ଏଇ ଭାରତରେ

ବହୁ ସମୟରେ ସଂସ୍କୃତିକୁ ଲୋପ ହେବାକୁ ନ ଦେବା ଲାଗି ଅନେକ ଅଜବ ଅଭିଯାନ ଚଳାଇବା ଦେଖାଯାଏ। ଏହି କ୍ରମରେ ଏବେ ଉଦାମପୁର ଜିଲାରେ ପରିତ୍ୟକ୍ତ ଅବସ୍ଥାରେ ରହିଥିତ୍ବା କୂଅଗୁଡ଼ିକର ପୁନରୁଦ୍ଧାର କରିବାରେ ଲାଗିଛନ୍ତି ଡ. ବିଜୟ ଅତ୍ରି। ଡ. ଅତ୍ରି ହର୍ଟିକଲ୍‌ଚର ବିଭାଗରେ କାମ କରନ୍ତି। ତାଙ୍କ ବୟସ ୩୮। ବିଭାଗୀୟ କାର୍ଯ୍ୟ ମଧ୍ୟରୁ ସମୟ ବାହାର କରି ସେ କୂଅ ଓ ଝରଣାଗୁଡ଼ିକର ପୁନରୁଦ୍ଧାରରେ ଲାଗିଛନ୍ତି। ବିଜୟଙ୍କ ସହ ଜମ୍ମୁ-କଶ୍ମୀରର ଉଦାମପୁର ଜିଲାର ୧୩ ଜଣ ସାମିଲ ହୋଇଛନ୍ତି। ମାର୍ଚ୍ଚ ୨୦୨୧ରେ ‘ବାଉଲି ବଚାଓ ଅଭିଯାନ’ ଆରମ୍ଭ କରି ମାତ୍ର ୪ ମାସ ମଧ୍ୟରେ ସେମାନେ ୬୫ଟି କୂଅର ପୁନରୁଦ୍ଧାର କରିସାରିଲେଣି। ଏହା ସହ ୨୦ଟି ପ୍ରାକୃତିକ ଝରଣା ଉତ୍ସର ପୁନରୁଦ୍ଧାର ଶେଷ କରିଛନ୍ତି। ଡ. ଅତ୍ରି ଓ ତାଙ୍କ ଟିମ୍‌ ଉଦାମପୁର ଜିଲାରେ ୬୭୭ କୂଅ ଚିହ୍ନଟ କରି ଏଗୁଡ଼ିକର ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାକୃତିକ ଜଳଉତ୍ସର ପୁନରୁଦ୍ଧାର ହୋଇପାରିଲେ ବହୁ ଅଞ୍ଚଳରେ ଜଳ ସଙ୍କଟ ଦୂର ହୋଇପାରିବ ବୋଲି କହନ୍ତି ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri