ସମ୍ପାଦକୀୟ

ଶାନ୍ତି ପ୍ରୟାସର ଆହ୍ବାନ

ଚେତନତା ଅଭାବରୁ କୋର୍ଟ କଚେରି, ଥାନାର ଭୟ ଦେଖାଇ କିଛି ଖଳପ୍ରକୃତିର ବ୍ୟକ୍ତି ସାଧାରଣ ଜନତାଙ୍କୁ ଭୟଭୀତ କରନ୍ତି ଏବଂ ପରେ ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡ଼ାଇବା ନୀତିରେ ମଧ୍ୟସ୍ଥି ହୋଇ ସେମାନଙ୍କର ସର୍ବସ୍ବ ଲୁଟନ୍ତି। ଫଳରେ…

୫ଟା ୩୦

ନାରୀ ସଶକ୍ତୀକରଣ ବିଷୟରେ ମହାତ୍ମା ଗାନ୍ଧୀ ଏକଦା କହିଥିଲେ-ଯେଉଁଦିନ ଜଣେ ମହିଳା ରାତିରେ ରାସ୍ତାରେ ମୁକ୍ତ ଭାବେ ଚାଲିପାରିବେ, ସେହିଦିନ ଆମେ କହିପାରିବୁ ଯେ ଭାରତ ସ୍ବାଧୀନତା ହାସଲ କରିଛି। ମହାତ୍ମାଙ୍କ ବାଣୀରୁ ଖିଅ ଧରି ଆଲୋଚନା କଲେ କୁହାଯାଇପାରେ ଯେ,…

ଏଇ ଭାରତରେ

ମକା ଖାଇ ଚୋପା (ହସ୍କ)କୁ ଏଣେ ତେଣେ ଆଉ ପକାଇବାକୁ ପଡ଼ିବନି। ଏହାର ପୁନଃ ବିନିଯୋଗ କରାଯିବାର ଉପାୟ ସାମ୍ନାକୁ ଆଣିଛନ୍ତି ମଣିପୁର ସେନପତି ଜିଲାର ଫ୍ଲୋରିଷ୍ଟ ନେଲି ଛାଛେୟା। ସେ ହସ୍ତକଳାରେ ଶିକ୍ଷା ଲାଭ କରିଛନ୍ତି। ନେଲି ମକା ଚୋପାରୁ…

ଆମେରିକା କାହାର ମିତ୍ର

ଇସ୍ରାଏଲ୍‌ ଓ ଆମେରିକା ଆଗପଛ କରି ଇରାନ୍‌ ଉପରେ ଝାମ୍ପି ପଡ଼ିଲେ। ଇରାନ୍‌ର ଅପରାଧ? ପରମାଣୁ ଅସ୍ତ୍ର ତିଆରି କରୁଛି, ବିଶ୍ୱ ପାଇଁ ବିପଦ! ଯେଉଁମାନେ ପରମାଣୁ ଅସ୍ତ୍ର ତିଆରି କରି ଗଚ୍ଛିତ ରଖିଛନ୍ତି ସେମାନେ ବିପଦ ହେଲେ ନାହିଁ, ଇରାନ୍‌…

ବଡ଼ଲୋକଙ୍କ ବଡ଼ପଣ

ନିଜ ପ୍ରତିଷ୍ଠା, ପ୍ରାଚୁର୍ଯ୍ୟ ଓ ପ୍ରତିପତ୍ତିରେ ସମାଜଠୁଁ ବଡ଼ଲୋକର ମାନ୍ୟତା ହାସଲ କରିଥିବା ବହୁ ବ୍ୟକ୍ତିଙ୍କ ବହୁବିଧ ଛୋଟପଣ ପ୍ରତ୍ୟକ୍ଷ କରିସାରି ମନ ବିଷେଇ ଉଠୁଥିଲା ବେଳେ ଯଦି କେବେ କେଉଁ ବଡ଼ଲୋକଙ୍କ ବଡ଼ପଣ କାନରେ ପଡ଼େ, ତେବେ ଏକ ମୁଗ୍ଧ…

ଦୃଷ୍ଟିକୋଣ ବଦଳିଗଲା

ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏବେ କର୍ପୋରେଟ୍‌ପ୍ରେମୀ ରାଜନୈତିକ ପାର୍ଟି ଭାବେ ଦେଖାଯାଉଛି। ଭାଜପାର ସମର୍ଥକମାନେ କହନ୍ତି, ଭାରତର ଶିଳ୍ପକରଣ ପାଇଁ ଏହା ଆବଶ୍ୟକ ଏବଂ ସରକାରଙ୍କର ଏଥିରେ କୌଣସି ନେଣଦେଣ ନାହିଁ। ହେଲେ ବିରୋଧୀ ଅଭିଯୋଗ କରନ୍ତି, ଏହା ହେଉଛି…

