ସମ୍ପାଦକୀୟ

ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିରେ ପିଲାବେଳୁ ବଢ଼ି ଆସିଥିବା ଝିଅଟି ନିଜ ବାହାଘର ଲାଗି ସଞ୍ଚତ୍ଥିବା ଟଙ୍କାରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସେ ହେଉଛନ୍ତି ତାମିଲନାଡୁର ଟ୍ରିପ୍ଲିକେନ୍‌ ସହର ନିବାସୀ ସୁଗଣ୍ୟା କାଣ୍ଡାସାମୀ। ସେ ସଞ୍ଚତ୍ତ ୮୦,୦୦୦ ଟଙ୍କା ଖର୍ଚ୍ଚ କରି ‘ଚ୍ୟାଲେଞ୍ଜ…

ଗୀତାଭିନୟର ମୁକୁଟବିହୀନ ସମ୍ରାଟ୍‌

ଭାବଗ୍ରାହୀ ରାଉତ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା ତାହାକୁ ଗୋପାଳ ଦାସ(ଉଡେ), ବାଲେଶ୍ୱରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି, ଭିକାରୀ ନାୟକ, ଗୋପାଳ ଦାସ (ଦ୍ୱିତୀୟ ପାଦରେ), ବୈଷ୍ଣବ ପାଣି, ରଘୁନାଥ ପରିଚ୍ଛା, ମୋହନ…

କୁହାଟୁଛି କୋଟିଆ

ଡ.ପ୍ରଫୁଲ୍ଲ କୁମାର ସାହୁ ଆନ୍ତଃରାଜ୍ୟ ସୀମା ବିବାଦରେ ଛନ୍ଦିହୋଇ କୁହାଟୁଛି କୋଟିଆ। ଓଡ଼ିଶା କହୁଛି କୋଟିଆ ଆମର। ସମାନ ଦାବି କରୁଛି ଆନ୍ଧ୍ର। ଓଡ଼ିଶାର ପ୍ରଶାସନିକ ମାନଚିତ୍ର ଅନୁସାରେ କୋଟିଆ ପଞ୍ଚାୟତ ରହିଛି କୋରାପୁଟ ଜିଲାର ପଟାଙ୍ଗି ବ୍ଲକ ଅଧୀନରେ। ୨୮ଟି…

ବିନାଶର ସୁଯୋଗ

‘ଗଡ୍‌ସ ଓନ୍‌ କଣ୍ଟ୍ରି’ ବା ‘ଈଶ୍ୱରଙ୍କ ନିଜ ଦେଶ’ ଭାବେ ପରିଚିତ କେରଳ ପରିବେଶର ପ୍ରତିକୂଳ ପ୍ରଭାବକୁ ସାମ୍ନା କରିଚାଲିଛି। ୨୦୧୮ ଓ ୨୦୧୯ର ବର୍ଷା ଓ ବନ୍ୟା ବିତ୍ପାତକୁ ଭୁଲି ନ ଥିବାବେଳେ ପୁଣି ଏବେ ସେଭଳି ଭୟଙ୍କର ବିପର୍ଯ୍ୟୟର…

ଏଇ ଭାରତରେ

ସରକାରୀ ଜମିରେ ପଣସ ଗଛ ଲଗାଇ ଚାଲିଛନ୍ତି କେରଳର କେ.ଆର୍‌ ଜୟନ। ରାଜ୍ୟର ବିଭିନ୍ନ ଗାଁରେ ସେ ଏଭଳି ଅଭିଯାନ ଚଳାଇଛନ୍ତି। ଗାଁଗୁଡ଼ିକୁ ‘ପାଲଭୁ ଭିଲେଜ’ ବା ‘ପଣସ ଗାଁ’ର ନୂଆ ପରିଚୟ ଦେଉଛନ୍ତି। ଏଥିପାଇଁ ଜୟନଙ୍କୁ ପ୍ଲାଣ୍ଟ୍‌ ଜିନୋମ ସାଭିୟର…

ମହାପୁରୁଷ ମହମ୍ମଦ

ଇଂ. ରୌଶନ ଖାନ ହଜରତ ମହମ୍ମଦ ରସୁଲୁଲ୍ଲାଃଙ୍କର ଧରାପୃଷ୍ଠରେ ଆବିର୍ଭାବ ଓ ଅବତରୀୟ ଲୀଳା ସମ୍ବନ୍ଧରେ ପୂର୍ବ ସୂଚନା ଦେଇ ବ୍ୟାସମୁନି ଭବିଷ୍ୟ ପୁରାଣରେ କହିଥିଲେ- ”ଏତସ୍ମିନ୍‌ ଅନ୍ତରେ ମ୍ଳେଚ୍ଛ ଆଚାର୍ଯ୍ୟେଣ ସମନ୍ବେତା, ମହମ୍ମଦ ଇତି ଖ୍ୟାତା ଶିଷ୍ୟା ଶାଖା ସମନ୍ବେତା…“…

ବ୍ୟୟବହୁଳ ଚିକିତ୍ସା

ଡ. ପ୍ରମୋଦ କୁମାର ପଣ୍ଡା ଈଶ୍ୱର ନିଶ୍ଚିତରୂପେ ସର୍ବ ଶକ୍ତିମାନ ଓ ସୃଷ୍ଟିର ନିୟନ୍ତ୍ରକ। ମାତ୍ର ଈଶ୍ୱରଙ୍କ ପରେ ଯଦି ଆଉ କେହି ଜୀବନ ଦେବାରେ ସକ୍ଷମ, ସେମାନେ ହେଲେ ଡାକ୍ତର ଗୋଷ୍ଠୀ। ଜଣେ ଡାକ୍ତରଙ୍କର ବ୍ୟକ୍ତିଗତ ଜୀବନ ବୋଲି କିଛି…

ଭୁଲ୍‌ ବାର୍ତ୍ତା

ବାଂଲାଦେଶରେ ଦୁର୍ଗାପୂଜା ସମୟରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମୁସଲମାନ ସମ୍ପ୍ରଦାୟର କେତେ ଜଣ ଲୋକ ଆକ୍ରମଣ କରିବାରୁ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା। ଅଦ୍ୟାବଧି ଦୁଇ ଜଣ ହିନ୍ଦୁଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଖବର ମିଳିଛି। ହିନ୍ଦୁ…

‘ମୁଁ ମୁଁ ମୁଁ’

କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ଭାବେ କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) କାର୍ଯ୍ୟ କରିଥାଏ। ୧୬ ଅକ୍ଟୋବରରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଆସନ୍ତା ବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଅନୁଷ୍ଠିତ…

୭୦ଲକ୍ଷ ଜୀବନ ନେଉଛି ବାୟୁ ପ୍ରଦୂଷଣ

ସୌର ଚନ୍ଦ୍ର ମହାପାତ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ଅଧିକ ଘାତକ ହେବାରେ ଲାଗିଛି। ପ୍ରତିବର୍ଷ ଏହା ଯୋଗୁ ପାଖାପାଖି ୭୦ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଆଗକୁ ମଧ୍ୟ ସ୍ଥିତି ସଙ୍ଗିନ ରହିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଶଙ୍କା ପ୍ରକାଶ…

ଖାଦ୍ୟ ଅଧିକାର କେତେ ସୁରକ୍ଷିତ

ଭାଲଚନ୍ଦ୍ର ଷଡ଼ଙ୍ଗୀ ସମାଜର ସବୁ ମଣିଷଙ୍କୁ ଜୀବିତ ରଖିବା ପାଇଁ ଖାଦ୍ୟ ଅଧିକାର ଏକ ମୌଳିକ ଓ ସାର୍ବଭୌମ ଅଧିକାର। ଆଜିର ଦିନରେ ବିନା କୌଣସି ପ୍ରତିବନ୍ଧକରେ ସରକାର ଚାହିଁଲେ ଏହି ଅଧିକାରକୁ ସହଜରେ ସୁନିଶ୍ଚିତ କରିପାରିବେ। କିନ୍ତୁ ସରକାରଙ୍କ ଭୁଲ…

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବର୍ଜ୍ୟର ପୁନଃ ବିନିଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସି.ଏମ୍‌. ନାଗରାଜ। ବେଙ୍ଗାଲୁରୁର ଡୋଡାବନହାଲି ସରକାରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ନାଗରାଜ। ତାଙ୍କ ୧୫ ବର୍ଷର ଶିକ୍ଷକ ଜୀବନରେ ସେ ବର୍ଜ୍ୟର ପୁନଃ ଉପଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri