ସମ୍ପାଦକୀୟ

ସତ୍ୟାନାଶ ଶିଶୁ ଓ ଶିକ୍ଷା ବ୍ୟବସ୍ଥା

ଡ. ପବିତ୍ର ସୁବୁଦ୍ଧି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଏ ଘଟଣା। ଗୋଟିଏ ବେସରକାରୀ ବିଦ୍ୟାଳୟର ଶିକ୍ଷକମାନେ ନୂତନ ଶିକ୍ଷାବର୍ଷ ଆରମ୍ଭର ପ୍ରଥମଦିନ ତାଙ୍କର ପ୍ରଧାନଶିକ୍ଷକଙ୍କଠାରୁ ଚିଠିଟିଏ ପାଇଲେ। ଯେଉଁଥିଲେ ଲେଖାଥିଲା- “ହେ ଆଦରଣୀୟ ଶିକ୍ଷକ, ମୁଁ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଧ୍ୱଂସୀ ବିପର୍ଯ୍ୟୟରୁ…

ସେରୋ ସର୍ଭେ ଓ ଆଣ୍ଟିବଡ଼ି

ଡା. ଉମେଶ ଚନ୍ଦ୍ର ପାତ୍ର କରୋନା କବଳରେ କେବଳ ଓଡ଼ିଶାବାସୀ ନୁହନ୍ତି ସମଗ୍ର ବିଶ୍ୱ ଛଟପଟ ହେଉଛି। ଓଡ଼ିଶାର ଉପାନ୍ତ ଜିଲା ଗଜପତିର ୬୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁକୁ ନେଇ ଆଣ୍ଟିବଡ଼ି ସୃଷ୍ଟି ହୋଇଛି, ଯାହା କି ରାଜ୍ୟରେ…

ଏଇ ଭାରତରେ

ବିଭିନ୍ନ ସ୍ଥାନରେ ଅଦରକାରୀ ଟାୟାର ଜମା ହୋଇ ପରିବେଶକୁ ପ୍ରଦୂଷଣ କରୁଥିବାବେଳେ ତାହାକୁ ଉପଯୋଗ କରି ଚପଲ ତିଆରି କରିବାରେ ସଫଳ ହୋଇଛନ୍ତି ପୁଣେର ପୂଜା ଆପ୍‌ତେ। ପୂଜାଙ୍କ ବୟସ ୨୮। ଦି ଏନର୍ଜି ଆଣ୍ଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ଟିଇଆର୍‌ଆଇ)ରୁ ରିନେଓ୍ବେବଲ…

ସମସ୍ୟା ସୁଧୁରିବନି

ଆକାର ପଟେଲ ଜଟିଳ ସମସ୍ୟାଗୁଡ଼ିକ ପାଇଁ ଅଧିକ ବୁଦ୍ଧି ବା ଅନେକ ଲୋକଙ୍କର ଆବଶ୍ୟକତା ପଡିଥାଏ। ବିିଶେଷକରି ନିର୍ଦ୍ଦେଶନାମତ୍କ କ୍ଷେତ୍ରରେ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ହେଲେ ବି ଜଣେ ବ୍ୟକ୍ତିର ନିର୍ଦ୍ଦେଶନାରେ ନହେଁ ବରଂ ସଭିଙ୍କ ବୁଦ୍ଧି ଉପଯୋଗରେ ସମାଧାନର ବାଟ ବାହାରେ।…

ମଣିଷ ମୁଣ୍ଡର ମୂଲ୍ୟ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଜଧାନୀର ରାଜରାସ୍ତା ଉପରେ ହାତରେ ଖଣ୍ଡାଧରି ନିର୍ମମ ଭାବେ ଜଣେ ନିରୀହ ଲୋକକୁ ହାଣି ପକାଉଥିବା ସେଇ ଦୁର୍ଦ୍ଧର୍ଷ ଆତତାୟୀକୁ ଯେଉଁମାନେ ଟିଭି ପରଦାରେ ଅବା ସାମାଜିକ ଗଣମାଧ୍ୟମରେ ଦେଖିଛନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ…

ଲୋକପ୍ରିୟ ପ୍ରଧାନମନ୍ତ୍ରୀ

ଜସିଣ୍ଡା ଆର୍ଡେର୍ନ ମାତ୍ର ୩୭ ବର୍ଷ ବୟସରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଏବେ ତାଙ୍କୁ ମାତ୍ର ୪୦ ବର୍ଷ ଓ ସେ ଦ୍ୱିତୀୟ ଥର ପାଇଁ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରି ସେହି ଦେଶର ପ୍ରଧାନମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ତାମିଲନାଡୁ ତ୍ରିଚି ସହରର ଏକ ମିଠା ଦୋକାନ ବ୍ୟବସାୟ କରିବା ସହ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଉଛି। ଏହି ଦୋକାନ ୧୦୫ ବର୍ଷର। ତିନିପିଢ଼ି ହେବ ଏଠାରେ ମିିଠେଇ ବିକ୍ରି ହୋଇ ଆସୁୁଛି। ଏବକାର ପିଢ଼ି କାନନ ଏବଂ ରବିଚନ୍ଦ୍ରନ…

ଘର କେତେ ଭଲ

ଅଲେଖ ଚନ୍ଦ୍ର ମିଶ୍ର ଦିଗନ୍ତବିସ୍ତାରୀ ପ୍ରଶାନ୍ତ ମହାସାଗରର ପୂର୍ବଭାଗରେ ଗଭୀର ଜଳରାଶିର ଏକ ଦୁର୍ଗମ ଅଞ୍ଚଳରେ ଥିଲା ଏକ ଅଜଣାଅଶୁଣା ନିର୍ଜନ ଦ୍ୱୀପ। ଦ୍ୱୀପଟିର ଚତୁଃପାର୍ଶ୍ୱରେ ଛଅଶହ ମାଇଲ ପର୍ଯ୍ୟନ୍ତ ଜନବସତି ନ ଥିଲା। ଥରେ ଜଣେ ଅଭିଜ୍ଞ ନାବିକକୁ ତା’ର…

ସଙ୍କଟରେ ଉଚ୍ଚଶିକ୍ଷା

ପ୍ରଫୁଲ୍ଲ ମହାପାତ୍ର ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ସ୍ବତନ୍ତ୍ର। ମହାବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷା ଦାନକରି ବିଦ୍ୟାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟସ୍ତରରେ ଉଚ୍ଚତର ଶିକ୍ଷା ପାଇବା ପାଇଁ ପ୍ରସ୍ତୁତ କରନ୍ତି ଏବଂ ଏଥିପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକର ଦିଗ୍‌ଦର୍ଶନର ସାହାଯ୍ୟ ମଧ୍ୟ ନିଆଯାଇଥାଏ। ବିଶ୍ୱବିଦ୍ୟାଳୟସ୍ତରର ଶିକ୍ଷାକୁ ଏହି କାରଣରୁ ଉଚ୍ଚତର…

ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଦେଶର ଏବେ ବି ଅନେକ ସ୍ଥାନରେ ମହିଳାମାନେ ପାଣି ପାଇଁ ମାଇଲ ମାଇଲ ଯାଉଛନ୍ତି। ହେଲେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ତାଙ୍କ ଗାଁ ଘଟଗରାରୁ ଏଭଳି ସମସ୍ୟା ଦୂର କରିପାରିଛନ୍ତି। ଧର୍‌ ଜିଲା ବଡନାଓ୍ବର…

ପଦବୀ ପୂରଣ ହେବ କେବେ

ରାଇଟ୍‌ ଟୁ ଇନ୍‌ଫରମେଶନ( ଆର୍‌ଟିଆଇ) ଆକ୍ଟ ବା ସୂଚନା ଅଧିକାର ଆଇନ ଲାଗୁ ଲାଗୁ ହେବାର ୧୫ ବର୍ଷ ପରେ ଦେଶରେ ସ୍ବଚ୍ଛତା ଆସିପାରିଛି କି? ଏହା ସମ୍ପୂର୍ଣ୍ଣ ନିରାଶାଜନକ। କେନ୍ଦ୍ର ଓ ରାଜ୍ୟ କିମଶନରେ ୨.୨ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା…

ଜଟିଳ ବିରୋଧାଭାସ

ଡ. ପ୍ରସନ୍ନ କୁମାର ମହାନ୍ତି ଏ ପ୍ରବନ୍ଧରେ ପ୍ରତିଫଳିତ ମୋର ଦ୍ୱନ୍ଦ୍ୱ ଓ ଜିଜ୍ଞାସା ପାରମ୍ପରିକ ବିଚାର ଓ ମତ ସମ୍ବନ୍ଧିତ ପରସ୍ପର ବିରୋଧୀ ତତ୍ତ୍ୱର ସଂଘାତରୁ ଜାତ। ଏହି ପ୍ରଶ୍ନଳିତା କାହା ଉପରେ ଲଦି ଦେବାର ମୋର ଉଦ୍ଦେଶ୍ୟ ନୁହେଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri