ସମ୍ପାଦକୀୟ

ଶିଶୁ କେତେ ସୁରକ୍ଷିତ

ଘାସିରାମ ପଣ୍ଡା ନାବାଳିକା ପରୀର ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନରେ ଅବହେଳାକୁ ନେଇ ରାଜ୍ୟରେ ଆନ୍ଦୋଳନ ସରଗରମ ହୋଇଛି। ସେହି ଏକା ସମୟରେ ବରଗଡ ଜିଲାରେ ନୂଆଁ ଗୁଡେଶିରାର ଲୋକେ ମଧ୍ୟ ଜଣେ ନାବାଳିକାଙ୍କ ବଳାତ୍କାର, ବାଲ୍ୟ…

ଅନ୍ଧାର ଜଗତର ଆଲୋକ

ଉପେନ୍ଦ୍ର ବିଶ୍ୱାଳ ଆଚ୍ଛନ୍ନ ଅନ୍ଧକାରରେ ଆକ୍ତାମାକ୍ତା ଦୁନିଆ। ଚାରିଆଡେ ଅରାଜକତା, ଆସୁରିକତାର ଭିଡ଼। ହତ୍ୟା, ଲୁଣ୍ଠନ, ଶୋଷଣ, କ୍ରୋଧ, ଲୋଭ, ଈର୍ଷା, ଅସୂୟା, ନିର୍ଯାତନା ଆଦି ଗ୍ରାସ କରିଚାଲିଛି ଆଜି; ଯେଉଁଥିପାଇଁ କି ଏ ସମାଜ ସଙ୍କଟଗ୍ରସ୍ତ। ଅନ୍ୟାୟ, ଅନାଚାରର ଅନ୍ଧକାରରେ…

ଏଇ ଭାରତରେ

ଶୀତର ଆଗମନ ପୂର୍ବରୁ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ଆଦି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ନଡ଼ାପୋଡ଼ି ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ମୁଖ୍ୟତଃ ଦିଲ୍ଲୀର ବାୟୁମଣ୍ଡଳ ସବୁଠୁ ବେଶି ପ୍ରଭାବିତ ହୁଏ। ଏହା ଉପରେ ଆଇନଗତ କଟକଣା ରହିଥିଲେ ବି ନଡ଼ାପୋଡିି…

ସରକାରଙ୍କ ଦାୟିତ୍ୱ

କୃଷକମାନଙ୍କ ହିତରେ କୁହାଯାଉଥିବା ଏନ୍‌ଡିଏ ସରକାରଙ୍କ ୩ କୃଷି ଆଇନକୁ ନେଇ ଏବେ ଦେଶରେ ବିରାଟ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି। କୃଷିରେ ଆଗୁଆ ରାଜ୍ୟ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଇ ସରକାରଙ୍କୁ ତୀବ୍ର ବିରୋଧ…

ପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସମାନତା

ମାନେକା ଗାନ୍ଧୀ ପାଶ୍ଚାତ୍ୟ ଦର୍ଶନ କେବଳ ମଣିଷ ଓ ପ୍ରାଣୀ (ମୁଖ୍ୟତଃ ମଣିଷ ଓ ପଶୁ)ଙ୍କ ମଧ୍ୟରେ ଏକ ବିଭାଜନ ରେଖା ଟାଣିଦେଇଛି। ପୃଥିବୀରେ ସ୍ବାଭାବିକ ଭାବେ ସୃଷ୍ଟି ହୋଇଥିବା ସମ୍ପ୍ରଦାୟ ଏଭଳି କେବେ ବି କରିନାହିଁ। ହିନ୍ଦୁ ଧର୍ମ ‘ବସୁଧୈବ…

ଧର୍ମବଳ

ଅଲେଖ ଚନ୍ଦ୍ର ମିଶ୍ର କୌଣସି ଏକ ଗ୍ରାମରେ ବାସ କରୁଥିଲେ ଜଣେ କୁଳୀନ ପଣ୍ଡିତ। ଦୁର୍ଭାଗ୍ୟକୁ ସେ ଖୁବ୍‌ ଦରିଦ୍ର ଥିଲେ। ଥରେ ସେ ଗ୍ରାମରେ ଏକ ଯଜ୍ଞ ଅନୁଷ୍ଠିତ ହେଲା। ନବଦିନବ୍ୟାପୀ ଯଜ୍ଞକୁ ଲୋକେ ଖୁବ୍‌ ଆନନ୍ଦ, ଉତ୍ସାହରେ ପାଳନ…

ଭୋକିଲା ଶିଶୁ ଓ ବିକାଶର ସ୍ବପ

ରାଜୀବ କର୍ମି ବିଶ୍ୱ ଭୋକିଲା ସୂଚୀ ୨୦୨୦ ଅନୁସାରେ ଭାରତର ଅନେକ ଶିଶୁ ଆଜି ବି ଭୋକିଲା ସ୍ଥିତିରେ ଅଛନ୍ତି। ଗତ ମାସରେ ପ୍ରକାଶିତ ଏହି ସୂଚୀରେ ୧୦୭ଟି ମଧ୍ୟରୁ ୨୭.୨ ପଏଣ୍ଟ ସହ ଭାରତ ୯୪ତମ ସ୍ଥାନରେ ରହିଛି; ଯାହା…

ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ,ଏହା ଉପଲବ୍ଧିି କରିଛନ୍ତି ଅଙ୍ଗନଓ୍ବାଡି କର୍ମୀ ରେଲୁ ଭାସ୍‌ଭେ। ମହାରାଷ୍ଟ୍ରର ନନ୍ଦୁବାର ଜିଲା ବାସିନ୍ଦା ରେଲୁ ନର୍ମଦା ନଦୀରେ ପ୍ରତିଦିନ ୧୪ କି.ମି ନୌକା ଚଳାଇ ତାଙ୍କ ଗାଁର ଦୁର୍ଗମ ଅଞ୍ଚଳରେ ପହଞ୍ଚୁଛନ୍ତି। ସେଠାରେ ଗର୍ଭବତୀ ମା’ ଓ…

ଏଇ ଭାରତରେ

ମହାରାଷ୍ଟ୍ରରେ ଶିକ୍ଷକମାନେ ଚଳାଉଛନ୍ତି ଏକ ଅଜବ ସ୍କୁଲ। ଏହି ସ୍କୁଲରେ କେବଳ ଆଈମା’ମାନେ ପଢୁଛନ୍ତି। ଏହି ସ୍କୁଲର ନାମ ରଖାଯାଇଛି ‘ଅଜିବାଇଚିଶାଳା’ ବା ଆଈମା’ଙ୍କ ସ୍କୁଲ। ଏହାକୁ ୪ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ମହିଳା ଦିବସରେ ଖୋଲାଯାଇଥିଲା। ଏବେ ଏହି ସ୍କୁଲ…

କ୍ଷମତା ଲଢ଼େଇରେ ଭାରତ

ସାରଦା ପ୍ରସାଦ କର   ପ୍ରକାଶ ପାଇଥିବା ଆଇ.ଏମ୍‌.ଏଫ୍‌.ର ୱାଲର୍‌ଡ ଇକୋନୋମିକ୍‌ ଆଉଟପୁଟ-୨୦୨୦ ରିପୋର୍ଟ ଅନୁସାରେ ଆମେରିକାକୁ ଅତିକ୍ରମ କରି ଚାଇନା ଏବେ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ହୋଇପାରିଛି। ଆମେରିକା ଅର୍ଥନୀତିର ଆକାର ୨୦.୮ ଲକ୍ଷ କୋଟି ଡଲାର ହୋଇଥିବା ବେଳେ…

ସରକାରଙ୍କ ପାଇଁ ଆହୁତି

ସହଦେବ ସାହୁ   ନିଜର ଭଲ ପାଇଁ ଠାକୁରଙ୍କୁ ସକ୍ରିୟ କରିବା ଅର୍ଥରେ ଯଜ୍ଞରେ ଘିଅ ଆହୁତି ଦିଆଯାଏ। ସେହି ନଜିରରେ ନିଜର ଦାବିକୁ ଭଲଭାବେ ବିଚାର କରିବା ପାଇଁ ସରକାରକୁ ସକ୍ରିୟ କରିବା ଉଦ୍ଦେଶ୍ୟରେ ଶରୀରକୁ ଆହୁତି ଦିଆଯାଉଛି। ଆହୁତିର…

ଏବେ ଟାର୍ଗେଟ୍‌ କିଏ

ଯେଉଁ ମାନସିକତାରେ ଭାଜପା ନେତାମାନେ ଶାସନ କରିଆସୁଥିଲେ, ସେଥିରେ ପ୍ରଥମ ଟାର୍ଗେଟ୍‌ ଭାବେ ଭାରତର ମୁସଲମାନ ସମ୍ପ୍ରଦାୟକୁ ବୁଝାଯାଉଥିଲା। ମୁସଲମାନ ସମେତ ଅନ୍ୟ ସଂଖ୍ୟାଲଘୁ ଏବଂ ବିଶେଷକରି ହିନ୍ଦୁ ଧର୍ମର ଦଳିତମାନଙ୍କ ପ୍ରତି ଘୃଣା ଏହି ଶାସନ ବ୍ୟବସ୍ଥାର ମୂଳମନ୍ତ୍ର ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri