ଆଧାର: ଏକ ଅନାବଶ୍ୟକ ଯୋଜନା
ସୌଭାଗ୍ୟ ସୁନ୍ଦରରାୟ ଗତ ଅଗଷ୍ଟ ୧୦ ତାରିଖରେ ଆଇଆଇଟି-ରୁର୍କିର ପ୍ରାୟ ୩୦ ହଜାର ଛାତ୍ରୀଛାତ୍ରଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ ହୋଇଯାଇଛି। ଏହି ପ୍ରଘଟ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆଭ୍ୟରୀଣ କମିଟି ଗଠନ କରାଯାଇଛି। ଆଇଆଇଟି-ରୁର୍କି ହେଉଛି ଦେଶର ଅଗ୍ରଣୀ ବୈଷୟିକ…
ପ୍ରତିଶୋଧାତ୍ମକ ରାଜନୀତି
ବେଆଇନ ବାଲି ଚାଲାଣକୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଓ ଆଇପିଏସ୍ ଅଧିକାରୀ ଅଞ୍ଜନା କ୍ରିଷ୍ଣାଙ୍କ ମଧ୍ୟରେ ବିବାଦ ଦେଖାଯାଇଛି। ରାଜନେତା ଓ ବାବୁଙ୍କ ମଧ୍ୟରେ ଏଭଳି ଟଣାଓଟରା ବହୁ ସମୟରେ ଦେଖାଯାଏ ଓ ଦୀର୍ଘଦିନ ଧରି ଲାଗିରହେ। ପାଓ୍ବାରଙ୍କ…
ଏଇ ଭାରତରେ
ଝାଡ଼ଖଣ୍ଡର ବରକୁଲି ଗାଁର ମହିଳା ଜ୍ଞାନଲତା ହେମ୍ରମ୍ ଜୈବିକ ପଦ୍ଧତିରେ ଚାଷ କରିବା ସହ ୧୦ ଲକ୍ଷ ଟଙ୍କାର ବିଜ୍ନେସ ଚଳାଇବାକୁ ସକ୍ଷମ ହୋଇଛନ୍ତି। ୨୦୨୧ରେ ସେ ପ୍ରଫେଶନାଲ ଆସିଟୋନ୍ସ ଫର୍ ଡେଭଲପ୍ମେଣ୍ଟ ଆକ୍ସନ( ପ୍ରଦାନ) ନାମକ ସଂସ୍ଥା ସହଯୋଗରେ ଜୈବିକ…
ସନ୍ଦେହରେ ଗଣତନ୍ତ୍ରର ମୂଳଦୁଆ
ମ ଦେଶର ଗଣତନ୍ତ୍ରର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ପ୍ରଶ୍ନ ଉଠିଛି ଆମ ନିର୍ବାଚନୀ ବ୍ୟବସ୍ଥା ଉପରେ। ନିର୍ବାଚନ କମିଶନ ପ୍ରସ୍ତୁତ କରୁଥିବା ଭୋଟର ତାଲିକା ଉପରେ, ଯାହାର ଆଧାରରେ ଦେଶର ପ୍ରତ୍ୟେକ ନାଗରିକ ଭୋଟଦେବା ପାଇଁ ଯୋଗ୍ୟ ବା ଅଯୋଗ୍ୟ…
ଦାୟିତ୍ୱ ନିର୍ବାହର ଦାୟବଦ୍ଧତା
ଆମମାନଙ୍କର ବ୍ୟକ୍ତିଗତ, ପାରିବାରିକ ଜୀବନ ହେଉ କି ସାମାଜିକ ଜୀବନ ହେଉ ଆମର କିଛି ନା କିଛି ଦାୟିତ୍ୱ ନିଶ୍ଚିତ ରହିଛି। ସେହିସବୁ ଦାୟିତ୍ୱଗୁଡିକୁ ଠିକ୍ ଭାବେ ନିର୍ବାହ କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ତେବେ ଆମେ ଯେତେବେଳେ ଏହା…
ୟୁରୋପ ଏତେ ଦୁର୍ବଳ କାହିଁକି
ଆମେରିକାର ଅସ୍ଥିରତା, ଚାଇନାର ଏକଚ୍ଛତ୍ରବାଦ ଓ ରୁଷିଆର ଆକ୍ରମଣାତ୍ମକ ତଥା ବିଦ୍ୱେଷ ଭାବନାକୁ ବିଶ୍ୱ ଏବେ ସାମ୍ନା କରୁଛି। ବିଶ୍ୱରେ ଏଭଳି ସ୍ଥିତିରେ ପରିବର୍ତ୍ତନ ପାଇଁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ବା ଗୋଷ୍ଠୀର ଆବଶ୍ୟକତା ଅନିବାର୍ଯ୍ୟ। ଯଦି ଦେଖାଯାଏ ତେବେ କେବଳ…
ମଇଁଷିର ସାଂସ୍କୃତିକ ମହତ୍ତ୍ୱ
ମଇଁଷି ନଦୀ, ନାଳ, ପୋଖରୀ, ପଙ୍କୁଆ ଜାଗା ଓ ଆର୍ଦ୍ରଭୂମିରେ ଦେଖିବାକୁ ମିଳନ୍ତି। ଅନ୍ୟପଟେ ଗୋରୁ ଶୁଷ୍କ ବନାଞ୍ଚଳକୁ ବେଶି ପସନ୍ଦ କରନ୍ତି। ଭାରତରେ ଉଭୟ ଶୁଷ୍କ ଜଙ୍ଗଲ ଓ ନଦୀ ଅବବାହିକାର ଆର୍ଦ୍ରାଞ୍ଚଳ ରହିଛି। ଶୁଷ୍କ ଅଞ୍ଚଳରେ ଗହମ ଓ…
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ
ଆଜି ସେପ୍ଟେମ୍ବର ୧୧। ଏହି ଦିନ ଦୁଇଟି ବିପରୀତ ସ୍ମୃତିକୁ ମନେପକାଏ। ପ୍ରଥମଟି ହେଉଛି ୧୮୯୩ ମସିହାର, ଯେତେବେଳେ ସ୍ବାମୀ ବିବେକାନନ୍ଦ ଚିକାଗୋର ବିଶ୍ୱ ଧର୍ମ ସମ୍ମିଳନୀରେ ତାଙ୍କର ପ୍ରତୀକାତ୍ମକ ଭାଷଣ ଦେଇଥିଲେ। ‘ଆମେରିକାର ଭଉଣୀ ଓ ଭାଇମାନେ…’ ଏହି କିଛି…
ପରଲୋକରୁ ପତ୍ର
ହେସ୍ନେହାସ୍ପଦ ପୁତ୍ର/ ପୌତ୍ର/ ପ୍ରପୌତ୍ରଗଣ, ପରଲୋକରୁ ତୁମମାନଙ୍କୁ ଆମର କୋଟିଏ ଆଶିଷ। ମର୍ତ୍ତ୍ୟଲୋକରେ ଏବେ ଆରମ୍ଭ ହୋଇଯାଇଛି ପିତୃପକ୍ଷ। ଆମକୁ ସ୍ମରଣ ପୂର୍ବକ ସସମ୍ମାନ ଆମ ପାଇଁ ଶ୍ରାଦ୍ଧ ଓ ତର୍ପଣର ବ୍ୟବସ୍ଥା କରୁଛ ଆଜି। ଏହି ସମୟରେ ମର୍ତ୍ତ୍ୟଲୋକରେ ତୁମେ…
ବୁଝିବାକୁ ୮ବର୍ଷ ଲାଗିଲା
ଜିଏସ୍ଟି ବା ସାମଗ୍ରୀ ଓ ସେବା ଟିକସ ଅତ୍ୟନ୍ତ ଜଟିଳ ହେବା ସହ ଏହାର ବୋଝ ଗରିବଙ୍କ ଉପରେ ପଡୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସରେ ‘ପରବର୍ତ୍ତୀ ପିଢ଼ିର’ ଜିଏସ୍ଟି ସଂସ୍କାର ଆଣିବା ପାଇଁ ଘୋଷଣା…
କ୍ରୋଧର ଶିକାର
ନେପାଳରେ ଯୁବପିଢ଼ି ସେଠାକାର ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପରେ ଉପୁଜିଥିବା ସ୍ଥିତିକୁ ନେଇ ସେପ୍ଟେମ୍ବର ୯ରେ ‘ଯୁବ ମେଣ୍ଢା’ ଶୀର୍ଷକରେ ସମ୍ପାଦକୀୟ ଲେଖିଥିଲୁ। ପୁରୁଣା ଢାଞ୍ଚାକୁ ଭାଙ୍ଗି ନୂଆ ସମାଜ ଓ ବ୍ୟବସ୍ଥା ସକାଶେ ପ୍ରଚେଷ୍ଟା କରିବା…
ସାମ୍ପ୍ରତିକ ସମୟର କାଳନେମୀ
ରାମାୟଣର ଏକ ଚରିତ୍ର କାଳନେମୀ ମାନେ ମାରୀଚ ନନ୍ଦନ ତଥା ଦଶାନନଙ୍କ ପାରିଷଦର ଜଣେ ମନ୍ତ୍ରୀଙ୍କ କାରନାମା ସମ୍ପର୍କରେ ସମସ୍ତେ ଜାଣିଥିବେ। ଏ ଚରିତ୍ର ନିଜର ଅବାଞ୍ଛିତ ଲୋଭ ସମ୍ବରଣ ନିମନ୍ତେ ହନୁମାନଙ୍କ ସମ୍ମୁଖରେ ସାଧୁ ବେଶରେ ଚିକଣିଆ କଥା କହି…
Archives


