ଏଇ ଭାରତରେ

ନିଜ ଜୀବନର ସବୁ ଦୁଃଖ ଯନ୍ତ୍ରଣାକୁ ପଛ କରି ଅନ୍ୟମାନଙ୍କ ସେବାରେ ଲାଗିଛନ୍ତି ମୁମ୍ବାଇର ଟ୍ରାନ୍ସ ଓମ୍ୟାନ୍‌ ଅଭିନ୍ନ ଅହେର। ସେ ନିର୍ଯାତନା ଓ ବଳାକତ୍ାରର ଶିକାର ହୋଇ ମଧ୍ୟ ୨୬ ବର୍ଷ ହେବ ଟ୍ରାନ୍ସଜେଣ୍ଡରଙ୍କ ସ୍ବର ପାଲଟିଛନ୍ତି। ଅଭିନ୍ନ ୨୦୧୩ରେ ଏକ ଡ୍ୟାନ୍ସିଂ କୁଇନ୍‌ ଗ୍ରୁପ୍‌ ଗଠନ କରି ତା’ ମାଧ୍ୟମରେ ଟ୍ରାନ୍ସଜେଣ୍ଡ ସମୁଦାୟର କଲ୍ୟାଣ ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି। ସେ ମଧ୍ୟ ଲିଙ୍ଗଗତ ଭେଦଭାବ ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ମାତ୍ର ୩ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇଥିତ୍ଲେ। ତାଙ୍କ ମା’ ବୃହତ୍‌ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନରେ ଚାକିରି କରିଥିଲେ। ମା’ଙ୍କ ସହଯୋଗରେ ଆଗକୁ ବଢ଼ି ଅଭିନ୍ନ ତାଙ୍କଠାରୁ ନାଚ ଶିକ୍ଷା କରିବା ସହ ଇକୋନୋମିକ୍ସରେ ସ୍ନାତକ ଏବଂ ସଫ୍ଟଓ୍ବେର ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଛନ୍ତି। ପରେ ଅଭିନ୍ନଙ୍କୁ ସାମାଜିକ ଟାହିଟାପରାରୁ ମୁକ୍ତି ପାଇଁ ଘର ଛାଡ଼ିବାକୁ ପଡ଼ିଛି ଓ ଦୁଇବର୍ଷ ଜଣେ ସ୍କଓ୍ବୋର୍କର ଭାବେ ଜୀବନ ବିତାଇବାକୁ ହୋଇଛି। ଅଭିନ୍ନଙ୍କ ବୟସ ଏବେ ୪୪। ସେ କେବଳ ଏହି କାର୍ଯ୍ୟରେ ନିଜକୁ ସୀମିତ ରଖିନାହାନ୍ତି ବରଂ ବହୁ ସଂସ୍ଥା ସହ ମିଶି ଟ୍ରାନ୍ସଜେଣ୍ଡରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଏବଂ ନାଗରିକ ମୌଳିକ ଅଧିକାର ପାଇବା ଲାଗି ସାହାଯ୍ୟ କରୁଛନ୍ତି। ଏଥିପାଇଁ ସେ ‘ଟ୍ରାନ୍ସଜେଣ୍ଡର୍‌ ଓ୍ବେଲ୍‌ଫେୟାର ଇକ୍ୱିଟି ଆଣ୍ଡ ଏମ୍ପ୍ଲୟମେଣ୍ଟ ଟ୍ରଷ୍ଟ’ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ପାହାଡ଼ କାଟି ରାସ୍ତା କରିଥିବା ଜଣେ ଶିକ୍ଷକ ଅଛନ୍ତି ଝାଡ଼ଖଣ୍ଡର ଚତରା ଅଞ୍ଚଳ ଟଣ୍ଡବା ବ୍ଲକ୍‌ର ବନାଞ୍ଚଳ ହେସାତୁ ଉଚ୍ଚମାଧ୍ୟମିକ...

ମୁଦ୍ରାନୀତି ବିଶାରଦ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅର୍ଥନୀତିକୁ ସୁଧାରିବା ଦିଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।...

ବଦଳିରୁ ବିବାଦ

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ୧୯୯୫ କ୍ୟାଡର ଆଇଏଏସ୍‌ ଅଫିସର ପ୍ରତୀକ ହାଜେଲାଙ୍କୁ ୭ ଦିନ ମଧ୍ୟରେ ମଧ୍ୟପ୍ରଦେଶକୁ ବଦଳି କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ...

ସରକାରୀ ବିଦ୍ୟାଳୟର ବିକଳ ଅବସ୍ଥା

ବିଚିତ୍ର ବିଶ୍ୱାଳ   ୧୯୯୬ ମସିହାରେ ମୁଁ ମାଟ୍ରିକ୍‌ ପରୀକ୍ଷା ଦେବା ବେଳକୁ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋଟ୍‌ ନଅ ଜଣ ଶିକ୍ଷକ ଥିଲେ।...

ଶକ୍ତି ସଂରକ୍ଷଣ ଓ ଆମ ଦାୟିତ୍ୱ

ଇଂ ମାୟାଧର ସ୍ବାଇଁ ଶକ୍ତି ହେଉଛି ଏକ ଅତ୍ୟାବଶ୍ୟକ ଆନୁଷଙ୍ଗିକ ବସ୍ତୁ। ସମସ୍ତ ପ୍ରକାର ଶକ୍ତି ମଧ୍ୟରେ ସହଜ ଓ ସୁବିଧାରେ ବ୍ୟବହାର ହୋଇପାରିବା ଭଳି...

ଏଇ ଭାରତରେ

ସହରରେ ଏବେ ଛାତ ଉପରେ ଚାଷ କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ସେମାନଙ୍କ ପାଇଁ ଥାନେ ସୋସାଇଟି ପଥପ୍ରଦର୍ଶନ ପାଲଟିବ ବୋଲି କୁହାଯାଇପାରେ। କାରଣ ଏହି...

ଆଜିର ଅର୍ଥନୀତି/ସୁଧ କମାଅ

ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋ ରେଟ୍‌ (ଦରକାର ବେଳେ ଯେଉଁ ସୁଧହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କଠାରୁ ଋଣ ନିଅନ୍ତି) ୩୫ ବେସିସ୍‌ ପଏଣ୍ଟ...

ଲେଖାଚୋରି

ଡ. ବାସନ୍ତୀ ମହାନ୍ତି ଏବେ ଲେଖାଚୋରି ସାରସ୍ବତ ଜଗତ ପାଇଁ ଅତ୍ୟନ୍ତ ଉଦ୍‌ବେଗଜନକ ପ୍ରସଙ୍ଗ ହୋଇପଡ଼ିଛି। ତା’ର ମଧ୍ୟ କାରଣ ରହିଛି। ବ୍ୟକ୍ତିଟିଏ କଳ ବଳ...

Advertisement
Archives

Model This Week