ସମ୍ପାଦକୀୟ

ଆନନ୍ଦ ପ୍ରାପ୍ତି

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଜୀବିତ ରହିବା ଜୀବନର ଅନ୍ୟତମ ଧର୍ମ। ଏହି ଶରୀରରେ ଜୀବନ ଚିରକାଳ ରହିପାରେ ନାହିଁ, କାରଣ ଶରୀର କ୍ଷୟଶୀଳ। ଶରୀର ନଷ୍ଟ ହେବା ପୂର୍ବରୁ ଜୀବଠାରେ ନୂତନ ଜୀବ ସୃଷ୍ଟିର ପ୍ରବୃତ୍ତି ଦେଖାଦେଇଥାଏ। ଜ୍ଞାନୀଜନ ଏହା ଉପଲବ୍ଧି କରିଥା’ନ୍ତି।…

ଭାଗ୍ୟ ବନାମ କର୍ମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଯେତେବେଳେ ପିଲା ଥିଲି, ସେତେବେଳେ ଅଜା ଉପଦେଶ ଛଳରେ ମୋତେ କହିଥିଲେ- ”ବାବୁରେ, ବାମ ହାତର ପାପ ଡାହାଣ ହାତକୁ ଯାଏନି।“ ମୁଁ ସ୍ବାଭାବିକ ଭାବେ ଅଜାଙ୍କୁ ପ୍ରଶ୍ନ କରିଥିଲି ଏହାର ଅର୍ଥ ମୋତେ ବୁଝାଇ କୁହ।…

ଏଇ ଭାରତରେ

ତାମିଲନାଡୁର ଦିବ୍ୟାଙ୍ଗ ମହିଳା ଡି. ଇନ୍ଦ୍ରା। ଜୀବନର ପ୍ରତିକୂଳ ସ୍ଥିତିକୁ ସାମନା କରି ଦିବ୍ୟାଙ୍ଗ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯେଉଁ ନିଷ୍ଠାପର ପ୍ରୟାସ ଜାରି ରଖିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ଇନ୍ଦ୍ରା ହ୍ବିଲଚେୟାରରେ ଯିବାଆସିବା କରନ୍ତି।…

ଅଧିକାର ନାହିଁ

ଆକାର ପଟେଲ ସମୀର ଓ୍ବାଙ୍ଖଡେଙ୍କ ଅନୁସୂଚିତ ଜାତି(ଏସ୍‌ସି) ପ୍ରମାଣପତ୍ର ସମ୍ପର୍କରେ ଉଠିଥିବା ବିବାଦ ଆମକୁ ଦୁଇଟି ବିଷୟରେ ଅନୁଧ୍ୟାନ କରିବାକୁ ସୁଯୋଗ ଦେଇଛି। ପ୍ରଥମଟି ସଂରକ୍ଷଣ ଓ ଅନ୍ୟଟି ଧାର୍ମିକ ସ୍ବାଧୀନତା। ଭାରତ ହିନ୍ଦୁ, ଶିଖ, ବୌଦ୍ଧଧର୍ମର ଦଳିତଙ୍କୁ ଅନୁସୂଚିତ ଜାତି…

ପ୍ରଫେସରରୁ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ଦାୟିତ୍ୱ ପୁରୁଷଙ୍କର ବୋଲି ଧାରଣା ରହିଆସିଥିଲା। ସେଥିପାଇଁ ମନ୍ତ୍ରୀ, ସେନାଧ୍ୟକ୍ଷ ହୁଅନ୍ତୁ ବା ସୈନ୍ୟଙ୍କ କ୍ଷେତ୍ରରେ ଜଣେ ମହିଳାଙ୍କ ଉପସ୍ଥିତି ଅସହଜ ମନେହେଉଥିଲା। ସମୟକ୍ରମେ ସେଥିରେ ଅନେକ ପରିବର୍ତ୍ତନ ଆସିଲାଣି। କେବଳ ଶାରୀରିକ ଗଠନ ଦୃଷ୍ଟିରୁ ମହିଳାଙ୍କୁ କୋମଳ ଓ…

ଚାହିଁଥିବା ଜଳକା

ସହଦେବ ସାହୁ ରାଷ୍ଟ୍ରପତି ବାଇଡେନ୍‌ ବଡ଼ ସହଜରେ କହିଦେଲେ, “ଆଫ୍‌ଗାନିସ୍ତାନରୁ ୟୁଏସ୍‌ ଫୋର୍ସକୁ ଫେରାଇଆଣିବା ଯୁକ୍ତିଯୁକ୍ତ; ଯାହା ହୋଇଛି ତାହାଠାରୁ ବେଶି କିଛି ହେବାର ନାହିଁ।” ୨୦ ବର୍ଷ, ୨ ଟ୍ରିଲିଅନ୍‌ ଡଲାର ଓ ୨୪୪୮ ମାର୍କିନ୍‌ ସୈନିକଙ୍କ ଜୀବନ: ଆମେରିକା…

ଏଇ ଭାରତରେ

ଆଦିବାସୀ ଝିଅମାନଙ୍କୁ ଭଲ ଖେଳାଳି କରିବାର ପ୍ରତିବଦ୍ଧତା ଫୁଟବଲ ଖେଳାଳି ଆନନ୍ଦ କୁମାର ଗୋପେଙ୍କୁ ନୂଆ ପରିଚୟ ଦେଇଛି। ରାଞ୍ଚି ନିକଟସ୍ଥ କର୍ମା ଗାଁରେ ଆନନ୍ଦଙ୍କ ଜନ୍ମ। ଏହା ଏକ ଆଦିବାସୀବହୁଳ ଗାଁ। ପାରିବାରିକ କଟକଣା ଯୋଗୁ ଏହି ଗାଁରେ ଝିଅମାନେ…

ଏଇ ଭାରତରେ

କୃଷ୍ଣସାର ମୃଗ ଓ ଛୋଟ ବାରାସିଂହାଙ୍କ ଜୀବନ ରକ୍ଷା କରିବାରେ ରାଜସ୍ଥାନର ଅନିଲ ବିଷ୍ନୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଅନିଲ ଜଣେ କୃଷକ ଓ ସମାଜସେବୀ। ସେ ୧୦,୦୦୦ କୃଷ୍ଣସାର ମୃଗ ଓ ଛୋଟ ବାରାସିଂହାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ…

ଉଚ୍ଚଶିକ୍ଷାରେ ଭେଦଭାବ

ଡ. ସୁବାସ ଚନ୍ଦ୍ର ପାତ୍ର ଓଡ଼ିଶାରେ ଭେଦଭାବର ନାମ ଉଚ୍ଚଶିକ୍ଷା। କଲେଜ କଲେଜ, ଶିକ୍ଷକ ଶିକ୍ଷକ ମଧ୍ୟରେ ପାହ୍ୟା, ଶିକ୍ଷାଗତ ଯୋଗ୍ୟତା, ଦରମା ନେଇ ଏତେ ତାରତମ୍ୟ ଯେ ଜଣାପଡ଼େନି ଏମାନେ ସମସ୍ତେ ଗୋଟିଏ ବ୍ୟବସ୍ଥା-ପ୍ରସୂତ କି ନୁହେଁ। ଅନ୍ତତଃ ଦୁଇଟି…

‘ମୁଁ’ ଆଉ ଚଳୁନି

ଡ. ସତ୍ୟନାରାୟଣ ମିଶ୍ର ଦେଶରେ ଦୁଇଟି ନୀତି ଦୈନନ୍ଦିନ ଜୀବନ ଧାରଣରେ ଜନତାଙ୍କର ସମସ୍ୟାକୁ ସବୁ ସମୟରେ ସାମ୍‌ନା କରିଥାଏ। ସେଥିରୁ ଗୋଟିଏ ଥାଏ ଅର୍ଥନୀତି ଓ ଅନ୍ୟଟି ଥାଏ ରାଜନୀତି। ଅର୍ଥନୀତି ଜୀବନ ନିର୍ବାହ କରିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତ…

ଦରକାରୀ ବାବୁ

ଜଣେ ବିଜ୍ଞ, ସଚେତନ ଅଧିକାରୀ ଭାବେ ଅମିତ ଖାରେ ସବୁଥିରେ ସତର୍କ ରହିବା ଯୋଗୁ କାର୍ଯ୍ୟ ଭଲ ଭାବେ ହୋଇଯାଏ ବୋଲି ତାଙ୍କର ଜଣେ ବରିଷ୍ଠ ସହଯୋଗୀ କହନ୍ତି। ଅଧିକାଂଶ ପର୍ଯ୍ୟବେକ୍ଷକ ମଧ୍ୟ ଏହା କହନ୍ତି ଯେ,ଖାରେଙ୍କର ଏହି ପ୍ରବୃତ୍ତି ତାଙ୍କୁ…

ଏଇ ଭାରତରେ

ଆସାମର ଆଇଏଏସ୍‌ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍‌ ପ୍ଲାଷ୍ଟିକ ବୋତଲରେ ପାଇଖାନା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏହି ପାଇଖାନ ନିର୍ମାଣ କରାଯାଇଛି। ବେଙ୍ଗାଇଗାଓଁ ଜିଲାର ଡେପୁଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri