରେ ଲାଗିଛନ୍ତି ରାଜସ୍ଥାନ ଜୟପୁରର...

Advertisement
Archives

Model This Week