ଆତ୍ମବିଶ୍ୱାସ

ନିଜ ମନକୁ ଜାଣିବା ପାଇଁ ଆତ୍ମବିଶ୍ୱାସର ଆବଶ୍ୟକତା ଅଛି। ଆତ୍ମବିଶ୍ୱାସ ମନର ସୀମାସରହଦର ବ୍ୟାପ୍ତକୁ ଦର୍ଶାଇଥାଏ। ଆଗକୁ ଯିବାର ଶକ୍ତି ଦିଏ। ମନର ଦୁର୍ବଳତା କ୍ରମଶଃ ଦୂରେଇଯାଏ। ମନ ଭିତରେ ନୂତନ ଶକ୍ତିର ସଂଚାର ହୁଏ। ଆତ୍ମବିଶ୍ୱାସ ମନେହେଉଥିବା କଥାଟି ବିଶ୍ୱାସରେ…

ଅସୀମ କାର୍ଯ୍ୟକାଳ

ଗୋଟିଏ ସମୟରେ ସେବା ନିବୃତ୍ତ ଅନ୍ୟ କିଛି ବିଷୟକୁ ସୂଚିତ କରୁଥିଲା। ଏବେ ଏହା କାର୍ଯ୍ୟକାଳ ବୃଦ୍ଧି କିମ୍ବା ପୁନଃ ନିଯୁକ୍ତିର ଦିନ ହୋଇଗଲାଣି । କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବେ ଭାରତୀୟ କାର୍ଯ୍ୟକାଳ ବୃଦ୍ଧି କରାଯାଉଥିବା ଅଧିକାରୀ…

ଈଶ୍ୱରଙ୍କ ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ପ୍ରଥମ ପାଦ ସୂତ୍ର ସଂଖ୍ୟା ୨୪ରେ କୁହାଯାଇଛି, ”କ୍ଳେଶ କର୍ମ ବିପାକ ଆଶୟ ଅପରାମୃଷ୍ଟଃ ପୁରୁଷ ବିଶେଷ ଈଶ୍ୱର।“ ଏହାର ଅର୍ଥ ପଞ୍ଚକ୍ଳେଶ (ଅବିଦ୍ୟା, ଅସ୍ମିତା, ରାଗ, ଦ୍ୱେଷ, ଅଭିନିବେଶ), କର୍ମ, କର୍ମଫଳ ଓ କର୍ମ ଫଳରୁ…

ରାଜନୀତି ବନାମ ରାଜ୍ୟନୀତି

ସମାଜ, ଦେଶ ଓ ରାଜ୍ୟର ମଙ୍ଗଳ ପାଇଁ ଲାଗୁ ହେଉଥିବା ବିଭିନ୍ନ ନୀତି, ନିୟମ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ରାଜ୍ୟ ନୀତିରେ ଅନ୍ତର୍ଭୁକ୍ତ। ରାଜ୍ୟନୀତିଗୁଡିକ ମୁଖ୍ୟତଃ ଦୀର୍ଘସୂତ୍ରୀ ଏବଂ ବହୁ ବିଚାରବିମର୍ଶ ପରେ ଏହା ପ୍ରଣୟନ କରାଯାଏ। ନିର୍ବାଚିତ ପ୍ରତିନିଧିମାନେ ନିୟମ…

ପୁଟିନ୍‌ ଦୋଷୀ ହେବେ କି

ୟୁକ୍ରେନ୍‌ ବିରୋଧରେ ଫେବୃଆରୀ ୨୦୨୨ରେ ରୁଷିଆ ଯୁଦ୍ଧ ଆରମ୍ଭ କରିଥିଲା। ନିକଟରେ ଏହାର ନାଗରିକଙ୍କ ଉପରେ ରୁଷିଆ ସବୁଠୁ ଘାତକ ଆକ୍ରମଣ କରିଛି। ୟୁକ୍ରେନ୍‌ରେ ଥିବା ଜାତିସଂଘ ମାନବ ଅଧିକାର ଯାଞ୍ଚ ମିଶନ (ଏଚ୍‌ଆର୍‌ଏମ୍‌ଏମ୍‌ୟୁ)ର ମୁଖ୍ୟ ଡାନିଏଲ ବେଲ୍‌ କହିଛନ୍ତି, ସୀମାବର୍ତ୍ତୀ…

ଏଇ ଭାରତରେ

କମ୍‌ ବୟସରେ ପ୍ରକୃତି ଓ ପ୍ରାଣୀଙ୍କୁ ଭଲପାଇବା ଶିଖାଇଲେ ତାହାର ସକାରାତ୍ମକ ପ୍ରତିଫଳନ ପିଲାଙ୍କଠାରେ ଦେଖିବାକୁ ମିଳେ, ଯାହା ଘଟିଛି ଗୁଜରାଟର ହ୍ରିଧିମା ପଟେଲଙ୍କ ଜୀବନରେ। ହ୍ରିଧିମାଙ୍କ ବୟସ ଏବେ ୪ ବର୍ଷ। ସେ ସାପ, କଇଁଛ ଓ ଅନ୍ୟ ଜୀବଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri