କାର୍ଯ୍ୟ ସମ୍ପାଦନ ଯାଞ୍ଚ ହେଉନାହିଁ କାହିଁକି
ସହଦେବ ସାହୁ ପାଠ କହେ ଯେ ଲୋକଙ୍କ ଉପରେ ଟିକସ ବସାଇ ସେହି ପଇସାରେ ସରକାର ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଉନ୍ନତିମୂଳକ କାମ କରିଥାନ୍ତି, କିନ୍ତୁ ଟିକସ ବଢାଇଲେ ବା ନୂଆ ଟିକସ ବସାଇଲେ ଲୋକେ ସରକାରଙ୍କୁ...
ଓବାମା କହିଲେ
ଭାରତୀୟ ରାଜନୀତିରେ ଆମେରିକା ଭଳି ମୁଖ୍ୟତଃ ଦୁଇ ଦଳିଆଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇ ନ ଥାଏ। ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଅନେକ ପାର୍ଟି ଓ ଅସଂଖ୍ୟ ନେତା ରହିଛନ୍ତି। ଏ ବିଷୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଜାଣିଛନ୍ତି।...
ପୁରୁଣା ମୂଷା
ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଶୋଚନୀୟ ହୋଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏହା ମାତ୍ର ୧୯ଟି ଆସନ ପାଇଛି। ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନରେ କଂଗ୍ରେସକୁ ୭୦ ସିଟ୍ ଲଢ଼ିବା ପାଇଁ ଦିଆଯାଇଥିଲା। ହେଲେ...
ଆସ ମଙ୍ଗଳରେ ଘର କରିବା
ଇଂ. ମାୟାଧର ସ୍ବାଇଁ ଅନେକ ବର୍ଷ ପୂର୍ବେ ବିଜ୍ଞାନ ଉପନ୍ୟାସଗୁଡ଼ିକରେ ପୃଥିବୀ ବାହାରେ ବିଭିନ୍ନ ଗ୍ରହରେ ବସବାସ କରିବାର କଳ୍ପନା କରାଯାଇଥିଲା। ବିଶେଷ ଭାବେ ଆମର ପଡ଼ୋଶୀ ଲୋହିତ ଗ୍ରହ ମଙ୍ଗଳ ଏହାର କେନ୍ଦ୍ରବିନ୍ଦୁ ଥିଲା। ଏପରି କି ସେଠାରେ...
ଏଇ ଭାରତରେ
ଅରୁଣାଚଳପ୍ରଦେଶର ଆଇଏଏସ୍ ଅଧିକାରୀ ଦେବାଂଶ ଯାଦବ ପ୍ରଶାସନିକ କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ଗରିବ ଛାତ୍ରଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି। ଛାଙ୍ଗଲାଙ୍ଗର ଡେପୁଟି କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଦେବାଂଶ ଲୋକମାନଙ୍କ ଅନୁଦାନରେ ଦ୍ୱାଦଶ ବୋର୍ଡ...
ମୁଣ୍ଡ ପିଟିବା
ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଆଧାରରେ କୌଣସି ଏକ ସ୍ଥାନର ପ୍ରଦୂଷଣକୁ ମପା ଯାଇଥାଏ। ଶୂନରୁ ୫୦ ଯାଏ ‘ଉତ୍ତମ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’ ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ...
ରାଜା ସିନା ପୂଜା ପାଏ
ରଞ୍ଜନ କୁମାର ଦାସ ବହୁ କାଳ ତଳେ କବି ଯଦୁମଣି ପ୍ରସଙ୍ଗକ୍ରମେ କହିଥିଲେ ରାଜା ସିନା ପୂଜା ପାଏ ଆପଣା ଦେଶରେ, କବି ପୂଜା ପାଉଥାଏ ଦେଶ ବିଦେଶରେ। ସଂସ୍କୃତରେ ମଧ୍ୟ କଥିତ ଅଛି ସ୍ବଦେଶେ ପୂଜ୍ୟତେ ରାଜା ବିଦ୍ୱାନ...
ଲକ୍ଷ୍ୟ ବଂଶବାଦ ନୁହେଁ
ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ୧୬ ନଭେମ୍ବରରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ କ୍ଷମତାକୁ ଫେରୁଥିବା ବେଳେ ୭ମ ଥର ସକାଶେ ଶପଥ ନେବେ। ୧୫ ନଭେମ୍ବରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର...
ସମ୍ପ୍ରସାରିତ ଦାରିଦ୍ର୍ୟ
ଡ.ପ୍ରଫୁଲ୍ଲ କୁମାର ସାହୁ ସ୍ୱାଧୀନତା ପୂର୍ବରୁ କ୍ଷୁଧାମୁକ୍ତ ଭାରତବର୍ଷର ସ୍ବପ୍ନ ଦେଖିଥିଲେ ଗାନ୍ଧିଜୀ। ସ୍ବାଧୀନତା ପରେ ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ କାର୍ଯ୍ୟକାରୀ ହେଲା ଯୋଜନା ପରେ ଯୋଜନା। ସଫଳତା ପରଖିବା ପାଇଁ ଭିନ୍ନ ଭିନ୍ନ ସମୟରେ ଗ୍ରହଣ...
ଗଣତନ୍ତ୍ର-ଗଣମତ ଗତିପଥରେ ଗଣମାଧ୍ୟମ
ଡ. ଗୌରାଙ୍ଗ ଚରଣ ରାଉତ ଭାରତର ଜନସଂଖ୍ୟା ଏବଂ ମତଦାତାଙ୍କ ସଂଖ୍ୟା ଆଧାରରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣମାନଙ୍କର, ଗଣମାନଙ୍କ ପାଇଁ ଏବଂ ଗଣ ଦ୍ୱାରା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଢାଞ୍ଚା ଯେଉଁ ଚାରିଟି ସ୍ତମ୍ଭକୁ ଭିତ୍ତିକରି...
ଏଇ ଭାରତରେ
ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନୀଷା। ୮ ଜଣ ଅସହାୟ ପିଲାଙ୍କର ଯତ୍ନ ନେଉଛନ୍ତି। ସେମାନଙ୍କୁ ପଢ଼ାଉଛନ୍ତି। ମନୀଷା ବିଭିନ୍ନ ଜାଗାରେ କାମ କରି ଯାହା ରୋଜଗାର କରୁଛନ୍ତି ସେଥିରେ ଏମାନଙ୍କର ସବୁ...
ଏଇ ଭାରତରେ
ଗୋଟିଏ ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ଆମ୍ବଗଛରେ ୨୦୦ ପ୍ରକାରର ଆମ୍ବ ଫଳିିବା କେବେ ଭାବିପାରୁଛ କି? କେରଳ ରାଜ୍ୟ କନ୍ନୁର ଜିଲାର କନ୍ନାପୁରମ୍ ଗାଁରେ ଏହା ଦେଖିପାରିବେ। ଆମ୍ବ ସଂସ୍କୃତି ଏହି ଗାଁ ଏବେ ଲୋକପ୍ରିୟ ହେବାରେ ଲାଗିଛି। କନ୍ନାପୁରମର...
Archives


