ଏଇ ଭାରତରେ
ଟ୍ରାଫିକ୍ରେ ସାବୁନ ବିକ୍ରି କରୁଥିବା ଜଣେ ପିଲା ନିଷ୍ଠା ବଳରେ ଡାକ୍ତର ହୋଇ ଗ୍ରହଣଖଣ୍ଡିଆ ସମସ୍ୟା ଜଡ଼ିତ ପିଲାମାନଙ୍କର ମାଗଣାରେ ଅପରେଶନ କରୁଛନ୍ତି। ଏଭଳି ଅଭିଯାନ ଚଳାଉଥିବା ଡାକ୍ତର ହେଲେ ଡା. ସୁବୋଧ କୁମାର ସିଂ। ରହୁଛନ୍ତି ଉତ୍ତରପ୍ରଦେଶର ବାରାଣସୀରେ।...
ଆସ ଛବି ତୋଳିବା
ଅକ୍ଷୟ କୁମାର ମିଶ୍ର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଯେ ହାତକୁ ନିଆଯାଇଛି ଏହା ଗଣ ମାଧ୍ୟମରେ ପ୍ରକାଶିତ ଫଟୋଚିତ୍ରଗୁଡ଼ିକ ଉପରେ ଦୃଷ୍ଟି ପଡ଼ିଲେ ବୁଝିହେଉଛି।...
ଇମ୍ୟୁନୁ କେତେ ସବଳ
ଡା. ପ୍ରଫୁଲ୍ଲ କୁମାର ଦାସ ଆପଣ କ’ଣ ସବୁବେଳେ ଥଣ୍ଡା ଜ୍ୱର ଅଥବା ସର୍ଦ୍ଦିରେ ପୀଡ଼ିତ ହେଉଛନ୍ତି? ଋତୁ ବଦଳିବା ସଙ୍ଗେ ସଙ୍ଗେ ଆପଣଙ୍କର ଶରୀରର ଅବସ୍ଥା ବଦଳିଯାଉଛି? କାମ ଆରମ୍ଭ କରୁ କରୁ ଆପଣ ଥକି ପଡ଼ୁଛନ୍ତି?...
ଗ୍ରୀନ୍ ବିଜ୍ନେସ
ଜୋହାନ ରକ୍ଷ୍ଟ୍ରୋମ୍ ଟୋବିୟାସ୍ ରାଫେଲ ଚଳିତ ବର୍ଷ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍୨୬) ବିଫଳ ନ ହେଲେ ବି ଅଧିକ ସଫଳ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା...
ଏଇ ଭାରତରେ
ଶୁଷ୍କ ଜମିକୁ ଶସ୍ୟଶ୍ୟାମଳା କରିବାରେ ଜଣେ ମହିଳା କୃଷି ଶ୍ରମିକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ପଶ୍ଚିମବଙ୍ଗର ମରୁଡ଼ି ପ୍ରପୀଡ଼ିତ ଝାରଗ୍ରାମ ଅଞ୍ଚଳର ଧୋବଖୁରିଆ ଗାଁର ଲୀଳାବତୀ ମହାତାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। । ସାଧାରଣତଃ ମହିଳାମାନେ...
କେବଳ ସହିବା, କହିବା ନାହିଁ
ବିଚିତ୍ର ବିଶ୍ୱାଳ ବର୍ତ୍ତମାନ ଦରଦାମ୍ ବୃଦ୍ଧି ତଥା ମହଙ୍ଗା ଯେତିକି ବାଧୁଛି ତା’ଠାରୁ ଅଧିକ ବାଧୁଛି ମହଙ୍ଗା ସପକ୍ଷରେ ଚାଲୁଥିବା ମୋଦି ଭକ୍ତମାନଙ୍କ ବିତଣ୍ଡା ଯୁକ୍ତି। ଦରଦାମ୍ ବୃଦ୍ଧିକୁ ସମ୍ଭାଳିବା ପାଇଁ ଯେତିକି ସାହସ ଓ ଶକ୍ତି ଦରକାର ଦରଦାମ୍...
ଦକ୍ଷିଣପୂର୍ବ ଏସିଆ ଓ ପ୍ରବାସୀ ଶ୍ରମିକ
ଏମ୍.ନିଆଜ ଅସଦୁଲ୍ଲା କୋଭିଡ୍-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ମାନ୍ଦା କରିଦେଇଛି। ସବୁଆଡ଼େ ଶ୍ରମ ବଜାର ଛାର୍ଖାର ହୋଇଯାଇଛି । ଏହାଯୋଗୁ ବିଶ୍ୱରେ ଶ୍ରମ ଶକ୍ତିର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ମହାମାରୀର ପ୍ରାରମ୍ଭିକ ମାସଗୁଡ଼ିକରେ ଦିଲ୍ଲୀ ଓ ଢାକା ଭଳି...
ବୃହତ୍ତମ ଓ କ୍ଷୁଦ୍ରତମ
ନିମାଇଁ ଚରଣ ଲେଙ୍କା ସଂସାରରେ ବୃହତ୍ତମ ଓ କ୍ଷୁଦ୍ରତମର କୌଣସି ସୀମାନାହିଁ। ସବୁଠାରୁ ବଡ଼ ଭାବୁଥିବା ବ୍ୟକ୍ତିଠାରୁ ଆହୁରି ବଡ଼ ଅଛନ୍ତି ଓ ସବୁଠାରୁ ଛୋଟ ଭାବୁଥିବା ବ୍ୟକ୍ତିଠାରୁ ଆହୁରି ଛୋଟ ଅଛନ୍ତି। ପ୍ରକୃତରେ ନିଜକୁ ସବୁଠାର ୁବଡ଼ ବା...
ଏଇ ଭାରତରେ
ଭାରତ-ଚାଇନା-ତିବ୍ବତ- ସୀମାକୁ ଲାଗି ରହିଥିବା ଚମେଲି ଜିଲା(ଉତ୍ତରାଖଣ୍ଡ)ର ସବାଡ଼ ଗାଁର ଗ୍ରାମବାସୀଙ୍କ ଦେଶ ସେବା ମନୋଭାବ ଖୁବ୍ ନିଆରା। ଏହି ଗାଁରେ ଏବେ ୧୪୦୦ ଲୋକ ରହୁଛନ୍ତି। ଚମେଲି ଜିଲା ମୁଖ୍ୟାଳୟଠାରୁ ୧୧୨ କି.ମି. ଦୂର ଦେବାଲ ବ୍ଲକ୍ର ସବାଡ...
ଅନିଦ୍ରାରୁ ଚିନ୍ତା, ଚିନ୍ତାରୁ ଅନିଦ୍ରା
ଡା. ସମ୍ରାଟ୍ କର ଆଜିର ସହରୀ ଜୀବନ ବିଷୟରେ ଲେଖିବାକୁ ବସିଲେ ଅନେକ କଥା ମନକୁ ଆସେ। ଗମନାଗମନରେ ଅସୁବିଧା, ଅନିଶ୍ଚିତତା, ଦୀର୍ଘସମୟର ଟ୍ରାଫିକ ଜାମ୍, ଶବ୍ଦ ଓ ବାୟୁ ପ୍ରଦୂଷଣ, ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା,...
ଉତ୍ତରପଡ଼ା ଅଭିଭାଷଣ ଓ ଶ୍ରୀଅରବିନ୍ଦ
ଡ. ହୃଷୀକେଶ ମଲ୍ଲିକ “Leaders of the Freedom Struggle were those who were divinely।nspired, not the Political animals or petty minded।mmature religious preachers that we see today.” (ସେଇମାନେ ହିଁ...
ଦେଶରୁ ଊର୍ଦ୍ଧ୍ୱ
ଆଜିର ଦିବସରେ ‘ଧରିତ୍ରୀ’ ତା’ର ୪୭ ବର୍ଷ ପୂରଣ କରି ୪୮ତମ ବର୍ଷରେ ପଦାର୍ପଣ କରୁଛି। ଆଜି ହେଉଛି ଯୋଗୀ ଶ୍ରୀଅରବିନ୍ଦଙ୍କ ସମାଧି ଦିବସ। ଗତ ୪୭ ବର୍ଷ ମଧ୍ୟରେ ଧରିତ୍ରୀ ନିଷ୍ଠାର ସହ ରାଜ୍ୟ, ଦେଶ ଓ ପୃଥିବୀର...
Archives


