ଏଇ ଭାରତରେ

କୀ ର୍ତ୍ତି ଭାରତୀ ଏବେ ସୁଦ୍ଧା ୧୪୦୦ରୁ ଊର୍ଦ୍ଧ୍ୱ ବାଲ୍ୟ ବିବାହ ରୋକି ପାରିଛନ୍ତି। ତାଙ୍କୁ ଏବେ ବୟସ ୩୫। ଜନ୍ମ ଗୁଜରାଟରେ, ହେଲେ କର୍ମଭୂମି ପାଲଟିଛି ରାଜସ୍ଥାନର ଯୋଧପୁର। ଏଠାରେ ସେ ସାରଥି ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ବାଲ୍ୟ ବିବାହକୁ ବିରୋଧ କରିବା ସହ ଅସହାୟମାନଙ୍କୁ ଥଇଥାନ କରିବାରେ ଲାଗିଛନ୍ତି। କୀର୍ତ୍ତିଙ୍କ ମା’ଗର୍ଭବତୀ ଥିଲାବେଳେ ତାଙ୍କ ବାପା ଛାଡିଚାଲିଯାଇଥିଲେ। କୀର୍ତ୍ତିଙ୍କୁ ତାଙ୍କ ମା’ ୭ ମାସରେ ଜନ୍ମ ଦେଇଥିଲେ ଓ ପରେ ସେ ବହୁ ବାଧା ବିଘ୍ନରେ ବଢିଥିଲେ। ତାଙ୍କ ପରିବାର ସମ୍ପର୍କୀୟମାନେ ତାଙ୍କୁ ଜୀବନରୁ ମାରି ଦେବା ଲାଗି ଚାହଁୁଥିଲେ। ଏପରି କି ତାଙ୍କୁ ୧୦ ବର୍ଷ ବୟସରେ ସ୍ଲୋ ପଏଜନ ବି ଦିଆଯାଇଥିଲା, ଯେଉଁଥିତ୍ରେ କୀର୍ତ୍ତି ପକ୍ଷାଘାତର ଶିକାର ହୋଇ ଚାଲିପାରିଲେ ନାହିଁ। ତାଙ୍କ ସ୍କୁଲ ବି ବନ୍ଦ ହୋଇଗଲା। ତାଙ୍କର ଚିକିତ୍ସା କରାଯିବା ପରେ ପୁଣି ସେ ଚାଲିଲେ ଓ ପଢା ଜାରି ରଖିଲେ। ଶିକ୍ଷା ଶେଷ କରି ୨୨ ବର୍ଷ ବୟସରେ ସେ ୨୦୧୧ରେ ସାରଥି ଟ୍ରଷ୍ଟ ଗଢି ସେବା ଆରମ୍ଭ କରିଥିଲେ। ବାଲ୍ୟ ବିବାହରେ ଅଗ୍ରଣୀ ରାଜ୍ୟ ରାଜସ୍ଥାନରେ କୀର୍ତ୍ତିଙ୍କ ଉଦ୍ୟମ ବଳରେ ବହୁ ବାଲ୍ୟ ବିବାହ ବନ୍ଦ ହୋଇପାରିଛିିି। କେବଳ ଏହି କାର୍ଯ୍ୟ ନୁହେଁ, ସେ ମଧ୍ୟ ବିଭିନ୍ନ ଯୋଜନାରେ ଶିଶୁଶ୍ରମିକ, ଯୌନ ନିର୍ଯାତନା ତଥା ଏଚ୍‌ଆଇଭିର ଶିକାର ହୋଇଥିବା ପ୍ରାୟ ୭,୦୦୦ ପିଲାଙ୍କୁ ଥଇଥାନ କରିପାରିଛନ୍ତି। କୀର୍ତ୍ତି ରାଜସ୍ଥାନର ବିଭିନ୍ନ ଗାଁକୁ ଯାଇ ବାଲ୍ୟ ବିବାହ ନ କରିବା ଲାଗି ୨୦,୦୦୦ ଲୋକଙ୍କୁ ଶପଥ କରାଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri